ଏହାପରେ ଶାମ୍ଶାେନ୍ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। ସେ ସମାନଙ୍କେ ମଧ୍ଯରକ୍ସ୍ଟ ଅନକଙ୍କେକ୍ସ୍ଟ ହତ୍ଯା କଲେ। ଏବଂ ଏହାପରେ ସେ ଏକ ଗକ୍ସ୍ଟମ୍ଫା ରେ ୟାଇ ବାସ କଲେ ଯେଉଁ ଗକ୍ସ୍ଟମ୍ଫା ରେ ନାମ ଥିଲା ଏଟମ ଶୈଳ।
Cross references
ସମାନଙ୍କେର ସୈନ୍ଯମାନେ ସଠାେରେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହାଇେ ରହିଲେ, ୟିହକ୍ସ୍ଟଦା ପରିବାରବର୍ଗର ଲୋକମାନେ ସମାନଙ୍କେୁ ପଚାରିଲେ, ହେ ପଲେଷ୍ଟୀୟଗଣ ତୁମ୍ଭମାନେେ କାହିଁକି ଆମ୍ଭ ସହିତ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଛ?
ସେ ବୈଥ୍ଲେ ହେମ୍, ଐଟମ୍, ତକୋଯର ସମସ୍ତ ନଗରକୁ ସୁଦୃଢ଼ କଲେ।
ଏହି ପର୍ବତ ଉପ ରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହବେ। ମାତ୍ର ଖାତକୁଣ୍ଡ ରେ କୁଟା ଦଳିତ ହେଲାପରି ମାୟୋବ ନିଜ ସ୍ଥାନ ରେ ଦଳିତ ହବେ।
ସେ ଉତ୍ତର କରନ୍ତି, ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ଯରୁ ଆମ୍ଭ ସଙ୍ଗେ କହେି ନ ଥିଲେ। ଆମ୍ଭେ ନିଜର କୋରଧ ରେ ସମାନଙ୍କେୁ ଦଳନ କଲୁ ଓ ନିଜର କୋପ ରେ ସମାନଙ୍କେୁ ମର୍ଦ୍ଦନ କଲୁ। ଏଣୁ ସମାନଙ୍କେର ପ୍ରାଣ ରକ୍ତର ଛିଟା ରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସହେି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।
ପୁଣି ଆମ୍ଭେ ନିଜର କୋର୍ଧ ରେ ଲୋକମାନଙ୍କୁ ଦଳି ପକାଇଲୁ ଓ ଆମ୍ଭ କୋପ ରେ ସମାନଙ୍କେୁ ମତ୍ତ କରାଇଲୁ ; ପୁଣି ଭୂମିରେ ସମାନଙ୍କେର ପ୍ରାଣର ରକ୍ତ ଢ଼ାଳି ଦଲେୁ।