Home Bibles ପ୍ରଥମ ବଂଶାବଳୀ 14:17 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 14:17 · ଓଡ଼ିଆ ବାଇବେଲ

ତେଣୁ ଦାଉଦ ସବୁଦେଶ ରେ ବିଖ୍ଯାତ ହାଇେ ଉଠିଲେ। ସଦାପ୍ରଭୁ ସମସ୍ତ ଦେଶଗଣଙ୍କୁ ଦାଉଦଙ୍କ ପ୍ରତି ଭୟକୀଜ କରାଇଲେ।

Cross references

ଯାତ୍ରା ପୁସ୍ତକ 15:14

ଲୋକମାନେ ଏହା ଶୁଣି ଅଛନ୍ତି, ସମାନେେ ଭୟ ରେ କମ୍ପୁ ଅଛନ୍ତି। ପଲେଷ୍ଟୀୟ ନିବାସୀମାନେ ଭୟ ରେ ଥରିବାକୁ ଲାଗିଲେ।

ଦିତୀୟ ବିବରଣ 2:25

ଆଜି ଆମ୍ଭେ ସବୁଆଡେ ସମସ୍ତଙ୍କ ମନ ରେ ତକ୍ସ୍ଟମ୍ଭ ବିଷଯ ରେ ଭୟ ସୃଷ୍ଟି କରିବକ୍ସ୍ଟ। ସମାନେେ ଏହି ଖବର ପାଇଲା ମାତ୍ ରେ ସମାନେେ ବହକ୍ସ୍ଟତ ଭୟ କରିବେ ଓ ଭୟ ରେ ଥରିବେ।'

ଦିତୀୟ ବିବରଣ 11:25

ତୁମ୍ଭମାନଙ୍କ ବିପକ୍ଷ ରେ କୌଣସି ମନକ୍ସ୍ଟଷ୍ଯ ଛିଡା ହବୋକକ୍ସ୍ଟ ସକ୍ଷମ ହବେ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାଙ୍କର ପ୍ରତିଜ୍ଞାନକ୍ସ୍ଟସା ରେ ସମଗ୍ର ଦେଶ ରେ ତୁମ୍ଭେ ଯେଉଁଠିକକ୍ସ୍ଟ ୟାଅ, ତକ୍ସ୍ଟମ୍ଭ ପ୍ରତି ସମସ୍ତଙ୍କର ଭୟ ଓ ଆଶାଙ୍କିତ ସୃଷ୍ଟି କରିବେ।

ଯିହୋଶୂୟ 2:9

ମୁ ଜାଣେ, ସଦାପ୍ରଭୁ ଏହି ଦେଶକକ୍ସ୍ଟ ତକ୍ସ୍ଟମ୍ଭ ଲୋକମାନଙ୍କୁ ଦଇେଛନ୍ତି ଏବଂ ତୁମ୍ଭମାନେେ ଆମ୍ଭଙ୍କକ୍ସ୍ଟ ଭୟ ଜନ୍ମାଉଅଛ, ଏହି ସକାେଶ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି।

ଯିହୋଶୂୟ 6:27

ଏହିପରି ଭାବରେ ସଦାପ୍ରଭୁ ଯିହାଶୂେୟଙ୍କ ସହିତ ରହିଲେ ଓ ୟିହୋଶୂଯଙ୍କର କୀର୍ତ୍ତି ଗ୍ଭରିଆଡେ ବ୍ଯାପିଲା।

ଯିହୋଶୂୟ 9:24

ଗିବିଯୋନୀଯମାନେ ଉତ୍ତର ଦେଲେ, ଆମ୍ଭମାନେେ ଆପଣାଙ୍କ ସମ୍ମକ୍ସ୍ଟଖ ରେ ମିଛ କହିଲକ୍ସ୍ଟ କାରଣ ଆମ୍ଭମାନେେ ତୁମ୍ଭକୁ ଭୟ କରିଗଲକ୍ସ୍ଟ, କାଳେ ଆପଣା ଆମ୍ଭକକ୍ସ୍ଟ ମାରି ଦବେେ। ଆମ୍ଭେ ଜାଣିବାକକ୍ସ୍ଟ ପାଇଲକ୍ସ୍ଟ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦବୋକକ୍ସ୍ଟ ଓ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହି ଦେଶବାସୀ ସମସ୍ତ ଲୋକଙ୍କକ୍ସ୍ଟ ବିନାଶ କରିବାକୁ ସଦାପ୍ରଭୁ ଆପଣା ସବେକ ମାଶାଙ୍କେକ୍ସ୍ଟ ଆଜ୍ଞା ଦଇେଥିଲେ। ତେଣୁ ଆମ୍ଭର ଜୀବନ ଭୟ ରେ ଆମ୍ଭେ ତକ୍ସ୍ଟମ୍ଭ ନିକଟରେ ମିଥ୍ଯା କହିଲକ୍ସ୍ଟ।

ପ୍ରଥମ ବଂଶାବଳୀ 17:8

ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତ ରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖ ରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ଯାତ ଲୋକଙ୍କ ମଧିଅରେ ଜଣେ କରିବା।

ଦିତୀୟ ବଂଶାବଳୀ 26:8

ଅେମ୍ମାନୀୟମାନେ ଉଷିୟଙ୍କୁ ରାଜକର ଦେଲେ। ମିଶରର ସୀମା ପର୍ୟ୍ଯନ୍ତ ସମସ୍ତ ସ୍ଥାନ ରେ ଉଷିୟଙ୍କ ନାମ ବିଖ୍ଯାତ ହାଇେ ଉଠିଲା, ସେ ବିଖ୍ଯାତ ହେଲେ, କାରଣ ସେ ଅତ୍ଯନ୍ତ ପରାକ୍ରମୀ ଥିଲେ।

ଗୀତସଂହିତା 18:44

ସହେି ଲୋକମାନେ ମାେ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମାେତେ ମାନିବେ। ସହେି ବିଦେଶୀମାନେ ମାେତେ ଦେଖି ଭୟଭୀତ ହବେେ।

Interlinear

Choose Theme