Home Bibles ☰ Books ପ୍ରଥମ ଶାମୁୟେଲ 7:1 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 7:1 · ଓଡ଼ିଆ ବାଇବେଲ

ଅନନ୍ତର କିରିଯଥ-ୟିଯାରୀମୀଯ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ। ସମାନେେ ପର୍ବତସ୍ଥିତ ଅବୀନାଦବର ଗୃହକକ୍ସ୍ଟ ତାହା ଆଗିଲେ। ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ଜଗିବାକକ୍ସ୍ଟ ତା'ର ପକ୍ସ୍ଟତ୍ର ଇଲିଯାସରକକ୍ସ୍ଟ ବିଶଷେ ଉତ୍ସବ ମାଧ୍ଯମ ରେ ପବିତ୍ର କଲେ।

Cross references

ଯିହୋଶୂୟ 18:14

ସଠାେରକ୍ସ୍ଟ ସେ ସୀମା ଲାଗି ରହିଲା। ପଶ୍ଚିମ ରେ ବୈଥୋରୋଣ ଦକ୍ଷିଣାସ୍ଥିତ ପର୍ବତଠାରକ୍ସ୍ଟ ଦକ୍ଷିଣ ଆଡେ ୟିହକ୍ସ୍ଟଦା ସନ୍ତାନଗଣର କିରିଯଥବାଲ୍ ବା କିରିଯଥ ୟିଯାରୀମ୍ ନାମକ ଏକ ନଗର ପର୍ୟ୍ଯନ୍ତ। ଏହାଥିଲା ସମାନଙ୍କେର ପଶ୍ଚିମ ସୀମା।

ପ୍ରଥମ ଶାମୁୟେଲ 6:21

ତହକ୍ସ୍ଟଁ ସମାନେେ କିରିଯଥ୍-ୟିଯାରୀମୀଯ ନିକଟକକ୍ସ୍ଟ ଦୂତଗଣଙ୍କକ୍ସ୍ଟ ପଠାଇ କହିଲେ, ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ଫରୋଇ ଦଇେଛନ୍ତି। ତୁମ୍ଭମାନେେ ଆସ ଓ ତୁମ୍ଭମାନଙ୍କ ସହିତ ଏହାକକ୍ସ୍ଟ ତୁମ୍ଭମାନଙ୍କର ନଗରକକ୍ସ୍ଟ ନଇୟୋଅ।

ଦିତୀୟ ଶାମୁୟେଲ 6:2

ଦାଉଦ ଏବଂ ତାଙ୍କର ଲୋକମାନେ ୟକ୍ସ୍ଟହକ୍ସ୍ଟଦା ରେ ବାଲିକକ୍ସ୍ଟ ଗଲେ। ସମାନେେ ବାଲିର ୟିହକ୍ସ୍ଟଦାଠାରକ୍ସ୍ଟ ପ୍ରଭକ୍ସ୍ଟଙ୍କର ପବିତ୍ର ସିନ୍ଦକ୍ସ୍ଟକ ଯିରୁଶାଲମକୁ ଆଣିବାକକ୍ସ୍ଟ ଗଲେ। ସହେି ପବିତ୍ର ସିନ୍ଦକ୍ସ୍ଟକ ସଦାପ୍ରଭୁଙ୍କର ସିଂହାସନ ତକ୍ସ୍ଟଲ୍ଯ ଥିଲା। ସହେି ପବିତ୍ର ସିନ୍ଦକ୍ସ୍ଟକ ଉପରେ କିରକ୍ସ୍ଟବ ଦୂତମାନଙ୍କର ପ୍ରତିମୂର୍ତ୍ତୀମାନ ଥିଲା ଏବଂ ସଦାପ୍ରଭୁ ସମାନଙ୍କେ ଉପରେ ବସକ୍ସ୍ଟଥିଲେ।

ଦିତୀୟ ଶାମୁୟେଲ 6:3

ଦାଉଦର ଲୋକମାନେ ସହେି ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଅବୀନାଦବର ଗୃହରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସଇେ ଗୃହଟି ପର୍ବତ ଉପରେ ଅବସ୍ଥିତ ଥିଲା। ସମାନେେ ଏହି ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଏକ ନୂଆ ଶଗଡ ରେ ଲଦିଲେ ଏବଂ ଅବୀନାଦବର ପକ୍ସ୍ଟତ୍ର ଉଷ ଅହୀୟୋ ସହେି ନୂଆ ଶଗଡକକ୍ସ୍ଟ ଚଲଇେଲେ।

ଦିତୀୟ ଶାମୁୟେଲ 6:4

ସମାନେେ ପର୍ବତସ୍ଥ ଶିର୍ଷଦେଶ ରେ ଅବୀନାଦବର ଗୃହରକ୍ସ୍ଟ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଆଣିଲେ ଓ ଉଷ ପବିତ୍ର ସିନ୍ଦକ୍ସ୍ଟକ ପାଶର୍‌ବ ରେ ଗ୍ଭଲିଲା ଏବଂ ଅହୀୟୋ ପବିତ୍ର ସିନ୍ଦକ୍ସ୍ଟକ ଆଗେ ଆଗେ ଗ୍ଭଲିଲା।

ପ୍ରଥମ ବଂଶାବଳୀ 13:5

ତେଣୁ ଦାଉଦ ମିଶରର ଶିଯୋରନଦୀଠାରୁ ହମାତର ସହର ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନଙ୍କୁ ଏକତ୍ର କଲେ। ସମାନେେ କିରିଯତ୍-ୟିଯାରୀମ ସହରରୁ ନିଯମସିନ୍ଦୁକ ଫରୋଇ ଆଣିବା ନିମନ୍ତେ ଏକତ୍ର ହେଲେ।

ଗୀତସଂହିତା 132:6

ଦେଖ ଆମ୍ଭମାନେେ ଇଫ୍ରାଥାରେ ନିଯମ-ସିନ୍ଦୁକ ବିଷଯରେ ଶୁଣିଲୁ। ଆମ୍ଭମାନେେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।

ଯିଶାଇୟ 52:11

ତୁମ୍ଭମାନେେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ୟାଅ, ଅଶୁଚି ବସ୍ତୁ ଛୁଅଁ ନାହିଁ। ତୁମ୍ଭମାନେେ ତା'ମଧ୍ଯରୁ ଚାଲିୟାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭମାନେେ ଶୁଚି ହୁଅ।

Interlinear

Choose Theme