Home Bibles ☰ Books ଯିହୋଶୂୟ 11:1 · ଓଡ଼ିଆ ବାଇବେଲ
ଯିହୋଶୂୟ 11:1 · ଓଡ଼ିଆ ବାଇବେଲ

ହାତସୋର ରାଜା ୟାବୀନ ଏହିକଥା ଶୁଣିଲେ। ତେଣୁ ସେ ମନସ୍ତ କଲେ, କେତକେ ରାଜାମାନଙ୍କର ସୈନ୍ଯବାହୀନିକକ୍ସ୍ଟ ଏକତ୍ର କରିବେ। ସେ ମାଦୋନର ରାଜା ୟୋବବ, ଶିମ୍ରୋଣର ରାଜା ଓ ଅକ୍ଷଫର ରାଜାଙ୍କକ୍ସ୍ଟ ବାର୍ତ୍ତା ପଠାଇଲେ।

Cross references

ଯିହୋଶୂୟ 9:2

ସମାନେେ ୟିହୋଶୂଯ ଓ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ, ଏକତ୍ରୀତ ହେଲେ ଓ ସୈନ୍ଯବାହୀନି ରେ ଯୋଗ ଦେଲେ।

ଯିହୋଶୂୟ 10:3

ଆଦୋନିଷଦେକ୍, ୟିରକ୍ସ୍ଟଶାଲମର ରାଜା ହିବ୍ରୋଣର ରାଜା ହୋହମ ଓ ୟମୂର୍ତର ରାଜା କିରାମ୍ ଓ ଲାଖୀଶର ରାଜା ୟାଫିଯ ଓ ଇଗ୍ଲୋନ ରାଜା ଦବୀର ନିକଟକକ୍ସ୍ଟ କହି ପଠାଇଲା।

ଯିହୋଶୂୟ 11:10

ଏହାପରେ ଯିହାଶୂେୟ ଫରେି ଆସିଲେ ଓ ହାତ୍ସୋର ସହରକକ୍ସ୍ଟ କରଗତ କଲେ ଓ ତା'ର ରାଜାକକ୍ସ୍ଟ ଖଣ୍ତା ରେ ଆଘାତ କଲେ। ପୂର୍ବରକ୍ସ୍ଟ ହାତ୍ସୋର ସହେି ସବୁ ରାଜ୍ଯର ମୂଖ୍ଯ ସହର ଥିଲା।

ଯିହୋଶୂୟ 12:19

ମାଦୋନର ରାଜା 1, ହା‌ତ୍‌ସୋରର ରାଜା 1

ଯିହୋଶୂୟ 12:20

ଶିମ୍ରୋଣ ମରୋଣର ରାଜା 1, ଅ‌କ୍‌ଷଫର ରାଜା 1

ଯିହୋଶୂୟ 19:36

ଆଦାମା, ରାମା ଓ ହାତ୍ସୋର,

ବିଚାରକର୍ତାମାନଙ୍କ ବିବରଣ 4:2

ତେଣୁ ସଦାପ୍ରଭୁ ହାତ୍ସୋର ରେ ରାଜତ୍ବକାରୀ କିଣାନୀଯ ରାଜା ୟାବୀନର ହସ୍ତ ରେ ଇଶ୍ରାୟେଲ ସନ୍ତାନଗଣକକ୍ସ୍ଟ ପରାସ୍ତ କରାଇଲେ। ୟାବିନ୍ର ହାରୋଶୋତ୍ ରେ ରାଜତ୍ବ କରୁଥିଲେ। ଅନ୍ୟ ଦେଶୀଯମାନଙ୍କ ହାରୋଶୋତ୍ ନିବାସୀ ସୀଷରା ତା'ର ସନୋପତି ଥିଲା।

ବିଚାରକର୍ତାମାନଙ୍କ ବିବରଣ 4:17

କିନ୍ତୁ ସୀଷରା ପଳାଯନ କଲା। ସେ ୟାଯଲେ ତମ୍ବୁକକ୍ସ୍ଟ ଦଉଡି ପଳାଇଲା। ଯାୟେଲ ହେଉଛି କନେୀଯ ହବରେ ସ୍ତ୍ରୀ। ସେ ସମୟରେ ହାତ୍ ସୋରର ରାଜା ୟାବୀନ୍ ଓ କନେୀଯ ହବରେ ବଂଶ ମଧିଅରେ ଐକ୍ଯ ଥିଲା। ତେଣୁ ସେ ସଠାେକକ୍ସ୍ଟ ଦୌଡି ପଳାଇଲା।

ଦିତୀୟ ଶାମୁୟେଲ 10:15

ଏହାପରେ ଅରାମୀଯମାନେ ଇଶ୍ରାୟେଲ ସମ୍ମକ୍ସ୍ଟଖ ରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲ।

ପ୍ରଥମ ରାଜାବଳୀ 9:15

ଶଲୋମନ ଦାସମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ବାଧ୍ଯ କରିଥିଲେ। ତତ୍ପରେ ସେ ମିଲ୍ଲୋ, ୟିରୁଶାଲମର ପ୍ରାଚୀର, ହାତ୍ସୋର, ମଗିଦ୍ଦୋ ଓ ଗଷେର ନିର୍ମାଣ କରିବା ରେ ସମାନଙ୍କେୁ ମଧ୍ଯ ବ୍ଯବହାର କରିଥିଲେ।

ଦିତୀୟ ରାଜାବଳୀ 15:29

ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।

ଗୀତସଂହିତା 2:1

କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?

ଗୀତସଂହିତା 83:1

ହେ ପରମେଶ୍ବର, ତୁମ୍ଭେ ନୀରବ ରୁହ ନାହିଁ! ତୁମ୍ଭର କାନ ବନ୍ଦ କର ନାହିଁ ! ହେ ପରମେଶ୍ବର, ଦୟାକରି କିଛି କୁହ !

ଯିଶାଇୟ 26:11

ମାତ୍ର ହେ ସଦପ୍ରଭୁ ! ସମାନଙ୍କେୁ ଦଣ୍ଡ ଦବୋକୁ ତୁମ୍ଭର ହସ୍ତ ଉତ୍ଥିତ ହବେ, ତଥାପି ସମାନେେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷ ରେ ତୁମ୍ଭର ଅତିଶଯ ପ୍ ରମେକୁ ଦେଖି ସମାନେେ ଲଜ୍ଜିତ ହବେେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନି ରେ ଦଗ୍ଧିଭୂତ ହବେେ।

Interlinear

Choose Theme