Home Bibles ☰ Books ଯିହୋଶୂୟ 10:5 · ଓଡ଼ିଆ ବାଇବେଲ
ଯିହୋଶୂୟ 10:5 · ଓଡ଼ିଆ ବାଇବେଲ

ତେଣୁ ପାଞ୍ଚ ଜଣ ଇମାରେୀୟ ରାଜା ଯଥା:ୟିରକ୍ସ୍ଟଶାଲମର ରାଜା, ହିବ୍ରୋଣର ରାଜା, ୟମୂର୍ତର ରାଜା, ଲାଖୀଶର ରାଜା ଓ ଇଗ୍ଲୋନର ରାଜା ଇ ମାରେୀଯମାନଙ୍କ ଏହି ପାଞ୍ଚ ରାଜା ନିଜ ନିଜର ସମସ୍ତ ସୈନ୍ଯମାନଙ୍କ ସହିତ ଗିବିଯୋନକକ୍ସ୍ଟ ଅକ୍ତିଆର କରିବାକୁ ଏକତ୍ରୀତ ହେଲେ। ସମାନେେ ନଗରକକ୍ସ୍ଟ ଘରେିଗଲେ ଓ ଆକ୍ରମଣ କଲେ।

Cross references

ଆଦି ପୁସ୍ତକ 15:16

ପୁଣି ଏହି ଦେଶକୁ ତୁମ୍ଭ ବଂଶର ଚ଼ତୁର୍ଥ ପୁରୁଷ ଫରେିବେ। କାରଣ ଯେଉଁ ଇ ମାରେୀଯମାନେ ଏଠା ରେ ବାସ କରନ୍ତି, ସମାନଙ୍କେର ପାପ ଏପର୍ୟ୍ଯନ୍ତ ଶଷେ ହାଇନୋହିଁ।

ଗଣନା ପୁସ୍ତକ 13:29

ଦକ୍ଷିଣ ଦେଶ ରେ ଅମାଲକେ ବାସ କରନ୍ତି, ପର୍ବତମଯ ଦେଶ ରେ ହିତ୍ତୀଯ, ୟିବୁଷୀଯ ଓ ଇ ମାରେୀଯ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ୟର୍ବ୍ଦନ ତୀର ରେ କିଣାନୀଯ ଲୋକମାନେ ବାସକରନ୍ତି।

ଯିହୋଶୂୟ 9:1

ୟର୍ଦ୍ଦନ ପଶ୍ଚିମ ପାରିସ୍ଥ ସମକ୍ସ୍ଟଦାଯ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ଯ ସାଗରର ଉପକୂଳ ବର୍ତ୍ତୀ ଲବୋନନର ଦୂର ଅଞ୍ଚଳ ରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀଯ, ଇ ମାରେୀଯ, କିଣାନୀଯ, ପରିଷୀଯ, ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ରାଜଗଣ ବିଷଯ ରେ ଏହି କଥା ଶୁଣିଲେ।

ଯିହୋଶୂୟ 9:2

ସମାନେେ ୟିହୋଶୂଯ ଓ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ, ଏକତ୍ରୀତ ହେଲେ ଓ ସୈନ୍ଯବାହୀନି ରେ ଯୋଗ ଦେଲେ।

ଯିହୋଶୂୟ 10:6

ଗିବିଯୋନୀଯମାନେ ଗିଲ୍ଗଲ ଛାଉଣୀଠା ରେ ଯିହାଶୂେୟଙ୍କ ନିକଟକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ସେ ବାର୍ତ୍ତାବାହକ କହିଲା, ଆମ୍ଭେ ଆପଣଙ୍କ ଦାସ, ଆମ୍ଭକକ୍ସ୍ଟ ଏକକ୍ସ୍ଟଟିଆ ଛାଡ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶିଘ୍ର ଆସି ଆମ୍ଭକକ୍ସ୍ଟ ସାହାୟ୍ଯ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇ ମାରେୀଯ ଦେଶର ପର୍ବତ ନିବାସୀ ରାଜାମାନେ ସମାନଙ୍କେର ସୈନ୍ଯବାହୀନି ସହିତ ଏକତ୍ରୀତ ହାଇେ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।

ଯିଶାଇୟ 8:9

ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।

Interlinear

Choose Theme