ଅଭିଯୋଗ ବା ବାଦାନୁବାଦ ନ କରି ପ୍ରେତ୍ୟକକ କାର୍ୟ୍ଯ କର।
Cross references
ଆସନ୍ତାକାଲି ପ୍ରଭାତ ରେ ତୁମ୍ଭମାନେେ ପରମେଶ୍ବରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ କଲ। କିନ୍ତୁ ଆମ୍ଭମାନେେ କିଏ? ପ୍ରକୃତ ରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧ ରେ ଆପତ୍ତି କରୁନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆପତ୍ତି କରୁଅଛ।
ମାେ ବିରୁଦ୍ଧ ରେ ଅଭିଯୋଗ କରାଯାଉଛି, ମୁଁ କେତକୋଳ ସହିବି ଏହି ଦୁଷ୍ଟ ଲୋକମାନଙ୍କ ନିମନ୍ତେ? ଇଶ୍ରାୟେଲର ଲୋକମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ମୁଁ ଶୁଣିଲି।
ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ବରଙ୍କୁ ମାନିବାକୁ ମନା କଲେ ଏବଂ ସମାନଙ୍କେ ଗୃହରେ ସମାନେେ ଅଭିଯୋଗ କଲେ।
ଅହଙ୍କାରରୁ କବଳେ କଳି ଉତ୍ପନ୍ନ ହୁଏ। ମାତ୍ର ସୁପରାମର୍ଶ ଗ୍ରାହକଠା ରେ ଜ୍ଞାନ ଅଛି।
ହିଂସା ସହିତ ହୃଷ୍ଟପୃଷ୍ଟ ଗୋମାଂସ ଭୋଜନ ଅପେକ୍ଷା ପ୍ ରମେଥିବା ସ୍ଥାନ ରେ ଶାକାନ୍ନ ଭଲ।
ସମାନେେ ଗୋଟିଏ ଗୋଟିଏ ରେ ୗପ୍ୟମୁଦ୍ରା ନଇେସାରି ଜମିଦାରଙ୍କ ଆଗ ରେ ଯାଇ ଏ ବିଷୟ ରେ ଅଭିଯୋଗ କଲେ।
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୁମକୁ ଆସିଲେ। ସମାନେେ ଗୋଟିଏ ଘର ଭିତରକୁ ଗଲେ। ତାପରେ ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ଆଜି ରାସ୍ତା ରେ ଆସିବା ବେଳେ କେଉଁ ବିଷୟ ରେ ତୁମ୍ଭମାନେେ ୟୁକ୍ତିତର୍କ କରୁଥିଲ?
ଏହି ଅତରତକ ଜଣକର ସାରା ବର୍ଷର ପରିଶ୍ରମର ମୂଲ୍ଯ ସଙ୍ଗେ ସମାନ। ଏହା ବିକା ଯାଇ ପାରିଥାଆନ୍ତା ଏବଂ ତହିଁର ଅର୍ଥ ଗରୀବ ଲୋକମାନଙ୍କୁ ବଣ୍ଟା ଯାଇ ପାରିଥାଆନ୍ତା। ତେଣୁ ସମାନେେ ସ୍ତ୍ରୀଲୋକଟିକୁ ଦୃଢ ଭାବରେ ସମାଲୋଚନା କରିବାକୁ ଲାଗିଲେ।
ଏହି ସମୟ ମଧିଅରେ ଶିଷ୍ଯମାନଙ୍କ ସଂଖ୍ଯା ବଢ଼ିଗଲା। ସେତବେେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ। ସମାନଙ୍କେ ବିଧବାମାନଙ୍କୁ ଉଚିତ ପରିମାଣ ରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା।
ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେ ସହିତ ରାଜି ନହାଇେ ବହୁତ ୟୁକ୍ତି କଲେ। ଏହି ପ୍ରଶ୍ନ ଉପରେ ବିଚ଼ାର ଆଲୋଚ଼ନା ଲାଗି ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟ କେତକଙ୍କେୁ ୟିରୂଶାଲମ ରେ ପ୍ ରରେିତ ଓ ପ୍ରାଚ଼ୀନମାନଙ୍କ ପାଖକୁ ୟିବାପାଇଁ ନିୟୁକ୍ତି ଦିଆଗଲା।
ବହୁତ ବାଦବିବାଦ ପରେ ପିତର ଠିଆ ହେଲେ ଓ ସମାନଙ୍କେୁ କହିଲେ, ଭାଇମାନେ, ତୁମ୍ଭମାନେେ ଜାଣ ଯେ, ଅନ୍ୟଜାତୀୟମାନେ ଯେପରି ସୁସମାଚ଼ାର ବାର୍ତ୍ତା ଶୁଣିପାରନ୍ତି ଓ ତାହା ଶୁଣି ବିଶ୍ବାସ କରିପାରନ୍ତି, ଏଥିନିମନ୍ତେ ପରମେଶ୍ବର ବହୁତପୂର୍ବରୁ ତୁମ୍ଭମାନଙ୍କ ମଧ୍ଯରୁ ମାେତେ ବାଛିଥିଲେ।
ଏଥିପାଇଁ ସମାନଙ୍କେ ମଧିଅରେ ଘାରେ ମତଭଦେ ହେଲା। ଏହା ଫଳ ରେ, ପାଉଲ ଓ ବର୍ଣ୍ଣବ୍ବା ପରସ୍ପରଠାରୁ ଅଲଗା ହାଇଗେଲେ। ବର୍ଣ୍ଣବ୍ବା ମାର୍କଙ୍କୁ ନଇେ ଜଳ ପଥରେ କୂପ୍ର ଉପଦ୍ବୀପକୁ ଚ଼ାଲିଗଲେ।
ଲୋକଙ୍କ ସହିତ ଶାନ୍ତି ରେ ରହିବା ପାଇଁ ଯଥାସାଧ୍ଯ ଚେଷ୍ଟା କର।
ଯେଉଁ ଲୋକର ବିଶ୍ବାସ ଦୁର୍ବଳ, ସେ ଲୋକକୁ ନିଜ ଦଳ ଭିତ ରେ ଗ୍ରହଣ କରିବା ପାଇଁ ମନା କର ନାହିଁ। ସହେି ଲୋକର ଭିନ୍ନ ମତ ପାଇଁ, ତା ସହିତ ୟୁକ୍ତିତର୍କ କର ନାହିଁ।
ଭାଇ ଓ ଭଉଣୀମାନେ! ମୁଁ ତିମ୍ଭମାନଙ୍କୁ କହିବାକୁ ଇଛାକରେ ଯେ, ଯେଉଁ ଲୋକମାନେ ତୁମ୍ଭ ଭିତ ରେ ଦଳଭଦେ ଓ ବିଘ୍ନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ସମାନଙ୍କେ ଠାରୁ ସତର୍କ ରୁହ। ଲୋକମାନଙ୍କର ବିଶ୍ବାସକୁ ଭାଗିଂବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ଠାରୁ ସତର୍କ ରୁହ। ଏଭଳି ଲୋକେ ତୁମ୍ଭେ ଗ୍ରହଣ କରିଥିବା ପ୍ରକୃତ ଶିକ୍ଷା ବିରୁଦ୍ଧ ରେ ଥାଆନ୍ତି।
ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ମୁଁ ନିବଦନେ କରେ ଯେ, ତୁମ୍ଭମାନେେ ପରସ୍ପର ସହିତ ଏକମତ ହୁଅ। ଏହା ଦ୍ବାରା ତୁମ୍ଭମାନଙ୍କ ଭିତ ରେ କୌଣସି ବିଭାଜନ ହବେ ନାହିଁ। ତୁମ୍ଭମାନଙ୍କର ଚିନ୍ତାଧାରା ଓ ଲକ୍ଷ୍ଯ ସମାନ ହବୋ ଦ୍ବାରା ତୁମ୍ଭମାନେେ ସଂପୂର୍ଣ୍ଣ ସଂୟୁକ୍ତ ହୁଅ।
ତୁମ୍ଭମାନେେ ଆତ୍ମିକ ଜୀବନ ରେ ଏବେ ମଧ୍ଯ ଶିଶୁ ଭଳି ଅଛ। ତୁମ୍ଭମାନେେ ପରସ୍ପରକୁ ଈର୍ଷା କରୁଛ ଓ ପରସ୍ପର ମଧିଅରେ କଳହ କରୁଛ। ଏଥିରୁ ଜଣାପଡ଼େ ତୁମ୍ଭମାନେେ ଏବେ ମଧ୍ଯ ଆତ୍ମିକ ନୁହଁ। ତୁମ୍ଭେ ଜାଗତିକ ଲୋକମାନଙ୍କ ଭଳି ଆଚରଣ କରୁଛ।
ସମାନଙ୍କେ ଭିତରୁ କେତକଙ୍କେ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ବର୍ଗଦୂତ)ଙ୍କ ହାତ ରେ ମଲେ।
ଏଭଳି କହିବାର ଉଦ୍ଦେଶ୍ଯ ଯେ, ମାରେଭୟ ହେଉଛି : ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି ସେତବେେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସହେି ରୂପରେ ନ ପାଇ ପା ରେ ଓ ତୁମ୍ଭମାନେେ ମଧ୍ଯ ମାେତେ ଯାହା ଭାବିଛ ଠିକ୍ ସହେି ରୂପରେ ପାଇ ନ ପାର। ମାରେଭୟ ଯେ, କାଳେ ତୁମ୍ଭମାନଙ୍କ ମଧିଅରେ କଳହ, ଇର୍ଷା, କୋର୍ଧ, ସ୍ବାର୍ଥପରତା, ପରଚର୍ଚ୍ଚା, କାନ କୁହାକୋହି, ଗର୍ବ ଓ ଦ୍ବନ୍ଦ ଦେଖିବାକୁ ମିଳିବ।
ଯଦି ତୁମ୍ଭେ ଏକ ଆ ରକେକୁ ଆଘାତ ପ୍ରଦାନ କରୁଥାଅ, ଓ ତଦ୍ଦ୍ବାରା ପରସ୍ପରକୁ ଗ୍ରାସ କରି ଚାଲ, ତା ହେଲେ ତୁମ୍ଭମାନେେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହାଇେ ୟିବ। ତେଣୁ ସାବଧାନ ରୁହ।
ଆମ୍ଭେ ବୃଥାଭିମାନୀ ହବୋ ନାହିଁ। ଏକ ଆ ରକେକୁ ଅସୁବିଧା ରେ ପକାଇବା ନାହିଁ ଏବଂ ଆମ୍ଭେ ପରସ୍ପରକୁ ଈର୍ଷା କରିବା ନାହିଁ।
କବେେ ହେଲ କଟୁ ହୁଅ ନାହିଁ, ରାଗ ନାହିଁ କୋର୍ଧ କର ନାହିଁ, ଉତ୍ତଜେିତ ହୁଅ ନାହିଁ। କୋରଧ ରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦଲୋଭଳି କଥା କୁହ ନାହିଁ। କବେେ ହେଲ ମନ୍ଦ କାମ କର ନାହିଁ।
ସ୍ବାର୍ଥପରତା ଓ ଗର୍ବ ହତେୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ।
ତୁମ୍ଭମାନଙ୍କ ମଧିଅରେ କାମ କରୁଥିବା ୟୋଗୁ, ସମାନଙ୍କେୁ ପ୍ ରମେ କର ଓ ସମାନଙ୍କେୁ ବିଶଷେ ସମ୍ମାନ ଦଖାେଅ।
ଦେଖ, ଯେପରି କହେି ଅପକାର ବଦଳ ରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।
ତୁମ୍ଭେ ଲୋକମାନଙ୍କୁ ଏହି ବିଷୟଗୁଡ଼ିକ କରିବା ପାଇଁ ଶିକ୍ଷା ଦବୋ ଓ କହିବା ଉଚିତ। କେତେ ଲୋକ ଭଣ୍ଡ ଶିକ୍ଷା ଦବେେ। ସମାନେେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତ୍ଯ ଶିକ୍ଷା ସହିତ ଏକମତ ହୁଅନ୍ତି ନାହିଁ। ପରମେଶ୍ବରଙ୍କ ସବୋ କରିବାର ସତମାର୍ଗ ସହିତ ମିଳି ଯାଉଥିବା ଶିକ୍ଷା ସମାନେେ ଗ୍ରହଣ କରନ୍ତି ନାହିଁ ;
ସମସ୍ତଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣଙ୍କର ଜୀବନ ପବିତ୍ର ନୁହେଁ, ତା' ହେଲେ ସେ ପ୍ରଭୁଙ୍କୁ କବେେ ହେଲେ ଦେଖି ପାରିବ ନାହିଁ।
କାରଣ ଜଣେ ମଣିଷର କୋରଧ ତାହାକୁ ପରମେଶ୍ବରଙ୍କ ଇଚ୍ଛାନୁମାଦେିତ ଧାର୍ମିକ ଜୀବନ କାଟିବାକୁ ସାହାୟ୍ଯ କରେ ନାହିଁ।
ଯଦି ତୁମ୍ଭେ ନିହାତି ସ୍ବାର୍ଥପର ଓ ତୁମ୍ଭ୍ ହୃଦୟ ରେ ଈର୍ଷାଭାବ ଅଛି, ତା' ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କବଳେ ମିଛ, ଏବଂ ତାହା ସତ୍ଯକୁ ଘାଡ଼ୋଇ ଦିଏ।
ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧ ରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଚାରିତ ହବେ। ବିଚାରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।
ସେ ମନ୍ଦ କାର୍ୟ୍ଯ ନିଶ୍ଚୟ ବନ୍ଦ କରୁ ଓ ଭଲ କାମ କରୁ। ସେ ଶାନ୍ତି ପାଇବା ପାଇଁ ଲକ୍ଷ୍ଯ ରଖି ଚେଷ୍ଟା କରିବା ଉଚିତ।
ପ୍ ରମେ ଅନକେ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ବାଗତ ଜଣାଅ।
ଏହି ଲୋକମାନେ ସର୍ବଦା ଅନ୍ୟ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରନ୍ତି ଓ ସମାନଙ୍କେର ଦୋଷ ବାହାର କରନ୍ତି। ସମାନେେ ସବୁବେଳେ ନଜ ଇଚ୍ଛା ଅନୁସାରେ ମନ୍ଦ କର୍ମମାନ କରିଥାଆନ୍ତି। ସମାନେେ ନିଜ ବିଷୟ ରେ ଅହଙ୍କାର କରି କଥା କୁହନ୍ତି। ସମାନେେ ନିଜ ସ୍ବାର୍ଥ ହାସଲ କରିବା ପାଇଁ କବଳେ ଅନ୍ୟ ଲୋକମାନଙ୍କ ସପକ୍ଷ ରେ ଭଲକଥା କୁହନ୍ତି।