Home Bibles ଦିତୀୟ ବଂଶାବଳୀ 29:4 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 29:4 · ଓଡ଼ିଆ ବାଇବେଲ

ହିଜକିଯ ଯାଜକ ଓ ଲବେୀୟମାନଙ୍କୁ ଏକ ସଭା ରେ ସମ୍ମିଳିତ କରାଇଲେ। ମନ୍ଦିରର ପୂର୍ବ ପାଶର୍‌ବସ୍ଥ ଉନ୍ମୁକ୍ତ ପ୍ରାଙ୍ଗଣ ରେ ସେ ସମାନଙ୍କେ ସହିତ ଏକ ସଭା କଲେ।

Cross references

ଲେବୀୟ ପୁସ୍ତକ 14:42

ତା'ପରେ ସହେି ବ୍ଯକ୍ତି ନୂତନ ପ୍ରସ୍ତର ନଇେ କାନ୍ଥ ରେ ବସାଇବ ଓ କାନ୍ଥ ଉପରେ ସବୁ ନୂତନ ଲପେ ଲଗାଇବ।

ଦିତୀୟ ବଂଶାବଳୀ 32:6

ଲୋକମାନଙ୍କର ଦାଯିତ୍ବ ନବୋ ନିମନ୍ତେ ହିଜକିଯ ୟୁଦ୍ଧର ପଦାଧିକାରୀମାନଙ୍କୁ ମନୋନୀତ କଲେ। ନଗରଦ୍ବାର ନିକଟସ୍ଥ ଉନ୍ମୁକ୍ତ ସ୍ଥାନ ରେ ସେ ସହେି ପଦାଧିକାରୀମାନଙ୍କୁ ସାକ୍ଷାତ କଲେ। ସେ କହିଲେ,

ନିହିମିୟା 3:29

ସମାନଙ୍କେ ପରେ ଇମ୍ ମାରେର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖ ରେ ଭଗ୍ନ ଅଂଶ ଗଠନ କଲେ। ତା'ପରେ ପୂର୍ବଦ୍ବାରପାଳ ଶିଖନିଯର ପୁତ୍ର ଶମଯିଯ ଜିର୍ଣ୍ଣ ପ୍ରାଚୀର ଗଠନ କଲେ।

ଯିରିମିୟ 19:2

ଆଉ ଲୋକମାନଙ୍କ ମଧ୍ଯରୁ କେତକେ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କ ମଧ୍ଯରୁ କେତକେ ପ୍ରାଚୀନ ଯାଜକଗଣଙ୍କୁ ନିଅ, ଏବଂ ସମାନଙ୍କେୁ ନଇେ ହାର୍ଶିତ ଫାଟକ ପ୍ରବେଶ ସ୍ଥାନରୁ ନିକଟରୁ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରିୟାଅ। ଆଉ ଆମ୍ଭେ ତୁମ୍ଭକୁ ଯାହା କହିବା, ତୁମ୍ଭେ ସହେି ସ୍ଥାନ ରେ ପ୍ରଚାର କର।

Interlinear

Choose Theme