ସଦାପ୍ରଭୁଙ୍କର ଆତ୍ମା ତାଙ୍କଠା ରେ ପ୍ରବେଶ କଲାରକ୍ସ୍ଟ, ସେ ଇଶ୍ରାୟେଲର ଲୋକମାନଙ୍କର ବିଗ୍ଭର କଲେ, ଓ ୟକ୍ସ୍ଟଦ୍ଧ କରିବାକୁ ଆଗଇେ ଆସିଲେ। ଏବଂ ସଦାପ୍ରଭୁ କୂଶନ ରିଶିଯାଥଯିମକକ୍ସ୍ଟ ଅରାମୀଯର ରାଜାଙ୍କକ୍ସ୍ଟ ହରାଇବା ରେ ଅତ୍ନୀଯଲଙ୍କେ ସାହାୟ୍ଯ କରିଥିଲେ ଓ ସେ ତାଙ୍କୁ ଆଯତ କଲେ।
Cross references
ମୁଁ ସହେି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବି ଓ ତୁମ୍ଭଠା ରେ ଯେଉଁ ଆତ୍ମା ଅଛି ତହିଁରୁ ନଇେ ସମାନଙ୍କେୁ ଦବୋ, ତହିଁରେ ତୁମ୍ଭେ ଯେପରି ଏକାକୀ ଭାର ବହନ କରିବନାହିଁ, ସେଥିପାଇଁ ସମାନେେ ମଧ୍ଯ ତୁମ୍ଭ ସହିତ ଦାଯିତ୍ବ ଭାର ବହନ କରିବେ।
ତା'ପରେ ସଦାପ୍ରଭୁ ମେଘରୁ ଓହ୍ଲାଇ ମାଶାଙ୍କେୁ କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠା ରେ ଥିଲା, ତହିଁରୁ ନଇେ ସତୁରି ପ୍ରାଚୀନବର୍ଗଙ୍କୁ ଦେଲେ। ଯେତବେେଳେ ସମାନଙ୍କେ ଉପରେ ଆତ୍ମା ଅବସ୍ଥାନ କଲା, ସମାନେେ ଭବିଷ୍ଯତ କଥା ପ୍ରଚାର ଆରମ୍ଭ କଲେ, ଏବଂ ସମାନେେ ଆଉ ବନ୍ଦ କଲେ ନାହିଁ।
ମାଶାେ ଉତ୍ତର ଦେଲେ, ତୁମ୍ଭେ ମାେ ସକାଶୁ କ'ଣ ଈର୍ଷା କରୁଅଛୁ? ସଦାପ୍ରଭୁ ସମସ୍ତ ଲୋକଙ୍କୁ ଭବିଷ୍ଯଦ୍ବାଣୀ କରିବା ପାଇଁ ସମାନଙ୍କେ ଉପରେ ଆପଣା ଆତ୍ମା ଦିଅନ୍ତୁ।
ବିଲିଯମ ଦେଖିଲା ଯେ, ଇଶ୍ରାୟେଲର ଲୋକମାନେ ସମାନଙ୍କେର ପରିବାରବର୍ଗ ଅନୁସାରେ ରହିଲେ। ତା'ପରେ ପରମେଶ୍ବର ଆତ୍ମା ବାଲାଯମ ଉପରକୁ ଆସିଲା।
ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, ନୂନର ପୁତ୍ର ଯିହାଶୂେୟକୁ ନିଅ, ସେ ଉପୟୁକ୍ତତା ବ୍ଯକ୍ତି ଅଟେ, ପୁଣି ତୁମ୍ଭେ ତାଙ୍କ ଉପରେ ନିଅ।
ଯେ ହତେକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଗିଦ୍ଦିୟୋନ ଉପରେ ଅବତରଣ ହେଲା। ସେ ତୂରୀ ବଜାଇଲା, ଅବୀଯେଷ୍ରୀଯର ଲୋକମାନେ ନିବିଡ ଭାବରେ ତାକକ୍ସ୍ଟ ଅନକ୍ସ୍ଟସରଣ କଲେ।
ଏହାପରେ ସଦାପ୍ରଭୁଙ୍କ ଆତ୍ମା ୟିଲ୍ଗହ ଉପରେ ଅଧିଷ୍ଠାନ କଲା। ସେ ଗିଲିଯଦ ଓ ମନଃଶି ଦଇେ ଗଲା। ସେ ଗିଲିଯଦ ଦଇେ ମିସ୍ପୀକକ୍ସ୍ଟ ଗଲେ ଓ ଏବଂ ଅେମ୍ମାନୀୟଙ୍କ ଦଇେ ଅତିକ୍ରମ କଲେ।
ଏହାପରେ ୟିଲ୍ଗହ ଅମ୍ମାନେ ସନ୍ତାନଗଣ ଦେଶକକ୍ସ୍ଟ ଗଲେ। ୟିଲ୍ଗହ ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କଲେ। ସଦାପ୍ରଭୁ ୟିଲ୍ଗହକକ୍ସ୍ଟ ସହାୟ ହେଲେ ସମାନଙ୍କେୁ ପରାସ୍ତ କରିବା ପାଇଁ।
ସଦାପ୍ରଭୁଙ୍କର ଆତ୍ମା ତା'ର ଅନ୍ତର ରେ କାମ କରିବାକୁ ଆରମ୍ଭ କଲା, ଯେତବେେଳେ ସେ ମହନୀ-ଦାନ ରେ ଥିଲା, ଯାହାକି ସରିଯ ଓ ଇଷ୍ଟାଯୋଲ ନଗର ଦ୍ବଯ ମଧିଅରେ ଥିଲା।
ଶାମ୍ଶାେନ୍ ନିକଟକକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଆସିବା କ୍ଷଣି ସେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ। ଏହାପରେ ସେ ଖାଲି ହାତ ରେ ଛଳେି ଛକ୍ସ୍ଟଆକକ୍ସ୍ଟ ଚିରିଲା ପରି ସହେି ସିଂହକକ୍ସ୍ଟ ଚିରି ବିଦୀର୍ଣ୍ଣ କରି ପକାଇଲେ। ସେ କ'ଣ କରିଛନ୍ତି, ସେ ତାଙ୍କ ପିତାମାତାଙ୍କୁ କିଛି ସେ ବିଷଯ ରେ କହିଲେ ନାହିଁ।
ଶାମ୍ଶାେନ୍ ଏଥି ରେ ବହକ୍ସ୍ଟତ ରାଗିଗଲେ। ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କ ଆତ୍ମା ବହକ୍ସ୍ଟତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକକ୍ସ୍ଟ ୟାଇ ସଠାେରେ ତିରିଶ ଜଣଙ୍କକ୍ସ୍ଟ ହତ୍ଯା କଲେ। ସେ ସମାନଙ୍କେର ବସ୍ତ୍ର ନଇେ ପ୍ର ହଳେିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ୟୋଡା ବସ୍ତ୍ର ଦେଲେ। କିନ୍ତୁ ତା'ର କୋରଧ ପ୍ରଜ୍ଜୋଳିତ ହବୋରକ୍ସ୍ଟ, ସେ ଆପଣାର ପିତୃଗୃହକକ୍ସ୍ଟ ଗ୍ଭଲିଗଲେ।
ସେ ଯେତବେେଳେ ଲିହୀ ରାଜ ପ୍ରସାଦ ରେ ପହନ୍ଚିଲେ, ପଲେଷ୍ଟୀୟ ଲୋକମାନେ ତାଙ୍କୁ ଦେଖିବାକକ୍ସ୍ଟ ଆସିଲେ। ସମାନେେ ଖକ୍ସ୍ଟସି ରେ ଜଯ ଜଯ ଧ୍ବନି କରୁଥିଲେ। ଏହାପରେ ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଯେତବେେଳେ ଆସିଲା, ସେ ଶକ୍ତିଶାଳୀ ହାଇେ ଉଠିଲେ। ଶାମ୍ଶାେନ୍ ଦୌଡିଟିକକ୍ସ୍ଟ ଛିଣ୍ତାଇ ଦେଲେ, ତାଙ୍କ ହାତରକ୍ସ୍ଟ ଦଉଡିଗକ୍ସ୍ଟଡିକ ମିଳାଇ ଗଲାପରି ଏବଂ ପୋଡାସୂତା ପରି ଝରି ପଡିଲା।
ସଦାପ୍ରଭୁଙ୍କର ଆତ୍ମା ତକ୍ସ୍ଟମ୍ଭ ନିକଟକକ୍ସ୍ଟ ବିରାଟ ଶକ୍ତି ରେ ଆସିବା ଏବଂ ତୁମ୍ଭେ ସମାନଙ୍କେ ସହିତ ଭବିଷ୍ଯତବାଣୀ କହିବ ଏବଂ ତୁମ୍ଭେ ଜଣେ ଅଲଗା ବ୍ଯକ୍ତି ହାଇଯେିବ।
ଶାଉଲ ଏବଂ ତାଙ୍କର ସବେକ ଜିବେଥ୍ଇଲୋହିମ୍କକ୍ସ୍ଟ ଗଲେ। ସହେି ସ୍ଥାନ ରେ ଶାଉଲ ଦଳେ ଭବିଷ୍ଯଦ୍ବକ୍ତାଙ୍କକ୍ସ୍ଟ ଭଟେିଲେ। ପକ୍ସ୍ଟଣି ପରମେଶ୍ବରଙ୍କ ଆତ୍ମା ତାହାଙ୍କକ୍ସ୍ଟ ଆକ୍ରାନ୍ତ କରନ୍ତେ ସେ ସମାନଙ୍କେ ଭିତ ରେ ନାଚି, ଗାଇ ଭବିଷ୍ଯତ୍ବାଣୀ ପ୍ରଗ୍ଭର କରିବାକୁ ଲାଗିଲେ।
ଶାଉଲ ସମସ୍ତ କଥା ଶୁଣିଲେ। ତା'ପରେ ପରମେଶ୍ବରଙ୍କ ଆତ୍ମା ଶାଉଲଙ୍କ ଦହେ ରେ ଅତିଶଯ ପ୍ରଜ୍ବଳିତ ହେଲା। ଶାଉଲ କୋର୍ଧ ରେ ଜର୍ଜରିତ ହେଲେ।
ଶାମକ୍ସ୍ଟଯଲେ ତୈଳ ଶିଙ୍ଗ ନଇେ ତାଙ୍କ ଭାତୃଗଣ ମଧିଅରେ ତାଙ୍କୁ ଅଭିଷକେ କଲେ। ତହିଁରେ ସହେି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହାପରେ ଶାମକ୍ସ୍ଟଯଲେ ଉଠି ରାମାକକ୍ସ୍ଟ ଗ୍ଭଲିଗଲେ।
ପରମେଶ୍ବର ଆତ୍ମା ଅସରିଯଙ୍କ ଉପରେ ଆସି ଅଧିଷ୍ଠାନ କଲା। ଅସରିଯ ଓବଦଙ୍କେ ପୁତ୍ର ଥିଲେ।
ଏହାପରେ ସଦାପ୍ରଭୁଙ୍କ ଆତ୍ମା ମଣ୍ଡଳ ମଧିଅରେ ୟିଯଯଲଙ୍କେ ଉପରେ ଅଧିଷ୍ଠିତ ହେଲେ। ୟିଯଯଲେ ଜିଖରିଯଙ୍କ ପୁତ୍ର ଥିଲେ। ଜିଖରିଯ ବନାଯଙ୍କ ପୁତ୍ର ଥିଲେ। ବନାଯ ୟହସୀଯଲଙ୍କେ ପୁତ୍ର ଥିଲେ। ଆଉ ୟହସୀଯଲେ ମତ୍ତାନିଯଙ୍କ ପୁତ୍ର ଥିଲେ। ୟିଯଯଲେ ଜଣେ ଲବେୀୟ ଓ ଆସଫ୍ଙ୍କ ବଂଶଧର ଥିଲେ।
ତୁମ୍ଭଠାରୁ ମାେତେ ଦୂର କର ନାହିଁ ! ଏବଂ ତୁମ୍ଭର ପବିତ୍ର ଆତ୍ମା ମାଠାରୁେ ନିଅ ନାହିଁ।
ଆତ୍ମାଙ୍କ ଦାନ ଅନକେ ପ୍ରକାରର, କିନ୍ତୁ ସଗେୁଡ଼ିକ ସହେି ଏକ ପବିତ୍ର ଆତ୍ମାଙ୍କଠାରୁ ଆସିଥାଏ।
ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦଲୋ ପରେ କ'ଣ ତୁମ୍ଭମାନେେ ସମାନଙ୍କେ ଜୀବନ କବେେ ପରିବର୍ତ୍ତନ କରି ପାରିବ ? ଯେଉଁମାନେ ସତ୍ଯର ଶିକ୍ଷା ପାଇ ସାରିଛନ୍ତି ମୁଁ ସମାନଙ୍କେୁ ଏହା କହୁଛି। ସମାନେେ ପରମେଶ୍ବରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ର ଆତ୍ମାଙ୍କ ସହଭାଗୀ ହାଇେଛନ୍ତି।