ସହେି ସମୟରେ ୟିହୋଶୂଯ ଏହି ପ୍ରତିଜ୍ଞା କରିଥିଲେ, ଯେ କହେି ଯିରୀହାେ ନଗର ପକ୍ସ୍ଟନଃ ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ଦ୍ବାରା ଶାପଗ୍ରସ୍ତ ହବେ, ସେ ଆପଣା ଜେଷ୍ଠ ପକ୍ସ୍ଟତ୍ରର ମୃତକ୍ସ୍ଟ୍ଯ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପକ୍ସ୍ଟତ୍ରର ମୃତକ୍ସ୍ଟ୍ଯ ସହିତ ତହିଁର ଦ୍ବାରମାନ ସ୍ଥାପନ କରିବ।
Cross references
ଆଉ ଯାଜକ ସହେି ସ୍ତ୍ରୀକୁ ଶପଥ କରାଇ କହିବ, 'ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶଯନ କରି ଶରୀର ମିଳନ ନଥାଏ, ତୁମ୍ଭେ ଯେତବେେଳେ ତୁମ୍ଭ ସ୍ବାମୀକୁ ବିବାହ କରିଥିଲ, ତବେେ ଏହି ଶାପୟୁକ୍ତ ତିକ୍ତ ଜଳ ତୁମ୍ଭ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ଏହାପରେ ୟା ନୋହଠାରକ୍ସ୍ଟ ଅଟାରୋତ୍ ଓ ନାରତ୍ ଦଇେ ୟାଇ ଯିରୀହାେ ପର୍ୟ୍ଯନ୍ତ ୟାଇ ୟର୍ଦ୍ଦନ ରେ ବାହାରିଲା।
କିନ୍ତୁ ଶାଉଲ ସଦେିନ ପକ୍ସ୍ଟଣି ଏକ ଭୂଲ୍ କଲେ। ଯେତବେେଳେ ସୈନ୍ଯମାନେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ହେଲେ, ଶାଉଲ ସମାନଙ୍କେୁ, ଯଦି କୌଣସି ଲୋକ ସଂନ୍ଧ୍ଯା ପୂର୍ବରକ୍ସ୍ଟ କିମ୍ବା ଶତୃ ବିନାଶ କରିବା ପୂର୍ବରକ୍ସ୍ଟ ଖାଦ୍ୟ ଗ୍ରହଣ କରେ, ତବେେ ସେ ଦଣ୍ତିତ ହବେ। ସେ ସମାନଙ୍କେୁ ଏହି ପ୍ରତିଜ୍ଞା କରିବା ପାଇଁ ବାଧ୍ଯ କଲେ। ତେଣୁ ଇଶ୍ରାୟେଲୀୟ ସୈନ୍ଯଗଣ କିଛି ଖାଦ୍ୟ ଗ୍ରହଣ କଲେ ନାହିଁ।
ତାଙ୍କ ସମୟରେ ବୈଥଲେୀର ହୀଯଲେ ଯିରୀହାେ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୂନର ପୁତ୍ର ଯିହାଶୂେୟଙ୍କ ଦ୍ବାରା ଯାହା କହିଥିଲେ ତାହା ହିଁ ଘଟିଲା। ଯେତବେେଳେ ସେ ନଗର ରେ ଭିତ୍ତିମୂଳ ସ୍ଥାପନ କଲେ ତାଙ୍କର ପ୍ରଥମପୁତ୍ର ଅବୀରାମ ମଲା ଓ ଯେତବେେଳେ ନଗରର ଫାଟକ ସ୍ଥାପିତ ହେଲା। ତାଙ୍କର ସାନ ପୁତ୍ର ସଗୂବର ମୃତ୍ଯୁ ହେଲା।
ଆହାବ୍ ପୁଣି ମୀଖାଯକୁ କହିଲେ, ତୁମ୍ଭେ ତୁମ୍ଭର ନିଜର ବାକ୍ଯ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମାେତେ ତୁମ୍ଭକୁ ଏହା କହିବାକୁ ପଡିବ? ସଦାପ୍ରଭୁଙ୍କଠାରୁ ସତ କୁହ।
ଇଦୋମର ଲୋକମାନେ କହିବେ, ଆମ୍ଭମାନେେ ନିପାତିତ ହାଇେଥିଲୁ ମାତ୍ର ଆମ୍ଭମାନେେ ଆମ୍ଭର ବିଧ୍ବସ୍ତ ନଗରୀକୁ ପୁନଃନିର୍ମାଣ କରିବୁ।
ଯୀଶୁ କିନ୍ତୁ ଚୁପ୍ ରହିଲେ।
ଭୂତାତ୍ମାକୁ ଦୂର କରିବାପାଇଁ ଏଣତେଣେେ ବୁଲୁଥିବା କେତକେ ଯିହୂଦୀୟମାନେ ମଧ୍ଯ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ଯବହାର କରିବାପାଇଁ ଚେ଼ଷ୍ଟା କଲେ। ସମାନେେ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚ଼ାର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମ ରେ ଆଦେଶ ଦେଉଛି।