ଦିତୀୟ ବଂଶାବଳୀ 17:8 · ଓଡ଼ିଆ ବାଇବେଲ
ୟିହୋଶାଫଟ୍ ଏହି ନେତାମାନଙ୍କ ସହିତ ଲବେୀୟମାନଙ୍କୁ ମଧ୍ଯ ପଠାଇଲେ। ସହେି ଲବେୀୟମାନେ ଥିଲେ ଶମଯିଯ, ନଥନିଯ, ସବ୍ଦିଯ, ଅସା ହେଲ, ଶମୀରାମାେତ୍, ୟିହୋନାଥନ, ଅଦୋନିଯ, ଟୋବିୟ, ଟୋବଦୋନିଯ, ଇଲୀଶାମା, ୟି ହରୋମ୍ ଓ ଯାଜକମାନଙ୍କୁ ମଧ୍ଯ ପଠାଇଲେ।
Cross references
ଦିତୀୟ ବଂଶାବଳୀ 19:8
ୟିରୁଶାଲମ ରେ ୟିହୋଶାଫଟ୍ କେତକେ ଲବେୀୟ, ଯାଜକ ଓ ଇଶ୍ରାୟେଲୀୟ ବଂଶର ନେତାମାନଙ୍କୁ ବିଚାରକର୍ତ୍ତା ରୂପେ ମନୋନୀତ କଲେ। ୟିରୁଶାଲମର ଲୋକମାନଙ୍କର ସମସ୍ଯା ସମାଧାନ କରିବା ନିମନ୍ତେ ଏହି ଲୋକମାନଙ୍କୁ ସଦାପ୍ରଭୁଙ୍କ ନିଯମ ବ୍ଯବହାର କରିବାର ଥିଲା।
ଏଜ୍ରା 7:1
ଏହିସବୁ ଘଟଣାପରେ ପାରସ୍ଯ ରାଜା ଅର୍ତ୍ତକ୍ଷସ୍ତର ଶାସନ ସମୟରେ ସରାଯର ପୁତ୍ର ଏଜ୍ରା ବାବିଲରୁ ୟାତ୍ରା କଲେ। ଉକ୍ତ ସରାଯ ଅସରିଯର ପୁତ୍ର, ଅସରିଯ ହିଲ୍କିଯର ପୁତ୍ର ଥିଲେ।
ମଲାଖୀ 2:7
ଜଣେ ଯାଜକ ପରମେଶ୍ବରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ୟାଇ ପରମେଶ୍ବରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ।