କିଛି ସମୟ ପରେ, ଯେ ହତେୁ ମାଶାଙ୍କେର ହାତ କ୍ଲାନ୍ତ ହାଇଗେଲା ତେଣୁ ସମାନେେ ଏକ ବିରାଟ ପଥର ଖଣ୍ଡ ଆଣି ମାଶାଙ୍କେ ଆଗ ରେ ପକାଇଲେ ସେ ବସିବା ପାଇଁ। ଏହାପରେ ହାରୋଣ ଓ ହୂର ମାଶାଙ୍କେର ହାତକୁ ଉପରକୁ ଟକେି ଧରିଲେ। ହାରୋଣ ଗୋଟିଏ ପାଶର୍ବ ରେ ଓ ହୂର ଅନ୍ୟ ଏକ ପାଶର୍ବ ରେ ରହିଲା। ସମାନେେ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ତାଙ୍କର ହାତକୁ ଏପରି ଉପରକୁ କରି ରଖିଲେ।
Cross references
ମାଶାେ ପ୍ରାଚୀନବର୍ଗଙ୍କୁ କହିଲେ, ଆମ୍ଭମାନେେ ଯେ ପର୍ୟ୍ଯନ୍ତ ତୁମ୍ଭମାନଙ୍କ ନିକଟକୁ ଫରେି ନ ଆସିଛୁ ସପେର୍ୟ୍ଯନ୍ତ ତୁମ୍ଭମାନେେ ଏହିଠା ରେ ଥାଅ। ଦେଖ ହାରୋଣ ଓ ହୂର ତୁମ୍ଭମାନଙ୍କ ନିକଟରେ ଅଛନ୍ତି। କାହାର କୌଣସି ବିବାଦର କଥା ଉପସ୍ଥିତ ହେଲେ ସମାନେେ ତାଙ୍କର ନିକଟକୁ ଯିବେ।
ଅଯ ନିବାସୀ ସମସ୍ତଙ୍କକ୍ସ୍ଟ ବର୍ଜିତ ରୂପେ ବିନାଶ କରିବା ୟାଏ ଯିହାଶୂେୟ ନିଜ ହାତ ରେ ଧରିଥିବା ବର୍ଚ୍ଛାକକ୍ସ୍ଟ ବିସ୍ତାର କରିଥିଲେ। ଏହାକକ୍ସ୍ଟ ଯିହାଶୂେୟ ସଙ୍କକ୍ସ୍ଟଚିତ କଲେ ନାହିଁ।
ଏକ ବର୍ଚ୍ଛା ଓ କୁନ୍ତ ଧର ଓ ଯେଉଁମାନେ ମାେ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ୟୁଦ୍ଧ କର। ସଦାପ୍ରଭୁ ମାରେ ପ୍ରାଣକୁ କୁହ, ୟେ ତୁମ୍ଭେ ମାେତେ ରକ୍ଷା କରିବ।
ତୁମ୍ଭମାନେେ ଦୁର୍ବଳ ହାତକୁ ସବଳ କର ଓ କମିତ ଆଣ୍ଠୁକୁ ସୁସ୍ଥିର କର।
ତା'ପରେ ସେ ଶିଷ୍ଯମାନଙ୍କ ପାଖକୁ ଫରେିଗଲେ। ସେ ଶିଷ୍ଯମାନଙ୍କୁ ଶୋଇଥିବାର ଦେଖିଲେ। ଯୀଶୁ ପିତରଙ୍କୁ କହିଲେ, ତୁମ୍ଭମାନେେ ମାେ ସହିତ ଘଣ୍ଟାଏ ପାଇଁ ମଧ୍ଯ ଜାଗି ରହି ପାରିଲ ନାହିଁ?
ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କ ପାଖକୁ ଫରେି ଆସିଲେ। ସେ ସମାନଙ୍କେୁ ଶାଇେ ପଡିଥିବାର ଦେଖିଲେ। ସେ ପିତରଙ୍କୁ କହିଲେ, ଶିମାନେ, ତୁମ୍ଭେ ଶାଇେ ପଡିଲ? ତୁମ୍ଭେ ଘଣ୍ଟାଏ ପାଇଁ ଚଇେଁ ରହି ପାରିଲ ନାହିଁ?
ତୁମ୍ଭମାନେେ ନିଜ ପ୍ରାର୍ଥନା ଦ୍ବାରା ଆମ୍ଭକୁ ସାହାୟ୍ଯ କରିପାର। ଅନକେେ ଆମ୍ଭ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦବେେ, ଯେ ହତେୁ ସମାନଙ୍କେର ପ୍ରାର୍ଥନା ଦ୍ବାରା ପରମେଶ୍ବର ଆମ୍ଭକୁ ଆଶୀର୍ବାଦ ପ୍ରଦାନ କଲେ।
ଆତ୍ମାଙ୍କ ସାହାୟ୍ଯ ରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ବରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର।
ତୁମ୍ଭମାନେେ ମାେ ପାଇଁ ପ୍ରାର୍ଥନା କରୁଛ ଓ ଯୀଶୁଖ୍ରୀଷ୍ଟଙ୍କ ଆତ୍ମା ମାେତେ ସାହାୟ୍ଯ କରୁଛନ୍ତି। ଅତଏବ ମୁଁ ଜାଣେ ଯେ ଏହି ବିଷୟ ମାେ ପରିତ୍ରାଣର କାରଣ ହବେ।
ସବୁବେଳେ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲା ବେଳେ ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ।
ଭାଇ ଓ ଭଉଣୀମାନେ ! ଆମ୍ଭ ପାଇଁ ପ୍ରାର୍ଥନା କର।
ତୁମ୍ଭମାନେେ ଦୁର୍ବଳ ହାଇଯୋଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର।