Home Bibles ଗାଲାତୀୟଙ୍କ ପ୍ରତି ପତ୍ର 5:16 · ଓଡ଼ିଆ ବାଇବେଲ
ଗାଲାତୀୟଙ୍କ ପ୍ରତି ପତ୍ର 5:16 · ଓଡ଼ିଆ ବାଇବେଲ

ସେଥିପାଇଁ ମୁଁ କହୁଛି : ଆତ୍ମାଙ୍କର ଅନୁସରଣ କରି ଜୀବନ ଯାପନ କର। ତା ହେଲେ ତୁମ୍ଭମାନେେ ପାପମୟ ସ୍ବଭାବର ଇଚ୍ଛାକୁ ସନ୍ତୁଷ୍ଟ କରିବା ନିମନ୍ତେ କୌଣସି ମନ୍ଦ କାର୍ୟ୍ଯ କରିବ ନାହିଁ।

Cross references

ରୋମୀୟଙ୍କ ପ୍ରତି ପତ୍ର 6:12

କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ବ ନକରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ଦ୍ବାରା ତୁମ୍ଭମାନେେ ଯେପରି ଶାସିତ ନହୁଅ।

ରୋମୀୟଙ୍କ ପ୍ରତି ପତ୍ର 8:1

ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛନ୍ତି, ସମାନେେ ଦଷେୀ ବୋଲି ବିଚାରିତ ହୁଅନ୍ତି ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 8:4

ବ୍ଯବସ୍ଥା ଆମ୍ଭକୁ ଯେପରି ହବୋ ପାଇଁ ଚା ହେଁ, ସହେି ଭଳି ହବୋ ପାଇଁ ପରମେଶ୍ବର ଏପରି କଲେ।ଆମ୍ଭେ ଏବେ ପାପପୂର୍ଣ ମାନବ ସ୍ବଭାବ ଅନୁସାରେ ନୁହେଁ ବରଂ ଆତ୍ମା ଅନୁସାରେ ଜୀବନ ଯାପନ କରୁଛୁ।

ରୋମୀୟଙ୍କ ପ୍ରତି ପତ୍ର 8:12

ସୁତରାଂ, ମାେ ଭାଇ ଓ ଭଉଣୀମାନେ, ଆମ୍ଭ ପାପପୂର୍ଣ ଶରୀର ଦ୍ବାରା ଆମ୍ଭେ ଶାସିତ ନୋହୁଁ। ଆମ୍ଭେ ଆମ୍ବର ପାପପୂର୍ଣ ଶରୀରର ଇଚ୍ଛା ଅଧୀନ ରେ ନୋହୁଁ।

ରୋମୀୟଙ୍କ ପ୍ରତି ପତ୍ର 13:13

ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ। ଆମ୍ଭେ ଖର୍ଚ୍ଚାନ୍ତ ରସରଙ୍ଗ ରେ ମାତିବା ଠିକ୍ ନୁହେଁ। ମାତାଲ ହବୋ ଉଚିତ ନୁହେଁ। ୟୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସ ରେ ଲିପ୍ତ ହବୋ ଠିକ୍ ନୁହେଁ। ୟୁକ୍ତି ତର୍କ କରିବା ଓ ଇର୍ଷାଳୁ ହାବୋ ଉଚିତ୍ ନୁହେଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:29

ଭାଇ ଓ ଭଉଣୀମାନେ ! ମାରେ କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହାପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସମାନେେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସମାନଙ୍କେ ପତ୍ନୀ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7:1

ଅତଏବ, ଆସ ପରମମେଶ୍ବରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନ ଯାପନ ପ୍ରଣାଳୀ ରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରେତ୍ୟକକ ବିଷୟକୁ ଦୂର କରିବା।

ଗାଲାତୀୟଙ୍କ ପ୍ରତି ପତ୍ର 3:17

ମାେ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ବର ପୂର୍ବରୁ ଅନୁମାଦେନ କରିସାରିଥିଲେ, ତାହା ଚାରିଶହ ତିରିସ ବର୍ଷ ପରେ ଆସିଥିବା ବ୍ଯବସ୍ଥା ଦ୍ବାରା ମୂଲ୍ଯହୀନ ହାଇେ ଗଲା ନାହିଁ। ସହେି ବ୍ଯବସ୍ଥା ମଧ୍ଯ ସହେି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 5:19

ଆମ୍ଭର ପାପମୟ ସ୍ବଭାବ ଦ୍ବାରା ହେଉଥିବା ପାପପୂର୍ଣ୍ଣ କ୍ରିଯାଗୁଡ଼ିକ ବିଷୟ ରେ ସମସ୍ତେ ଜାଣନ୍ତି। ସଗେୁଡ଼ିକ ହେଲା : ୟୌନ ପାପାଚାର, ଅପବିତ୍ରତା, ଭୋଗବିଳାସ,

ଗାଲାତୀୟଙ୍କ ପ୍ରତି ପତ୍ର 5:24

ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସମାନେେ ନିଜର ମନର ଆବଗେ ଓ ପାପମୟ ସ୍ବଭାବକୁ କ୍ରୁଶ ରେ ବିଦ୍ଧ କରିଛନ୍ତି। ସମାନେେ ନିଜର ସ୍ବାର୍ଥପର ମନୋଭାବ ଓ ମନ୍ଦକାର୍ୟ୍ଯ ସବୁକୁ ତ୍ଯାଗ କରିଛନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 6:8

ଯେଉଁ ଲୋକ ନିଜର ପାପମୟ ସ୍ବଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ଯ କାଟିବ।

ଏଫିସୀୟଙ୍କ ପ୍ରତି ପତ୍ର 2:3

ଅତୀତ ରେ ଆମ୍ଭେ ସମସ୍ତେ ସହେିଭଳି ଜୀବନଯାପନ କରୁଥିଲୁ। ଆମ୍ଭେ ଆମ୍ଭର ପାପଭରା ମନୋଭାବର କାମନା ସବୁ ପୂରଣ କରିବା ରେ ଚେଷ୍ଟିତ ଥିଲୁ। ଯାହା ଆମ୍ଭ ଦହେ ଚାହୁଁଥିଲା ଓ ମନ ଭାବୁଥିଲା, ସହେି କାର୍ୟ୍ଯ କରୁଥିଲୁ। ଆମ୍ଭେ ମନ୍ ଦଲୋକ ଥିଲୁ। ଆମ୍ଭର ପାପପୂର୍ଣ୍ଣ ଜୀବନ ଲାଗି ଆମ୍ଭମାନେେ ଅନ୍ୟମାନଙ୍କ ପରି ପରମେଶ୍ବରଙ୍କ କୋର୍ଧର ପାତ୍ର ହାଇେ ଦଣ୍ଡ ଭୋଗ କରିଥାନ୍ତୁ।

କଲସୀୟଙ୍କ ପ୍ରତି ପତ୍ର 2:11

ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନେେ ଏକ ଭିନ୍ନ ପ୍ରକାରର ସୁନ୍ନତ ହାଇେଛ। ଏହି ସୁନ୍ନତ କୌଣସି ମଣିଷର ହାତ କରି ନାହିଁ। ଅର୍ଥାତ୍ ତୁମ୍ଭମାନଙ୍କୁ ତୁମ୍ଭର ପାପପୂର୍ଣ୍ଣ ଶକ୍ତିରୁ ମୁକ୍ତ କରାଯାଇଛି। ଖ୍ରୀଷ୍ଟ ଏହିଭଳି ସୁନ୍ନତ କରନ୍ତି।

କଲସୀୟଙ୍କ ପ୍ରତି ପତ୍ର 3:5

ଅତଏବ, ୟୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହବୋ, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହାଇେ ରହିବା, ଯାହା ଏକ ମିଥ୍ଯା ଦବେତାକୁ ପୂଜା କରିବା ସଦୃଶ, ସଭେିଳ ବିଷୟଗୁଡ଼ିକୁ ନିଜ ଜୀବନଠାରୁ ଦୂର ରେ ରଖ। ଏହିଭଳି ଇଚ୍ଛାଗୁଡ଼ଇକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ଯା ଦବେତାର ସବୋ କରୁଛି।

ପିତରଙ୍କ ପ୍ରଥମ ପତ୍ 1:14

ଅତୀତ ରେ ତୁମ୍ଭେ ଏହି କଥା ବୁଝି ନ ପାରି, ନିଜ ଇଚ୍ଛା ରେ ସହେି ସବୁ ମନ୍ଦ କାମ କରିଥିଲ କିନ୍ତୁ ଏବେ ତୁମ୍ଭେ ପରମେଶ୍ବରଙ୍କ ଆଜ୍ଞାକାରୀ ସନ୍ତାନ ଅଟ। ଅତଏବ ଅତୀତର ମନ୍ଦ ଜୀବନଯାପନ କର ନାହିଁ।

ପିତରଙ୍କ ପ୍ରଥମ ପତ୍ 1:22

ଏବେ, ସତ୍ଯ ପାଳନ ଦ୍ବାରା ତୁମ୍ଭମାନେେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭମାନେେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ଯ ପ୍ ରମେ ଦଖାଇେ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ ରମେ କର।

ପିତରଙ୍କ ପ୍ରଥମ ପତ୍ 2:11

ପ୍ରିୟ ମିତ୍ରଗଣ, ତୁମ୍ଭମାନେେ ଏହି ଜଗତ ରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂର ରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧ ରେ ସଂଘର୍ଷ କରନ୍ତି।

ପିତରଙ୍କ ପ୍ରଥମ ପତ୍ 4:1

ଖ୍ରୀଷ୍ଟ ନିଜ ଶରୀର ରେ ଥିଲା ବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯଭେଳି ଚିନ୍ତାଧାରା ଥିଲା, ତାହା ଦ୍ବାରା ତୁମ୍ଭେ ଆପଣାକୁ ଶକ୍ତିୟୁକ୍ତ କର। ଯେଉଁ ଲୋକ ନିଜ ଶରୀର ରେ ଯାତନ ଭୋଗ କଲା ; ସେ ପାପରୁ ନିବୃତ୍ତ ହାଇେଛି।

ପିତରଙ୍କ ପ୍ରଥମ ପତ୍ 4:6

ଯେଉଁ ଲୋକମାନେ ବର୍ତ୍ତମାନ ମୃତ, ସମାନଙ୍କେୁ ସୁସମାଚାର କୁହାୟାଇଥିଲା, କାରଣ ସବୁ ଲୋକଙ୍କର ବିଚାର ହବୋ ଭଳି ସମାନଙ୍କେର ମଧ୍ଯ ବିଚାର ହବେ। ସମାନେେ ଜୀବିତ ଥିଲା ବେଳେ ଯାହା କିଛି କରିଥିଲେ, ସହେି ଅନୁସାରେ ବିଚାରିତ ହବେେ। କିନ୍ତୁ ସମାନେେ ଯେପରି ପରମେଶ୍ବରଙ୍କ ଭଳି ଆତ୍ମା ରେ ଜୀବିତ ହବେେ, ଏଥିପାଇଁ ସମାନଙ୍କେ ନିକଟରେ ସୁସମାଚାର ପ୍ରଚାରିତ ହାଇେଥିଲା।

ଯୋହନଙ୍କ ପ୍ରଥମ ପତ୍ର 2:15

ତୁମ୍ଭମାନେେ ସଂସାରକୁ ବା ସେଥି ରେ ଥିବା ବିଷୟଗୁଡ଼ିକୁ ଭଲ ପାଅ ନାହିଁ। ଯଦି କହେି ସଂସାରକୁ ଭଲ ପାଏ, ତବେେ ପିତାଙ୍କ ପ୍ ରମେ ତାହାଠା ରେ ନାହିଁ।

ଯିହୂଦାଙ୍କ ପତ୍ର 1:19

ଏହି ଲୋକମାନେ ତୁମ୍ଭମାନଙ୍କ ମଧିଅରେ ଦଳଭଦେ ସୃଷ୍ଟି କରନ୍ତି। ସମାନେେ ନିଜର ପାପ ଇଚ୍ଛା ଅନୁସାରେ ସମସ୍ତ କାର୍ୟ୍ଯ କରନ୍ତି। ସମାନଙ୍କେ ମଧିଅରେ ପବିତ୍ର ଆତ୍ମା ନାହାଁନ୍ତି।

Interlinear

Choose Theme