Home Bibles ବିଚାରକର୍ତାମାନଙ୍କ ବିବରଣ 11:29 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 11:29 · ଓଡ଼ିଆ ବାଇବେଲ

ଏହାପରେ ସଦାପ୍ରଭୁଙ୍କ ଆତ୍ମା ୟିଲ୍ଗହ ଉପରେ ଅଧିଷ୍ଠାନ କଲା। ସେ ଗିଲିଯଦ ଓ ମନଃଶି ଦଇେ ଗଲା। ସେ ଗିଲିଯଦ ଦଇେ ମିସ୍ପୀକକ୍ସ୍ଟ ଗଲେ ଓ ଏବଂ ଅେମ୍ମାନୀୟଙ୍କ ଦଇେ ଅତିକ୍ରମ କଲେ।

Cross references

ଗଣନା ପୁସ୍ତକ 11:25

ତା'ପରେ ସଦାପ୍ରଭୁ ମେଘରୁ ଓହ୍ଲାଇ ମାଶାଙ୍କେୁ କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠା ରେ ଥିଲା, ତହିଁରୁ ନଇେ ସତୁରି ପ୍ରାଚୀନବର୍ଗଙ୍କୁ ଦେଲେ। ଯେତବେେଳେ ସମାନଙ୍କେ ଉପରେ ଆତ୍ମା ଅବସ୍ଥାନ କଲା, ସମାନେେ ଭବିଷ୍ଯତ କଥା ପ୍ରଚାର ଆରମ୍ଭ କଲେ, ଏବଂ ସମାନେେ ଆଉ ବନ୍ଦ କଲେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 3:10

ସଦାପ୍ରଭୁଙ୍କର ଆତ୍ମା ତାଙ୍କଠା ରେ ପ୍ରବେଶ କଲାରକ୍ସ୍ଟ, ସେ ଇଶ୍ରାୟେଲର ଲୋକମାନଙ୍କର ବିଗ୍ଭର କଲେ, ଓ ୟକ୍ସ୍ଟଦ୍ଧ କରିବାକୁ ଆଗଇେ ଆସିଲେ। ଏବଂ ସଦାପ୍ରଭୁ କୂଶନ ରିଶିଯାଥଯିମକକ୍ସ୍ଟ ଅରାମୀଯର ରାଜାଙ୍କକ୍ସ୍ଟ ହରାଇବା ରେ ଅତ୍ନୀଯଲଙ୍କେ ସାହାୟ୍ଯ କରିଥିଲେ ଓ ସେ ତାଙ୍କୁ ଆଯତ କଲେ।

ବିଚାରକର୍ତାମାନଙ୍କ ବିବରଣ 6:34

ଯେ ହତେକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଗିଦ୍ଦିୟୋନ ଉପରେ ଅବତରଣ ହେଲା। ସେ ତୂରୀ ବଜାଇଲା, ଅବୀଯେଷ୍ରୀଯର ଲୋକମାନେ ନିବିଡ ଭାବରେ ତାକକ୍ସ୍ଟ ଅନକ୍ସ୍ଟସରଣ କଲେ।

ବିଚାରକର୍ତାମାନଙ୍କ ବିବରଣ 10:17

ଅେମ୍ମାନୀୟମାନେ ଗିଲିଯଦ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ ଏବଂ ଇଶ୍ରାୟେଲ ଲୋକମାନେ, ଏକତ୍ରୀତ ହେଲେ ଓ ମୀସ୍ପୀ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।

ବିଚାରକର୍ତାମାନଙ୍କ ବିବରଣ 13:25

ସଦାପ୍ରଭୁଙ୍କର ଆତ୍ମା ତା'ର ଅନ୍ତର ରେ କାମ କରିବାକୁ ଆରମ୍ଭ କଲା, ଯେତବେେଳେ ସେ ମହନୀ-ଦାନ ରେ ଥିଲା, ଯାହାକି ସରିଯ ଓ ଇଷ୍ଟାଯୋଲ ନଗର ଦ୍ବଯ ମଧିଅରେ ଥିଲା।

ପ୍ରଥମ ଶାମୁୟେଲ 10:10

ଶାଉଲ ଏବଂ ତାଙ୍କର ସବେକ ଜିବେଥ୍ଇଲୋହିମ୍କକ୍ସ୍ଟ ଗଲେ। ସହେି ସ୍ଥାନ ରେ ଶାଉଲ ଦଳେ ଭବିଷ୍ଯଦ୍ବକ୍ତାଙ୍କକ୍ସ୍ଟ ଭଟେିଲେ। ପକ୍ସ୍ଟଣି ପରମେଶ୍ବରଙ୍କ ଆତ୍ମା ତାହାଙ୍କକ୍ସ୍ଟ ଆକ୍ରାନ୍ତ କରନ୍ତେ ସେ ସମାନଙ୍କେ ଭିତ ରେ ନାଚି, ଗାଇ ଭବିଷ୍ଯତ୍ବାଣୀ ପ୍ରଗ୍ଭର କରିବାକୁ ଲାଗିଲେ।

ପ୍ରଥମ ଶାମୁୟେଲ 16:13

ଶାମକ୍ସ୍ଟଯଲେ ତୈଳ ଶିଙ୍ଗ ନଇେ ତାଙ୍କ ଭାତୃଗଣ ମଧିଅରେ ତାଙ୍କୁ ଅଭିଷକେ କଲେ। ତହିଁରେ ସହେି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହାପରେ ଶାମକ୍ସ୍ଟଯଲେ ଉଠି ରାମାକକ୍ସ୍ଟ ଗ୍ଭଲିଗଲେ।

ପ୍ରଥମ ବଂଶାବଳୀ 12:18

ଅମାସଯ ତିରିଶ ବୀରଙ୍କର ନେତା ଥିଲେ। ଏହାପରେ, ଆତ୍ମା ଅମାସଯଙ୍କ ଉପରେ ଅବତରଣ କଲେ, ଓ ସେ କହିଲେ,

Interlinear

Choose Theme