Home Bibles ମାଥିଉଲିଖିତ ସୁସମାଚାର 11:29 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 11:29 · ଓଡ଼ିଆ ବାଇବେଲ

ମାରେ କାର୍ୟ୍ଯଭାର ତୁମ୍ଭେ ଗ୍ରହଣ କର। ମାଠାରୁେ ଶିଖ। କାରଣ ମୁଁ ଆତ୍ମା ରେ ସରଳ ଓ ନମ୍ର ତାଣୁ ତୁମ୍ଭେ ନିଜ ଅତ୍ମା ରେ ବିଶ୍ରାମ ପାଇବ।

Cross references

ଗଣନା ପୁସ୍ତକ 12:3

ମାଶାେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧିଅରେ ଅତି ନମ୍ର ଥିଲେ।

ଦିତୀୟ ବଂଶାବଳୀ 10:11

ମାରେ ପିତା ତୁମ୍ଭମାନଙ୍କ ଉପରେ ଏକ ଭାରୀ ବୋଝ ଲଦି ଦଇେଛନ୍ତି, ମୁଁ ସହେି ବୋଝକୁ ଆହୁରି ଭାରୀ କରିବି। ମାରେ ପିତା ତୁମ୍ଭକୁ ଚାବୁକ ଦ୍ବାରା ଦଣ୍ଡ ଦେଉଥିଲେ। ମୁଁ ତୁମ୍ଭମାନଙ୍କୁ ଏ ପ୍ରକାର ଚାବୁକ ଦ୍ବାରା ଶାସନ କରିବି, ଯେଉଁଥି ରେ ମୁନିଆ କଣ୍ଟାମାନ ବାହାରିଥିବ।'

ଗୀତସଂହିତା 131:1

ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ। ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ। ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ହୋଇ ନାହିଁ।

ଯିଶାଇୟ 42:1

ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।

ଯିରିମିୟ 6:16

ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ଛକସ୍ଥାନ ରେ ଛିଡ଼ା ହାଇେ ଦେଖ, ଆଉ ପୁରାତନ ପଥ ବିଷଯ ରେ ପ୍ରଚାର କରି କୁହ, ଉତ୍ତମ ପଥ କାହିଁ ? ଆଉ ସହେି ପଥରେ ଗମନ କର, ତାହା ହେଲେ ତୁମ୍ଭମାନେେ ନିଜ ନିଜ ପ୍ରାଣ ରେ ବିଶ୍ରାମ ପାଇବ। ମାତ୍ର ସମାନେେ କହିଲେ, 'ଆମ୍ଭମାନେେ ସେ ପଥରେ ଗମନ କରିବୁ ନାହିଁ।'

ଯିଖରିୟ 9:9

ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।

ମାଥିଉଲିଖିତ ସୁସମାଚାର 7:24

ତେଣୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ଯକ୍ତିଭଳି।

ମାଥିଉଲିଖିତ ସୁସମାଚାର 11:27

ମାରେ ପରମ ପିତା ମାେତେ ସବୁକିଛ ଦଇେଛନ୍ତି। ପରମପିତାଙ୍କ ଛଡା ପୁତ୍ରଙ୍କୁ ଅନ୍ଯକହେି ଜାଣିନାହାଁନ୍ତି। ପୁତ୍ରଙ୍କ ଛଡା କହେି ପରମପିତାଙ୍କୁ ପ୍ରକୃତ ରେ ଜାଣିନାହାଁନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନନେୀତ କରିବେ, ସହେିମାନେ କବଳେ ପରମପିତାଙ୍କ ନିକଟରେ ପ୍ରକାଶିତ ହବେେ।

ମାଥିଉଲିଖିତ ସୁସମାଚାର 12:19

ସେ ୟୁକ୍ତି କହିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ। ଲୋକେ ଗଳିର ତାହାଙ୍କ କଥା ଶୁଣିବେ ନାହିଁ।

ମାଥିଉଲିଖିତ ସୁସମାଚାର 17:5

ପିତର ଏକଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ବଳ ମେଘଖଣ୍ଡ ଆସି ସମାନଙ୍କେୁ ଢ଼ାଙ୍କି ଦଲୋ। ମେଘମଧ୍ଯରୁ ଆକାଶବାଣୀ ହେଲା, ଏ ହେଉଛନ୍ତି ମାରେ ପୁତ୍ର ଯାହାଙ୍କୁ ମୁଁ ପ୍ ରମେ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।

ମାଥିଉଲିଖିତ ସୁସମାଚାର 21:5

ସିୟୋନ ନଗରୀକୁ କୁହ: ' ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି। ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚ଼ଢ଼ି ଆସୁଛନ୍ତି। ହଁ, ଗୋଟିଏ ଗଧଛୁଆ ଉପରେ ଚ଼ଢ଼ିଛନ୍ତି, ସହେି ଛୁଆ ଏକ ସ୍ତନ୍ଯପାଯୀ ଗଧରୁ ଜନ୍ମ ହାଇେଛି।'ଜିଖରିୟ 9:9

ମାଥିଉଲିଖିତ ସୁସମାଚାର 28:20

ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।

ଲୂକଲିଖିତ ସୁସମାଚାର 6:46

ତୁମ୍ଭମାନେେ ମାେତେ କାହିଁକି 'ପ୍ରଭୁ', ପ୍ରଭୁ ବୋଲି ଡାକୁଛ? କିନ୍ତୁ ମୁଁ ଯାହା କହୁଛି, ତୁମ୍ଭମାନେେ ତ ତାହା କରୁ ନାହଁ?

ଲୂକଲିଖିତ ସୁସମାଚାର 8:35

ଲୋକମାନେ ଏହି ଘଟଣା ଦେଖିବା ପାଇଁ ବାହାରି ଆସିଲେ। ସମାନେେ ଯୀଶୁଙ୍କ ପାଦତଳେ ସହେି ଲୋକଟିକୁ ବସିଥିବାର ଦେଖିଲେ। ଲୋକଟି ଲୁଗା ପିନ୍ଧିଥିଲା ଓ ତା'ମନ ପୁରାପୁରୀ ବଦଳି ଯାଇଥିଲା। ତା' ଦହରେୁ ଭୂତମାନେ ବାହାରି ଯାଇଥିଲେ। ଏହା ଦେଖି ସମସ୍ତେ ଡରିଗଲେ।

ଲୂକଲିଖିତ ସୁସମାଚାର 9:51

ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।

ଲୂକଲିଖିତ ସୁସମାଚାର 10:39

ମାର୍ଥାର ମରିୟମ ନାମ ରେ ଗୋଟିଏ ଭଉଣୀ ଥିଲା। ମରିୟମ ଯୀଶୁଙ୍କ ପାଦ ପାଖ ରେ ବସି ତାହାଙ୍କ ଉପଦେଶ ଶୁଣୁଥିଲା, କିନ୍ତୁ ମାର୍ଥା ଘରର ସବୁ କାମ କରୁଥିଲା।

ଯୋହନଲିଖିତ ସୁସମାଚାର 13:15

ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ବରୂପ କଲି। ତେଣୁ ତୁମ୍ଭେ ପରସ୍ପର ମଧିଅରେ ଏହିପରି କରିବ।

ଯୋହନଲିଖିତ ସୁସମାଚାର 13:17

ଯଦି ତୁମ୍ଭେ ଏହା ସବୁ ଜାଣ ତବେେ ତୁମ୍ଭେ ଏହି କାର୍ୟ୍ଯ କରି ଖୁସି ହବେ।

ଯୋହନଲିଖିତ ସୁସମାଚାର 14:21

ଯେଉଁ ଲୋକ ମାରେ ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତ ରେ ମାେତେ ପ୍ ରମେ କରେ। ମାେତେ ପ୍ ରମେ କରୁଥିବା ଲୋକକୁ ମାେ ପରମପିତା ମଧ୍ଯ ପ୍ ରମେ କରିବେ। ମୁଁ ମଧ୍ଯ ତାକୁ ପ୍ ରମେ କରିବି ଓ ନିଜକୁ ତା' ନିକଟରେ ପ୍ରକାଶ କରିବି।

ଯୋହନଲିଖିତ ସୁସମାଚାର 15:10

ମୁଁ ମାରେ ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ ରମେ ରେ ରହିଛି। ସହେିପରି ତୁମ୍ଭେ ଯଦି ମାରେ ଆଜ୍ଞା ପାଳନ କରିବ, ତୁମ୍ଭେ ମାେ ପ୍ ରମେ ରେ ରହିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:22

ମାଶାେ କହିଛନ୍ତି, 'ପରମେଶ୍ବର ତୁମ୍ଭମାନଙ୍କ ପାଇଁ ଜଣେ ଭାବବାଦୀ ଦବେେ। ସହେି ଭାବବାଦୀ ତୁମ୍ଭମାନଙ୍କ ମଧ୍ଯରୁ ଆସିବେ। ସେ ମାେ'ପରି ହବେେ। ସେ ଯାହା କହିବେ, ତାହା ତୁମ୍ଭମାନଙ୍କୁ ମାନିବାକୁ ପଡ଼ିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:37

ସେ ମାଶାେ ଇଶ୍ରାୟେଲର ସନ୍ତାନମାନଙ୍କୁ କହିଲେ, 'ପରମେଶ୍ବର ତୁମ୍ଭମାନଙ୍କ ମଧ୍ଯରୁ ମାେପରି ଜଣେ ଭାବବାଦୀଙ୍କୁ ସୃଷ୍ଟି କରିବେ।'

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:21

ମୁଁ ପରମେଶ୍ବରଙ୍କ ବ୍ଯବସ୍ଥାରୁ ମୁକ୍ତ ନୁହେଁ। ମାତ୍ର ମୁଁ ଖ୍ରୀଷ୍ଟଙ୍କ ବ୍ଯବସ୍ଥାର ଅଧୀନ। ତଥାପି ମୁଁ ଯେପରି ବ୍ଯବସ୍ଥା ବିହୀନ ଲୋକମାନଙ୍କୁ ଉଦ୍ଧାର କରିପା ରେ, ତେଣୁ ମୁଁ ସମାନଙ୍କେ ନିକଟରେ ବ୍ଯବସ୍ଥା ବିହୀନ ଲୋକପରି ହଲିେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:1

ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବଦନେ କରେ। କେତକେ ଲୋକ କୁହନ୍ତି, ମୁଁ ତୁମ୍ଭ ମଧିଅରେ ଥିଲା ବେଳେ ନମ୍ର ଥାଏ କିନ୍ତୁ ଦୂର ରେ ଥିଲା ବେଳେ ସାହସୀ ବା ନିର୍ଭୟ ଅଟେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:5

ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ। ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ।

ଏଫିସୀୟଙ୍କ ପ୍ରତି ପତ୍ର 4:20

କିନ୍ତୁ ତୁମ୍ଭମାନେେ ଖ୍ରୀଷ୍ଟଙ୍କ ବିଷୟ ରେ ଯାହା ଶିଖିଲ, ସଗେୁଡ଼ିକ ଏହି ମନ୍ଦ କାମଠାରୁ ଭିନ୍ନ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:5

ନିଜ ଜୀବନ ରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:7

ସେ ପରମେଶ୍ବରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିଲେ। ସେ ମାନବ ରୂପରେ ଜନ୍ମ ଗ୍ରହଣ କରି ଦାସ ଭଳି ହେଲେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:2

ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କୁ କ'ଣ କରିବା ପାଇଁ କହିଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅଧିକାର ମାଧ୍ଯମ ରେ ଆମ୍ଭେ ତୁମ୍ଭମାନଙ୍କୁ ସହେି କଥାଗୁଡ଼ିକ କହିଛୁ। ପରମେଶ୍ବର ଇଚ୍ଛା କରନ୍ତି ଯେ, ତୁମ୍ଭମାନେେ ପବିତ୍ର ହୁଅ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:8

ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ମାନନ୍ତି ନାହିଁ, ସମାନଙ୍କେୁ ଦଣ୍ଡ ଦବୋ ଲାଗି ସେ ଜ୍ବଳନ୍ତ ଅଗ୍ନି ଶିଖା ସହିତ ଆସିବେ।

ଏବ୍ରୀ 4:3

ଆମ୍ଭେ ବିଶ୍ବାସୀ ଲୋକମାନେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ବର କହିଅଛନ୍ତି :

ଏବ୍ରୀ 5:9

ପୁଣି ଯୀଶୁ ନିର୍ଦ୍ ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସମାନେେ ଅନନ୍ତ ଜୀବନ ପାଇପାରିବେ।

ପିତରଙ୍କ ପ୍ରଥମ ପତ୍ 2:21

ଏହା କରିବାକୁ ତୁମ୍ଭେ ଆହ୍ବାନ ପାଇଛ। ତୁମ୍ଭେ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ ଦଖାଇେ ଦଇଯୋଇଛନ୍ତି। ସେ ଯାହା କରିଥିଲେ, ତୁମ୍ଭେ ତାହା କରିବା ଉଚିତ୍। ସେ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍ଭେ ମଧ୍ଯ କଷ୍ଟ ଭୋଗିଲା ବେଳେ ର୍ଧୈୟ୍ଯଶୀଳ ହବୋ ଉଚିତ।

ଯୋହନଙ୍କ ପ୍ରଥମ ପତ୍ର 2:6

ପରମେଶ୍ବରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ଯକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ।

Interlinear

Choose Theme