Home Bibles ଯୋୟେଲ 3:9 · ଓଡ଼ିଆ ବାଇବେଲ
ଯୋୟେଲ 3:9 · ଓଡ଼ିଆ ବାଇବେଲ

ତୁମ୍ଭମାନଙ୍କ ରାଜ୍ଯ ମଧିଅରେ ଏହା ଘାଷେଣା କର। ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ସମସ୍ତ ଯୋଦ୍ଧାମାନେ ଜାଗ୍ରତ ହୁଅ। ୟୁଦ୍ଧର ସମସ୍ତ ଲୋକମାନଙ୍କୁ ଜାଗ୍ରତ ହବୋକୁ ଡାକ ଏବଂ ୟୁଦ୍ଧ ଭୂମିରେ ସମ୍ମୁଖୀନ ହୁଅ।

Cross references

ଗୀତସଂହିତା 96:10

ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା !ପୃଥିବୀ ସୁସ୍ଥିର ରହିବ। ପରମେଶ୍ବର ନ୍ଯାଯ ବିଚାର କରିବେ।

ଯିଶାଇୟ 8:9

ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।

ଯିଶାଇୟ 34:1

ହେ ସମସ୍ତ ଦେଶୀଯଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ଧ୍ଯାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଜଗତ କରନ୍ତି, ବିଗତ ଓ ସେଥିରୁ ସୃଷ୍ଟ ସମସ୍ତ ପଦାର୍ଥ ଶ୍ରବଣ କରୁ।

ଯିରିମିୟ 31:10

ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ। ଆଉ ଦୂରସ୍ଥ ଦ୍ବୀପ ସମୂହ ରେ ତାହା ପ୍ରଚାର କରି କୁହ ଯେ, 'ଇଶ୍ରାୟେଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ। ଆଉ ପାଳକ ଯେପରି ତାହାର ମଷେପଲକୁ ରକ୍ଷା କରେ, ସପରେି ସେ ତାହାକୁ ସୁରକ୍ଷା ଦବେେ।'

ଯିରିମିୟ 46:3

ତୁମ୍ଭମାନେେ ଚର୍ମ ରେ ଢ଼ାଲ ଓ ଫଳକ ପ୍ରସ୍ତୁତ କର ଓ ୟୁଦ୍ଧ କରିବା ଲାଗି ଅଗ୍ରସର ହୁଅ।

ଯିରିମିୟ 50:2

ତୁମ୍ଭମାନେେ ଗୋଷ୍ଠୀଗଣ ମଧିଅରେ ପ୍ରକାଶ କରି ପ୍ରଚାର କର। ଧ୍ବଜା ଉଠାଇ ପ୍ରଚାର କର ଓ ଗୋପନ ନ ରଖି କୁହ, 'ବାବିଲ ହସ୍ତଗତ ହେଲା, ବଲେ ଲଜ୍ଜିତ ହେଲା ; ମରୋଦକ ବିସ୍ମିତ ହେଲା ; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦବେତା ସକଳ ବିସ୍ମିତ ହେଲେ।'

ଯିହିଜିକଲ 21:21

କାରଣ ବାବିଲର ରାଜା ଦୁଇଟି ସଡ଼କର ମିଶିଥିବା ସ୍ଥାନ ରେ ଛିଡ଼ା ହବେେ। ସେ ତୀରଗୁଡ଼ିକୁ ନିକ୍ଷପେ କରି ଗୁଳାବାଣ୍ଟ ସାହାୟ୍ଯ ରେ ମୂର୍ତ୍ତିମାନଙ୍କୁ ବୁଝାସୁଝା କରି ଏବଂ ପ୍ରକୃତକୁ ପରୀକ୍ଷା କରି ଭବିଷ୍ଯ ଚିହ୍ନ ଖାଜେି ବୁଲିବେ।

ଯିହିଜିକଲ 38:7

'ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ନିଜକୁ ଓ ତୁମ୍ଭ ସହିତ ଯୋଗ ଦଇେଥିବା ସୈନ୍ଯଦଳକୁ ପ୍ରସ୍ତୁତ କର। ଆଉ ଗୋଗ ତୁମ୍ଭେ ସମାନଙ୍କେର ଦାଯିତ୍ବ ନିଅ।

ମୀଖା 3:5

କେତକେ ଭବିଷ୍ଯତ୍ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ଯା ବାକ୍ଯ କୁହନ୍ତି। ସଦାପ୍ରଭୁ ସହେି ଭବିଷ୍ଯତ୍ବକ୍ତାମାନଙ୍କ ସମ୍ବନ୍ଧ ରେ ଏହି କଥା କୁହନ୍ତି,

Interlinear

Choose Theme