Home Bibles ଯିହୋଶୂୟ 3:8 · ଓଡ଼ିଆ ବାଇବେଲ
ଯିହୋଶୂୟ 3:8 · ଓଡ଼ିଆ ବାଇବେଲ

ନିଯମ ସିନ୍ଦକ୍ସ୍ଟକ ବାହକ ଯାଜକମାନଙ୍କୁ କକ୍ସ୍ଟହ, 'ପାଣି ରେ ପଶିବା ପୂର୍ବରକ୍ସ୍ଟ ୟର୍ଦ୍ଦନ ନଦୀ କୂଳ ରେ ଠିଆ ହାଇେ ରକ୍ସ୍ଟହ।'

Cross references

ଯାତ୍ରା ପୁସ୍ତକ 14:13

କିନ୍ତୁ ମାଶାେ ସମାନଙ୍କେୁ କହିଲେ, ଭୟ କର ନାହିଁ। ଦୌଡି ପଳାଇବାର ଆବଶ୍ଯକ ନାହିଁ। ଏହିଠା ରେ ଧିରସ୍ଥିର ହାଇେ ଛିଡା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭମାନେେ ମିଶରବାସୀମାନଙ୍କୁ ଆଉ ପୁନ୍ନରାଯ ଦେଖିବ ନାହିଁ।

ଯିହୋଶୂୟ 3:3

ନତେୃବର୍ଗଗଣ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେ ତବେଳେ ଲବେୀୟ ଯାଜକମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କର ନିଯମ ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ଯିବେ, ତୁମ୍ଭମାନେେ ସମସ୍ତେ ସମାନଙ୍କେୁ ଅନକ୍ସ୍ଟସରଣ କରିବା ଉଚିତ୍।

ଯିହୋଶୂୟ 3:17

ପରମେଶ୍ବରଙ୍କ ନିଯମ ସିନ୍ଦକ୍ସ୍ଟକ ନଇେ ଯାଉଥିବା ଯାଜକଗଣ ଦୃଢ ଭାବରେ ୟର୍ଦ୍ଦନ ନଦୀର ମଝି ରେ ଅଟକି ଗଲେ, ଯେ ପର୍ୟ୍ଯନ୍ତ ଇଶ୍ରାୟେଲର ସମସ୍ତ ଲୋକ ଶକ୍ସ୍ଟଖିଲା ଭୂମିରେ ନଦୀ ପାର ହାଇେ ନାହାନ୍ତି।

ଯିହୋଶୂୟ 4:11

ଯେତବେେଳେ ସମସ୍ତ ଲୋକମାନେ ନଦୀ ପାର ହାଇଗେଲେ, ଏହାପରେ ଯାଜକଗଣ ସଦାପ୍ରଭୁଙ୍କର ପବିତ୍ର ନିଯମ ସିନ୍ଦକ୍ସ୍ଟକ ଧରି ୟର୍ଦ୍ଦନ ନଦୀ ପାର ହାଇଗେଲେ।

ପ୍ରଥମ ବଂଶାବଳୀ 15:11

2 ଜଣ ଲୋକ ଆସିଲେ। ଅମ୍ମୀନାଦବ ସମାନଙ୍କେର ନେତା ଥିଲେ। ଏହାପରେ ଦାଉଦ, ଯାଜକ ସାଦୋକ ଓ ଅବିଯାଥରଙ୍କୁ ଆପଣା ନିକଟକୁ ଡାକିଲେ। ଦାଉଦ ଏହିସବୁ ଯାଜକଗଣ ଓ ଲବେୀୟମାନଙ୍କୁ ମଧ୍ଯ ଡାକିଲେ : ଉରିଯଲେ, ଅସାଯ, ଯାୟେଲ, ଶମଯିଯ, ଇଲୀଯଲେ ଓ ଅମ୍ମୀନାଦବ।

ଦିତୀୟ ବଂଶାବଳୀ 17:8

ୟିହୋଶାଫଟ୍ ଏହି ନେତାମାନଙ୍କ ସହିତ ଲବେୀୟମାନଙ୍କୁ ମଧ୍ଯ ପଠାଇଲେ। ସହେି ଲବେୀୟମାନେ ଥିଲେ ଶମଯିଯ, ନଥନିଯ, ସବ୍ଦିଯ, ଅସା ହେଲ, ଶମୀରାମାେତ୍, ୟିହୋନାଥନ, ଅଦୋନିଯ, ଟୋବିୟ, ଟୋବଦୋନିଯ, ଇଲୀଶାମା, ୟି ହରୋମ୍ ଓ ଯାଜକମାନଙ୍କୁ ମଧ୍ଯ ପଠାଇଲେ।

ଦିତୀୟ ବଂଶାବଳୀ 29:4

ହିଜକିଯ ଯାଜକ ଓ ଲବେୀୟମାନଙ୍କୁ ଏକ ସଭା ରେ ସମ୍ମିଳିତ କରାଇଲେ। ମନ୍ଦିରର ପୂର୍ବ ପାଶର୍‌ବସ୍ଥ ଉନ୍ମୁକ୍ତ ପ୍ରାଙ୍ଗଣ ରେ ସେ ସମାନଙ୍କେ ସହିତ ଏକ ସଭା କଲେ।

ଦିତୀୟ ବଂଶାବଳୀ 29:15

ଏହାପରେ ଏହି ଲବେୀୟମାନେ ସମାନଙ୍କେର ଭ୍ରାତାମାନଙ୍କୁ ଏକତ୍ର କଲେ ଓ ମନ୍ଦିରର ପବିତ୍ର ସବୋକାର୍ୟ୍ଯ ନିମନ୍େତ ସମାନଙ୍କେୁ ପ୍ରସ୍ତୁତ କଲେ। ସମାନେେ ରାଜାଙ୍କର ଆଦେଶ ମାନିଲେ, ଯାହାକି ସଦାପ୍ରଭୁଙ୍କଠାରୁ ଆସିଥିଲା।

ଦିତୀୟ ବଂଶାବଳୀ 29:27

ଏହାପରେ ହିଜକିଯ ବଦେୀ ଉପରେ ବଳିଦାନ ଉପହାର ଉତ୍ସର୍ଗ କରିବାକୁ ଆଦେଶ ଦେଲେ। ହାମବେଳି ଉପହାରର ଉତ୍ସର୍ଗ ଯେତବେେଳେ ଆରମ୍ଭ ହେଲା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସଙ୍ଗୀତଗାନ ସେତବେେଳେ ଆରମ୍ଭ ହେଲା। ତୂରୀ ବଜାଗଲା ଓ ଇଶ୍ରାୟେଲ ରାଜା ଦାଉଦଙ୍କ ବାଦ୍ଯୟନ୍ତ୍ର ସବୁ ବଜାଇଲା।

ଦିତୀୟ ବଂଶାବଳୀ 29:30

ରାଜା ହିଜକିଯ ଓ ତାଙ୍କର ପଦାଧିକାରୀମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାଗାନ କରିବାକୁ ଆଦେଶ ଦେଲେ। ସମାନେେ ଦାଉଦ ଓ ଆସଫ ଭବିଷ୍ଯତ୍ବକ୍ତାଙ୍କ ରଚିତ୍ ସଙ୍ଗୀତମାନ ଗାନ କଲେ। ସମାନେେ ପରମେଶ୍ବରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସମାନେେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ବରଙ୍କର ଉପାସନା କଲେ।

ଦିତୀୟ ବଂଶାବଳୀ 30:12

ଆହୁରି ମଧ୍ଯ ଯିହୁଦା ରେ ପରମେଶ୍ବରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରୀତ କଲା, ଯେପରି ସମାନେେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ଯ ହାଇପୋରନ୍ତି। ଏହି ପ୍ରକା ରେ, ସମାନେେ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ।

ଦିତୀୟ ବଂଶାବଳୀ 31:9

ଏହାପରେ ହିଜକିଯ, ଯାଜକ ଓ ଲବେୀୟମାନଙ୍କୁ ଏହି ସ୍ତୁପୀକୃତ ବସ୍ତୁଗୁଡ଼ିକ ବିଷଯ ରେ ପଚାରିଲେ।

ଦିତୀୟ ବଂଶାବଳୀ 35:2

ଯୋଶିୟ ଯାଜକମାନଙ୍କୁ ସମାନଙ୍କେ କାର୍ୟ୍ଯ କରିବା ନିମନ୍ତେ ମନୋନୀତ କଲେ। ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ସବୋକାର୍ୟ୍ଯ କରୁଥିବା ସମୟରେ ସେ ସମାନଙ୍କେୁ ଉତ୍ସାହ ପ୍ରଦାନ କଲେ।

ନିହିମିୟା 12:24

ଲବେୀୟମାନଙ୍କ ପ୍ରଧାନଗଣ, ହଶବିଯ, ଶେ ରବେିଯ ଓ କଦ୍ମୀଯଲରେ ପୁତ୍ର ଯେଶଯ ଓ ସମାନଙ୍କେ ସମ୍ମୁଖସ୍ଥ ଭାତୃଗଣ ପରମେଶ୍ବରଙ୍କ ଲୋକ ଦାଉଦଙ୍କର ଆଜ୍ଞା ଅନୁସାରେ ଦଳଦଳ ହାଇେ ପ୍ରଶଂସା ଓ ଧନ୍ଯବାଦ ଉତ୍ସର୍ଗ କରିବାକୁ ନିୟୁକ୍ତ ହେଲେ।

ନିହିମିୟା 13:22

ଏହାପରେ ମୁଁ ଲବେୀୟମାନଙ୍କୁ ବିଶ୍ରାମଦିନ ପବିତ୍ର କରିବା ନିମନ୍ତେ ନିଜ ନିଜକୁ ଶୁଚି କରିବାକୁ ଓ ଆସି ଦ୍ବାରସବୁ ଜଗିବାକୁ ଆଜ୍ଞା କଲି।

ନିହିମିୟା 13:28

ମହାୟାଜକ ଇଲିଯାଶୀବ୍ର ପୁତ୍ର ଯିହାୟୋଦାରଦାର ପୁତ୍ରମାନଙ୍କ ମଧ୍ଯରୁ ଜଣେ ପୁତ୍ର ହାରୋଣୀଯ ସନ୍ବଲ୍ଲଟର ଜ୍ବାଇଁ ଥିଲା। ମୁଁ ସହେି ଲୋକଙ୍କୁ ମାଠାରୁେ ଗ୍ଭଲିୟିବା ପାଇଁ ବାଧ୍ଯ କରିଥିଲି।

ଯିରିମିୟଙ୍କ ବିଳାପ 3:26

ସଦାପ୍ରଭୁଙ୍କ ଦ୍ବାରା ମୁକ୍ତି ପ୍ରାପ୍ତ ପାଇଁ ଶାନ୍ତ ଭାବରେ ଅପେକ୍ଷା କରିବା ଜଣକ ପ୍ରତି କଲ।

Interlinear

Choose Theme