ତୁମ୍ଭେ ଓ ତୁମ୍ଭର ଅନୁଗାମୀଗଣ ଦଳ ବାନ୍ଧି ସଦାପ୍ରଭୁଙ୍କ ବିରୁଦ୍ଧ ରେ ୟାଇଅଛ। ହାରୋଣ କିଛି ଅବିଧି କରିନାହାଁନ୍ତି। ମାତ୍ର ତୁମ୍ଭମାନେେ ତାଙ୍କର ବିପକ୍ଷ ରେ ଅଭିଯୋଗ କରିଅଛ।
Cross references
ଆସନ୍ତାକାଲି ପ୍ରଭାତ ରେ ତୁମ୍ଭମାନେେ ପରମେଶ୍ବରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ କଲ। କିନ୍ତୁ ଆମ୍ଭମାନେେ କିଏ? ପ୍ରକୃତ ରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧ ରେ ଆପତ୍ତି କରୁନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆପତ୍ତି କରୁଅଛ।
ତେଣୁ ଲୋକମାନେ ମାଶାଙ୍କେ ନିକଟକୁ ଗଲେ ଓ ଅଭିଯୋଗ କଲେ। ଆମ୍ଭକୁ ପିଇବାକୁ ପାଣି ଦିଅ।
ସମାନେେ ଏକତ୍ର ହାଇେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ କହିଲେ, ତୁମ୍ଭମାନେେ ନିଜକୁ ବହୁତ ଗୁରୁତର ଦଖାଇେଲ। ମଣ୍ତଳୀର ପ୍ରେତ୍ୟକକ ବ୍ଯକ୍ତି ପବିତ୍ର ଓ ସଦାପ୍ରଭୁ ସମାନଙ୍କେ ମଧିଅରେ ବାସ କରୁଛନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କ ମଣ୍ତଳି ଉପରେ କାହିଁକି ପ୍ରଭୁତ୍ବ ଦଖାେଉଛ?
ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଲୋକମାନଙ୍କ ମତ ଅନକ୍ସ୍ଟସା ରେ କାର୍ୟ୍ଯ କର। ସମାନେେ ତୁମ୍ଭକୁ ଅଗ୍ରାହ୍ଯ କରି ନାହିଁନ୍ତି। ସମାନେେ ମାେତେ ସମାନଙ୍କେର ରାଜା ରୂପେ ପ୍ରତ୍ଯାଖାନ କରିଛନ୍ତି।
ଦ୍ବାରପାଳମାନଙ୍କର ଏହିସବୁ ଦଳ ଥିଲା। ସହେି ଦ୍ବାରପାଳମାନେ କୋରହ ଓ ମରାରି ବଂଶର ଥିଲେ।
ଲୋକମାନେ ମାଶାଙ୍କେ ପ୍ରତି ଇର୍ଷା କଲେ। ଲୋକମାନେ ସଦାପ୍ରଭୁଙ୍କର ପବିତ୍ର ୟାଜକ ହାରୋଣଙ୍କ ପ୍ରତି ଇର୍ଷାପରାଯଣ ହେଲେ।
ଯେତବେେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତ ରେ ମାେ କଥା ଶୁଣେ। ଯେତବେେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତ ରେ ମାେତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତବେେଳେ ଜଣେ ମାେତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତ ରେ ମାେତେ ପଠାଇଥିବା ପରମେଶ୍ବରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।
ମୁଁ ତୁମ୍ଭକୁ ସତ୍ଯ କହୁଛି, ମାେତେ ପଠାଇଥିବା ବ୍ଯକ୍ତିକୁ ୟିଏ ଗ୍ରହଣ କରେ ସେ ମାେତେ ଗ୍ରହଣ କରେ। ମାେତେ ଯେଉଁ ଲୋକ ଗ୍ରହଣ କରେ, ସେ ମାରେ ପ୍ ରରଣକେର୍ତ୍ତାଙ୍କୁ ମଧ୍ଯ ଗ୍ରହଣ କରେ।
ସେ ସମ୍ପତ୍ତି କ'ଣ ବିକ୍ରୀ ପୂର୍ବରୁ ତୁମ୍ଭର ନଥିଲା? ବିକ୍ରୀ ପରେ ସେ ସମ୍ପତ୍ତିର ମୂଲ୍ଯ କ'ଣ ତୁମ୍ଭ ଅଧିକାର ରେ ନଥିଲା? ତବେେ ତୁମ୍ଭେ ମନ ଭିତ ରେ ଏପରି ଖରାପ କଥା କାହିଁକି ଭାବିଲ? ଏହା ଦ୍ବାରା ତୁମ୍ଭେ ମନୁଷ୍ଯମାନଙ୍କ ଆଗ ରେ ମିଥ୍ଯା କହିଲ ନାହିଁ ବରଂ ତୁମ୍ଭେ ପରମେଶ୍ବରଙ୍କୁ ମିଥ୍ଯା କହିଲ।
ଅତଏବ ଅଧିକାର ବି ରୋଧ କରୁଥିବା ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ଆଜ୍ଞାର ବିରୋଧୀ। ଏପରି ବି ରୋଧ କରୁଥିବା ଲୋକ, ନିଜ ପାଇଁ ଦଣ୍ତ ପାଇବା ବ୍ଯବସ୍ଥା କରିଥାଏ।
ଆପଲ୍ଲ କ'ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି ? ନା! ଆମ୍ଭେ କବଳେ ପ୍ରଭୁଙ୍କର ସବେକ ଅଟୁ। ଆମ୍ଭେ ତାହାଙ୍କଠା ରେ ବିଶ୍ବାସ କରିବା ରେ ତୁମ୍ଭମାନଙ୍କୁ ସାହାୟ୍ଯ କରିଛୁ। ପ୍ରଭୁଙ୍କ ଦ୍ବାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପୂର୍ଣ୍ଣ କରିଛୁ।
ସମାନଙ୍କେ ଭିତରୁ କେତକଙ୍କେ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ବର୍ଗଦୂତ)ଙ୍କ ହାତ ରେ ମଲେ।