ପରମେଶ୍ବର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ବର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କ ଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାହିଁକି ? କାରଣ ପରମେଶ୍ବର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।
Cross references
ଧନୀ ବ୍ଯକ୍ତି ଅର୍ଦ୍ଧ ଶକେଲରୁ ଅଧିକ ଦବୋ ଉଚିତ୍ନୁ ହେଁ। ଗରିବ ଲୋକମାନେ ଅର୍ଦ୍ଧ ଶକେଲରୁ କମ୍ ଦବୋ ଉଚିତ୍ ନୁହେଁ। ସମସ୍ତ ନବୈେଦ୍ଯ ସମାନ ହବୋ ଉଚିତ୍। ତୁମ୍ଭ ଜୀବନର ପ୍ରାଯଶ୍ଚିତ ନିମନ୍ତେ, ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗ କରାୟିବ।
ତୁମ୍ଭମାନେେ ବିଚାର ରେ ପକ୍ଷପାତ କରିବ ନାହିଁ, ତୁମ୍ଭମାନେେ ଦରିଦ୍ର ପ୍ରତି ସ୍ବତନ୍ତ୍ର ସୁବିଧା ଦବେ ନାହିଁ କିମ୍ବା ବିଚାର ରେ ଧନୀ ପ୍ରତି ଅଦିକ ଗୁରୁତ୍ଯ ଦବେ ନାହିଁ। ତୁମ୍ଭର ପୋଡେଶୀମାନଙ୍କ ପ୍ରତି ନ୍ଯାଯ ବିଚାର କରିବ।
କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର, ସେ ଦବଗେଣର ଦବେ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ବର, ସେ ମନକ୍ସ୍ଟଷ୍ଯର ମକ୍ସ୍ଟଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।
ବର୍ତ୍ତମାନ ତୁମ୍ଭମାନେେ ପ୍ରେତ୍ୟକକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ନ୍ଯାଯବାନ ଅଟନ୍ତି, ତେଣୁ ତୁମ୍ଭମାନେେ ଯାହା କର, ସେ ବିଷଯ ରେ ବିଶଷେ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ଯକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ବ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।
ଯେତବେେଳେ ପରମେଶ୍ବର, ମାେତେ ଆଘାତ କରନ୍ତି, ତାହା କ'ଣ ତୁମ୍ଭକୁ ଖୁସି କରେ ? ଏପରି ଦଖାଯାେଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନା ରେ ଖୁସି।
ପରମେଶ୍ବର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନକରେନ୍ତି।
ପରମେଶ୍ବର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ଯ ଛଡ଼ାଇ ନିଅନ୍ତି।
ତୁମ୍ଭେ କ'ଣ ପରମେଶ୍ବରଙ୍କ ପକ୍ଷ ସମର୍ଥନ କରୁଛ, କବଳେ ସେ ପରମେଶ୍ବର ବୋଲି ? ତୁମ୍ଭେ ପରମେଶ୍ବରଙ୍କ ପକ୍ଷ ସମର୍ଥନ କରୁଛ କି ?
ପରମେଶ୍ବର ମାରେ ମା'ର ଶରୀର ଭିତ ରେ ମାେତେ ସୃଷ୍ଟି କରିଛନ୍ତି। ସେ ମଧ୍ଯ ମାରେ ଦାସମାନଙ୍କୁ ସୃଷ୍ଟି କରିଛନ୍ତି। ପରମେଶ୍ବର ଆମ୍ଭକୁ ମା'ର ଗର୍ଭ ଭିତ ରେ ଗଢ଼ିଛନ୍ତି।
ତୁମ୍ଭର ଟଙ୍କା ପଇସା ତୁମ୍ଭକୁ ବର୍ତ୍ତମାନ ସାହାୟ୍ଯ କରିପା ରେ ନାହିଁ କି ଶକ୍ତିଶାଳୀ ଲୋକ ମଧ୍ଯ ତୁମ୍ଭକୁ ସାହାୟ୍ଯ କରିପା ରେ ନାହିଁ।
ସମାନଙ୍କେ ରାଜା ଓ ନେତାମାନେ ଏକତ୍ରୀତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ବାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ୟୁଦ୍ଧ କରନ୍ତି।
ଅନକେ ଲୋକ ଭାବନ୍ତି ସମାନଙ୍କେର ଧନ ଓ ବଳ ସମାନଙ୍କେୁ ରକ୍ଷା କରିବ କିନ୍ତୁ ସହେି ଲୋକମାନେ ମୂର୍ଖ ଅଟନ୍ତି।
ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତା'ର ସୃଷ୍ଟିକର୍ତ୍ତାଙ୍କୁ ଅପମାନିତ କରେ। କିନ୍ତୁ ୟିଏ ଦରିଦ୍ରକୁ ଦୟାକରେ, ସେ ତା'ର ନିର୍ମାଣ କର୍ତ୍ତା ସମ୍ମାନ ବ୍ଯକ୍ତି ହୁଏ।
ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା।
କେତକେ ଦେଶ ରେ ଯଦି ତୁମ୍ଭମାନେେ ଦେଖ ଯେ, ଲୋକମାନେ ଅତ୍ଯାଚାର କଲେ ଓ ନ୍ଯାଯ ବିଚାରକୁ ଅସ୍ବୀକାର କଲେ, ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ଯାଚାର କରନ୍ତି, ସମାନଙ୍କେ ଉପ ରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପ ରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।
ସଦାପ୍ରଭୁ ପ୍ରାଚୀନ ଓ ଅଧିପତିମାନେ କରିଥିବା କର୍ମ ପାଇଁ ସମାନଙ୍କେ ବିରୁଦ୍ଧ ରେ ବିଚାର ଦବେେ।
ପିତର କହିବା ଆରମ୍ଭ କଲେ, ମୁଁ ବର୍ତ୍ତମାନ ପ୍ରକୃତ ରେ ବୁଝିପାରୁଛି, ପରମେଶ୍ବରଙ୍କ ଦୃଷ୍ଟି ରେ ପ୍ରେତ୍ୟକକ ଲୋକ ସମାନ। ତାହାଙ୍କ ପାଖ ରେ କୌଣସି ଭଦଭୋବ ନାହିଁ।
ପରମେଶ୍ବର ପ୍ରେତ୍ୟକକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ଯାୟବିଚ଼ାର କରନ୍ତି।
କିନ୍ତୁସସହି ପ୍ରତିଷ୍ଠିତସଲାକମାଲନ ମୁଁ କହିଥିବା ସୁସମାଚାରର ପରିବର୍ତ୍ତନ କଲଲ ନାହିଁ।ସମା ପାଇଁ କିଏ ପ୍ରତିଷ୍ଠିତ ବା ନୁଲହଁ, ତାହାର କିଛି ଅର୍ଥ ନାହିଁ। ପରଲମଶ୍ବରଙ୍କ ନିକଟଲର ସମସ୍ଲତ ସମାନ।
ହେ ମାଲିକଗଣ ! ଠିକ୍ ସହେି ଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ଯବହାର କର। ତାହାଙ୍କୁ ଧମକ ଦଇେ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସହେି ସମାନ ମାଳିକ ଯେ କି ସ୍ବର୍ଗ ରେ ଅଛନ୍ତି। ସହେି ମାଲିକ (ପରମେଶ୍ବର) କୌଣସି ପକ୍ଷପାତ ବିଚାର କରନ୍ତି ନାହିଁ।
ମନରେଖ ! ଭୁଲ କର୍ମ ପାଇଁ, ପ୍ରେତ୍ୟକକ ଲୋକ ଦଣ୍ଡ ପାଇବ। ପ୍ରଭୁ ପ୍ରେତ୍ୟକକ ଲୋକକୁ ସମାନ ଭାବରେ ଦେଖନ୍ତି।
ଅତଏବ, ଆମ୍ଭେ ଧନ୍ଯବାଦ ଦବୋ କଥା ଯେ, ଯେଉଁ ସାମ୍ରାଜ୍ଯ ଆମ୍ଭକୁ ଦିଆ ଯାଇଛି, ତାହା ଟଳମଳ ହାଇେ ପାରିବ ନାହିଁ। ଆମ୍ଭେ ତାହାଙ୍କୁ ଧନ୍ଯବାଦ ଅର୍ପଣ କରିବା ଉଚିତ, ଓ ଏପରି ପଦ୍ଧତି ରେ ଉପାସନା କରିବା କଥା ଯେ ସେ ଯେପରି ପ୍ରସନ୍ନ ରହିବେ। ପରମେଶ୍ବରଙ୍କୁ ଆମ୍ଭେ ଉପାସନା କରିବା, ଓ ଭୟ ସହିତ ତାହାଙ୍କୁ ସମ୍ମାନ କରିବା।
ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ ! ପରମେଶ୍ବର ବିଶ୍ବାସ ରେ ଧନୀ ହବୋ ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ବରଙ୍କୁ ପ୍ ରମେ କରନ୍ତି, ସମାନଙ୍କେୁ ସେ ଯେଉଁ ରାଜ୍ଯ ଦବୋ ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସମାନଙ୍କେୁ ବାଛିଛନ୍ତି।
ତୁମ୍ଭେ ପରମେଶ୍ବରଙ୍କୁ ପ୍ରାର୍ଥନା କରୁଛ ଓ ପିତା ବୋଲି ଡ଼ାକୁଛ। ପରମେଶ୍ବର ପ୍ରେତ୍ୟକକ ଲୋକଙ୍କୁ ତାହାର କାର୍ୟ୍ଯ ଅନୁସାରେ ସମାନ ଭାବରେ ବିଚାର କରନ୍ତି। ତେଣୁ ତୁମ୍ଭେ ଯେ ପର୍ୟ୍ଯନ୍ତ ପୃଥିବୀ ରେ ବଞ୍ଚି ରହିଛ, ତୁମ୍ଭେ ପରମେଶ୍ବରଙ୍କ ପ୍ରତି ଭୟ ରଖି ବଞ୍ଚିବା ଉଚିତ୍।