Home Bibles ଯିହୋଶୂୟ 6:27 · ଓଡ଼ିଆ ବାଇବେଲ
ଯିହୋଶୂୟ 6:27 · ଓଡ଼ିଆ ବାଇବେଲ

ଏହିପରି ଭାବରେ ସଦାପ୍ରଭୁ ଯିହାଶୂେୟଙ୍କ ସହିତ ରହିଲେ ଓ ୟିହୋଶୂଯଙ୍କର କୀର୍ତ୍ତି ଗ୍ଭରିଆଡେ ବ୍ଯାପିଲା।

Cross references

ଆଦି ପୁସ୍ତକ 39:2

କିନ୍ତୁ ସଦାପ୍ରଭୁ ଯୋଷଫେକୁ ସହାୟ ହେଲେଓ ଯୋଷଫେ ଜଣେ ଭାଗ୍ଯବାନ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀଯ କର୍ତ୍ତାର ଗୃହ ରେ ବାସ କଲେ।

ଆଦି ପୁସ୍ତକ 39:21

କିନ୍ତୁ ସଦାପ୍ରଭୁ ଯୋଷଫେର ସହାୟ ଥିଲେ। ସଦାପ୍ରଭୁ ତାହାପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟି ରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ।

ଦିତୀୟ ବିବରଣ 31:6

ତୁମ୍ଭେ ଶକ୍ତିଶାଳୀ ଓ ସାହାସୀ ହକ୍ସ୍ଟଅ। ତୁମ୍ଭମାନେେ ସହେି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କ ସହିତ ଅଛନ୍ତି। ସେ ତୁମ୍ଭକୁ ଅକୃତକାର୍ୟ୍ଯ କରିବେ ନାହିଁ କିଅବା ଛାଡିବେ ନାହିଁ।

ଯିହୋଶୂୟ 1:5

ମୁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମାଶାେ ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କହେି ସମର୍ଥ ହାଇେ ପାରିବେ ନାହିଁ। ମୁ ତୁମ୍ଭକୁ ଛାଡିବି ନାହିଁ। ମୁ ତୁମ୍ଭକୁ ପରିତ୍ଯାଗ କରିବି ନାହିଁ।

ଯିହୋଶୂୟ 1:9

ମନରେଖ, ମୁ ତୁମ୍ଭକୁ ସାହାସୀ ଓ ଶକ୍ତିଶାଳୀ ହବୋ ପାଇଁ ନିର୍ଦ୍ଧେଶ ଦଇେଅଛି। ତେଣୁ ତୁମ୍ଭେ ଭୟଭୀତ କିଅବା ହତାଶ ହକ୍ସ୍ଟଅ ନାହିଁ, କାରଣ ତୁମ୍ଭେ ଯେଉଁ ଆଡେ ୟିବ, ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସଙ୍ଗି ହବେେ।

ଯିହୋଶୂୟ 9:1

ୟର୍ଦ୍ଦନ ପଶ୍ଚିମ ପାରିସ୍ଥ ସମକ୍ସ୍ଟଦାଯ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ଯ ସାଗରର ଉପକୂଳ ବର୍ତ୍ତୀ ଲବୋନନର ଦୂର ଅଞ୍ଚଳ ରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀଯ, ଇ ମାରେୀଯ, କିଣାନୀଯ, ପରିଷୀଯ, ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ରାଜଗଣ ବିଷଯ ରେ ଏହି କଥା ଶୁଣିଲେ।

ଯିହୋଶୂୟ 9:3

ଯିରୀହାେ ପ୍ରତି ଓ ଅଯ ପ୍ରତି ଯିହାଶୂେୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷଯ ରେ ଗିବଯୋନର ଲୋକମାନେ ଶୁଣିଲେ।

ଯିହୋଶୂୟ 9:9

ଲକମାନେେ ଉତ୍ତର ଦେଲେ, ଆମ୍ଭମାନେେ ତୁମ୍ଭର ସବେକଗଣ। ଆମ୍ଭମାନେେ ବହକ୍ସ୍ଟତ ଦୂରରକ୍ସ୍ଟ ଦେଶରକ୍ସ୍ଟ ଆସିଅଛକ୍ସ୍ଟ। ଆମ୍ଭମାନେେ ଆସିଲକ୍ସ୍ଟ କାରଣ, ଆମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କର ଆଶ୍ଚର୍ୟ୍ଯ କାର୍ୟ୍ଯମାନ ବିଷଯ ରେ ଶକ୍ସ୍ଟଣିଲକ୍ସ୍ଟ। ସେ କିପରି ମିଶର ରେ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କଲେ ତାହା ଆମ୍ଭେ ୟାଣିବାକକ୍ସ୍ଟ ପାଇଲକ୍ସ୍ଟ।

ପ୍ରଥମ ଶାମୁୟେଲ 2:30

ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ତକ୍ସ୍ଟମ୍ଭ ଗୃହରକ୍ସ୍ଟ ଓ ତକ୍ସ୍ଟମ୍ଭ ପକ୍ସ୍ଟତୃଗୃହରକ୍ସ୍ଟ ଚିରଦିନ ପାଇଁ ମାରେ ଯାଜକ ହବେ ବୋଲି ମୁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, 'ତାହା ଆଉ କବେେ ଘଟିବ ନାହିଁ। କାରଣ ଯେଉଁମାନେ ମାେତେ ସମ୍ମାନ କରନ୍ତି, ମୁ ସମାନଙ୍କେୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମାେତେ ତକ୍ସ୍ଟଚ୍ଛଜ୍ଞାନ କରନ୍ତି, ସମାନଙ୍କେୁ ଅସମ୍ମାନ କରାୟିବ।

ଦିତୀୟ ଶାମୁୟେଲ 7:9

ଏହାପରେ ତୁମ୍ଭେ ଯେଉଁ ସ୍ଥାନକକ୍ସ୍ଟ ଗଲ, ମୁ ତୁମ୍ଭର ସହିତ ଗଲି ଓ ତୁମ୍ଭର ସମସ୍ତ ଶତୃମାନଙ୍କୁ ଧ୍ବଂସ କଲି ଏବଂ ମୁ ତୁମ୍ଭକୁ ପୃଥିବୀର ବିଖ୍ଯାତ ଲୋକମାନଙ୍କ ମଧ୍ଯରକ୍ସ୍ଟ ଜଣେ କରିବି।

ପ୍ରଥମ ବଂଶାବଳୀ 14:17

ତେଣୁ ଦାଉଦ ସବୁଦେଶ ରେ ବିଖ୍ଯାତ ହାଇେ ଉଠିଲେ। ସଦାପ୍ରଭୁ ସମସ୍ତ ଦେଶଗଣଙ୍କୁ ଦାଉଦଙ୍କ ପ୍ରତି ଭୟକୀଜ କରାଇଲେ।

ଏଷ୍ଟର ବିବରଣ 9:4

କାରଣ ମର୍ଦ୍ଦଖଯ ରାଜଗୃହ ମଧିଅରେ ଶକ୍ତିଶାଳୀ ଥିଲା ଓ ତାହାର ୟଶ ସର୍ବପ୍ରଦେଶ ରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖଯ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।

ମାଥିଉଲିଖିତ ସୁସମାଚାର 4:24

ସମଗ୍ର ସୁରିଯା ଦେଶ ରେ ତାହାଙ୍କର ସମାଗ୍ଭର ବ୍ଯାପିଗଲା। ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡା ରେ ଭୋଗୁଥିଲେ, ଯାଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛା ରୋଗୀ ଓ ପକ୍ଷଘାତ ରୋଗୀ ଥିଲେ, ସମାନେେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।

ମାଥିଉଲିଖିତ ସୁସମାଚାର 14:1

ସହେି ସମୟରେ ଯୀଶୁଙ୍କ ବିଷୟ ରେ ଲୋକେ ଯାହା କଥାବାର୍ତ୍ତା ହେଉଥିଲେ, ତାହା ଗାଲିଲୀର ଶାସକ ହରେୋଦ ଶୁଣିଲେ।

ମାଥିଉଲିଖିତ ସୁସମାଚାର 18:20

ଏକଥା ସତ୍ଯ। କାରଣ ଯେଉଁଠା ରେ, ମାେ ନାମ ରେ ବିଶ୍ବାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ମଠାେ ରେ ସମାନଙ୍କେ ସହିତ ଅଛି।

ମାଥିଉଲିଖିତ ସୁସମାଚାର 28:20

ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:9

ଦିନେ ରାତି ରେ ପ୍ରଭୁ ପାଉଲଙ୍କୁ ସ୍ବପ୍ନ ରେ କହିଲେ, ଭୟ କରନାହିଁ। ନୀରବ ରୁହ ନାହିଁ। କଥା କୁହ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:14

ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ପରମେଶ୍ବରଙ୍କ ପ୍ ରମେ, ଓ ପବିତ୍ରଆତ୍ମାଙ୍କ ସହାୟତା ତୁମ୍ଭ ସମସ୍ତଙ୍କର ସହବର୍ତ୍ତୀ ହେଉ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:17

ଅଣୟହଦୂଦୀମାନଙ୍କୁ ସୁସମାଚାର ପୂର୍ଣ୍ଣ ଭାବରେ ପ୍ରଚାର କରିବା ବେଳେ ପ୍ରଭୁ ମାେତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଚାର ଶୁଣନ୍ତୁ ବୋଲି ପ୍ରଭୁ ଚାହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:22

ତୁମ୍ଭର ଆତ୍ମା ସହିତ ପ୍ରଭୁ ରୁହନ୍ତୁ। ତୁମ୍ଭ ସମସ୍ତଙ୍କ ଉପରେ ତାହାଙ୍କର ଅନୁଗ୍ରହ ରହୁ।

Interlinear

Choose Theme