Home Bibles ଯିହୋଶୂୟ 15:9 · ଓଡ଼ିଆ ବାଇବେଲ
ଯିହୋଶୂୟ 15:9 · ଓଡ଼ିଆ ବାଇବେଲ

ସହେି ସ୍ଥାନଠାରକ୍ସ୍ଟ ସୀମା ସହେି ପର୍ବତ ଶୃଙ୍ଗଠାରକ୍ସ୍ଟ ନଲ୍ଗୋହର ଜଳ ନିର୍ଝର ପର୍ୟ୍ଯନ୍ତ ଥିଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡକକ୍ସ୍ଟ ଗଲା। ପକ୍ସ୍ଟଣି ସହେି ସୀମା କିରିଯାଥ-ୟିଯାରୀମ୍ ନାମ ରେ ପ୍ରସିଦ୍ଧ ବାଲା ପର୍ୟ୍ଯନ୍ତ ବିସ୍ତୃତ ହେଲା।

Cross references

ଯିହୋଶୂୟ 9:17

ତେଣୁ ଇଶ୍ରାୟେଲର ଲୋକମାନେ ସେ ଲୋକମାନେ ଯେଉଁଠା ରେ ବାସ କରୁଥିଲେ, ସହେି ସ୍ଥାନକକ୍ସ୍ଟ ଗଲେ ଏବଂ ତୃତୀୟ ଦିନ, ଗିବିଯୋନ, କଫୀରା, ବରେୋତ୍ ଓ କରିଯତ ୟିଆରିମ୍ ନଗରମାନଙ୍କୁ ଆସିଲେ।

ଯିହୋଶୂୟ 15:29

ବାଲା, ଇଯୀମ୍, ଏତ୍ସମ୍,

ଯିହୋଶୂୟ 15:60

ସମାନଙ୍କେୁ ଆଉ ଦକ୍ସ୍ଟଇଟି ସହର ଦିଆ ୟାଇଥିଲା। ସଗେକ୍ସ୍ଟଡିକ ହେଲା ରଦ୍ଦା ଏବଂ କିରିଯଥ୍ ବୈଥ।

ଯିହୋଶୂୟ 18:15

ଏହାର ଦକ୍ଷିଣ ସୀମା କିରିଯଥ୍-ୟିଯାରୀମର ନିକଟରେ ଆରମ୍ଭ ହେଲା ଓ ସୀମା ପଶ୍ଚିମ ଦିଗ ରେ ଏହାର ସୀମା ନିଲ୍ଗୋହର ନିର୍ଝର ପର୍ୟ୍ଯନ୍ତ ଥିଲା।

ବିଚାରକର୍ତାମାନଙ୍କ ବିବରଣ 18:12

ସମାନେେ ଲଯିଶକକ୍ସ୍ଟ ୟିବା ବାଟରେ ୟିହକ୍ସ୍ଟଦାର କିରିଯତ ୟିଯାରୀମ ନଗର ରେ ଛାଉଣୀ ସ୍ଥାପନ କଲେ। ସହେି କାରଣରକ୍ସ୍ଟ ସହେି ସ୍ଥାନକକ୍ସ୍ଟ ଆଜି ପର୍ୟ୍ଯନ୍ତ ମହନୀଦାନ୍ ଦାନ ବୋଲି ପରିଚିତ। ଯାହାକି କିରିଯତ ୟିଯାରୀମର ପଶ୍ଚିମ ରେ ଅଛି।

ପ୍ରଥମ ଶାମୁୟେଲ 6:21

ତହକ୍ସ୍ଟଁ ସମାନେେ କିରିଯଥ୍-ୟିଯାରୀମୀଯ ନିକଟକକ୍ସ୍ଟ ଦୂତଗଣଙ୍କକ୍ସ୍ଟ ପଠାଇ କହିଲେ, ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ଫରୋଇ ଦଇେଛନ୍ତି। ତୁମ୍ଭମାନେେ ଆସ ଓ ତୁମ୍ଭମାନଙ୍କ ସହିତ ଏହାକକ୍ସ୍ଟ ତୁମ୍ଭମାନଙ୍କର ନଗରକକ୍ସ୍ଟ ନଇୟୋଅ।

ଦିତୀୟ ଶାମୁୟେଲ 6:2

ଦାଉଦ ଏବଂ ତାଙ୍କର ଲୋକମାନେ ୟକ୍ସ୍ଟହକ୍ସ୍ଟଦା ରେ ବାଲିକକ୍ସ୍ଟ ଗଲେ। ସମାନେେ ବାଲିର ୟିହକ୍ସ୍ଟଦାଠାରକ୍ସ୍ଟ ପ୍ରଭକ୍ସ୍ଟଙ୍କର ପବିତ୍ର ସିନ୍ଦକ୍ସ୍ଟକ ଯିରୁଶାଲମକୁ ଆଣିବାକକ୍ସ୍ଟ ଗଲେ। ସହେି ପବିତ୍ର ସିନ୍ଦକ୍ସ୍ଟକ ସଦାପ୍ରଭୁଙ୍କର ସିଂହାସନ ତକ୍ସ୍ଟଲ୍ଯ ଥିଲା। ସହେି ପବିତ୍ର ସିନ୍ଦକ୍ସ୍ଟକ ଉପରେ କିରକ୍ସ୍ଟବ ଦୂତମାନଙ୍କର ପ୍ରତିମୂର୍ତ୍ତୀମାନ ଥିଲା ଏବଂ ସଦାପ୍ରଭୁ ସମାନଙ୍କେ ଉପରେ ବସକ୍ସ୍ଟଥିଲେ।

ପ୍ରଥମ ବଂଶାବଳୀ 13:6

ଦାଉଦ ଓ ତାଙ୍କ ସହିତ ଇଶ୍ରାୟେଲର ସମସ୍ତ ଲୋକ ଯିହୁଦାର ବାଲାକୁ ଗଲେ। ବାଲା କିରିଯତ୍-ୟିଯାରୀମର ଅନ୍ୟ ଏକ ନାମ ଅଟେ। ସମାନେେ ନିଯମସିନ୍ଦୁକ ଆଣିବା ନିମନ୍ତେ ସଠାେକୁ ଗଲେ। ସହେି ନିଯମସିନ୍ଦୁକ ପରମେଶ୍ବର ସଦାପ୍ରଭୁଙ୍କ ସିନ୍ଦୁକ ଅଟେ। ସେ କିରୂବ ଦୂତଗଣ ଉପରେ ବିଦ୍ଯମାନ ଥାଆନ୍ତି। ଏହି ସିନ୍ଦୁକ ହିଁ ସଦାପ୍ରଭୁଙ୍କ ନାମ ରେ ନାମିତ ଅଟେ।

Interlinear

Choose Theme