ଏହାପରେ ହିଜକିଯ ବଦେୀ ଉପରେ ବଳିଦାନ ଉପହାର ଉତ୍ସର୍ଗ କରିବାକୁ ଆଦେଶ ଦେଲେ। ହାମବେଳି ଉପହାରର ଉତ୍ସର୍ଗ ଯେତବେେଳେ ଆରମ୍ଭ ହେଲା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସଙ୍ଗୀତଗାନ ସେତବେେଳେ ଆରମ୍ଭ ହେଲା। ତୂରୀ ବଜାଗଲା ଓ ଇଶ୍ରାୟେଲ ରାଜା ଦାଉଦଙ୍କ ବାଦ୍ଯୟନ୍ତ୍ର ସବୁ ବଜାଇଲା।
Cross references
ଇଶ୍ରାୟେଲର ସମସ୍ତ ଲୋକ ସ୍ବର୍ଗରୁ ଅଗ୍ନି ପଡ଼ିବା ଦେଖିଲେ। ଇଶ୍ରାୟେଲର ଲୋକମାନେ ମନ୍ଦିର ଉପରେ ସଦାପ୍ରଭୁଙ୍କ ମହିମାକୁ ମଧ୍ଯ ଦେଖିପାରିଲେ। ସମାନେେ ଭୂମି ଉପରେ ସମାନଙ୍କେର ମୁଣ୍ଡ ନୁଆଇଁ ଭୂମିଷ୍ଠ ପ୍ରଣାମ କଲେ। ସମାନେେ ସଦାପ୍ରଭୁଙ୍କର ଉପାସନା ଓ ଧନ୍ଯବାଦ କଲେ। ସମାନେେ ଗାଇଲେ, ସଦାପ୍ରଭୁ ଉତ୍ତମ ଅଟନ୍ତି ଓ ତାଙ୍କର ଦୟା ଚିରକାଳ ନିମନ୍ତେ ଅବିରତ ରହିଥାଏ।
ଯାଜକମାନେ ସମାନଙ୍କେର କାର୍ୟ୍ଯ କରିବା ନିମନ୍ତେ ପ୍ରସ୍ତୁତ ହାଇେ ଠିଆ ହାଇେ ରହିଥିଲେ। ଲବେୀୟଗଣ ଯେଉଁ ବାଦ୍ଯୟନ୍ତ୍ରଗୁଡ଼ିକ ସହିତ ଠିଆ ହାଇେ ରହିଥିଲେ, ସଦାପ୍ରଭୁଙ୍କୁ ଧନ୍ଯବାଦ ଦବୋ ନିମନ୍ତେ ସହେି ବାଦ୍ଯ ୟନ୍ତ୍ରଗୁଡ଼ିକ ରାଜା ଦାଉଦଙ୍କ ଦ୍ବାରା ନିର୍ମିତ ହାଇେଥିଲା। ଯାଜକ ଓ ଲବେୀୟମାନେ କହୁଥିଲେ, ସଦାପ୍ରଭୁଙ୍କ ପ୍ ରମେ ଚିରକାଳସ୍ଥାଯୀ ଅଟେ ! ସମାନେେ ଲବେୀୟମାନଙ୍କ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କର ବିପରୀତ ଦିଗ ରେ ଠିଆ ହାଇେ ତୂରୀ ବଜାଇଲେ।
ଯିହାଶାଫେଟ୍ ଲୋକମାନଙ୍କର ଉପଦେଶ ଶୁଣିଲେ। ଏହାପରେ ସେ ଗାଯକମାନଙ୍କୁ ସଦାପ୍ରଭୁଙ୍କ ପ୍ରଶଂସାଗାନ କରିବା ପାଇଁ ନିୟୁକ୍ତ କଲେ, ସମାନେେ ପବିତ୍ର ଚୋଗା ପରିଧାନ କରିଛନ୍ତି। ସମାନେେ ସଦାପ୍ରଭୁଙ୍କର ପ୍ରଶଂସାଗାନ କରି ସୈନ୍ଯଦଳର ସମ୍ମୁଖ ରେ ୟାତ୍ରା କଲେ। ଗାଯକମାନେ ଏହି ଗୀତ ଗାଉଥିଲେ, ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ, କାରଣ ତାଙ୍କର ପ୍ ରମେ ଅନନ୍ତକାଳସ୍ଥାଯୀ।
ଏହାପରେ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିରର ଯତ୍ନ ନବୋ ନିମନ୍ତେ ଯାଜକମାନଙ୍କୁ ମନୋନୀତ କଲେ। ସହେି ଯାଜକମାନେ ଲବେୀୟ ଥିଲେ ଓ ଦାଉଦ ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରର ରକ୍ଷଣାବେକ୍ଷଣ କାର୍ୟ୍ଯର ଦାଯିତ୍ବ ଦଇେଥିଲେ। ସହେି ଲୋକମାନେ ମାଶାଙ୍କେ ନିଯମର ଆଦେଶ ଅନୁୟାଯୀ ସଦାପ୍ରଭୁଙ୍କ ନିକଟରେ ଅଗ୍ନିଦଗ୍ଧ, ଉପହାର ବଳିଦାନ କରୁଥିଲେ। ଦାଉଦ ଯେଉଁ ପ୍ରକାର ଆଜ୍ଞା କରିଥିଲେ, ସମାନେେ ସହେି ପ୍ରକା ରେ ଆନନ୍ଦ ଓ ପ୍ରଶଂସାଗାନ ସହକା ରେ ସହେି ଉପହାର ବଳିଦାନ କଲେ।
ୟିରୁଶାଲମ ରେ ଇଶ୍ରାୟେଲର ସନ୍ତାନମାନେ ତାଡ଼ୀଶୂନ୍ଯ ପାଉଁରୋଟୀର ପର୍ବ ସାତଦିନ ପର୍ୟ୍ଯନ୍ତ ପାଳନ କଲେ। ସମାନେେ ଅତ୍ଯନ୍ତ ଆନନ୍ଦିତ ଥିଲେ। ଲବେୀୟ ଓ ଯାଜକମାନେ ପ୍ରତିଦିନ ସମାନଙ୍କେର ସମସ୍ତ ଶକ୍ତି ସହିତ ସଦାପ୍ରଭୁଙ୍କର ପ୍ରଶଂସା କଲେ।
ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମଯ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସମାନେେ ଚାହିଁଲେ। ସମାନଙ୍କେର ମନୋରଞ୍ଜନ କରିବାକୁ ସମାନେେ ଆମ୍ଭମାନଙ୍କୁ ଡାକିଲେ : ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।