ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳ ରେ ସାକ୍ଷୀ ହବେ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ କଥା କହିଥିଲେ, ପ୍ରେତ୍ୟକକ କଥାକକ୍ସ୍ଟ ଏହା ଶକ୍ସ୍ଟଣି ଅଛି। ତେଣୁ ଏହା ସାକ୍ଷୀ ହାଇେ ଠିଆ ହବେ, ଯାହା ଫଳ ରେ ତୁମ୍ଭେ ସଦାପଭକ୍ସ୍ଟ ତୁମ୍ଭମାନଙ୍କ ପରମେଶ୍ବର ବିରକ୍ସ୍ଟଦ୍ଧ ରେ ୟାଅନାହିଁ।
Cross references
ତେଣୁ ଆମ୍ଭେ ଦୁ ହେଁ ଚୁକ୍ତି ସ୍ଥିର କରିବା, ତାହା ଆମ୍ଭମାନଙ୍କର ସାକ୍ଷୀ ହବେ।
ତେଣୁ ବର୍ତ୍ତମାନ ମୁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି, ସ୍ବର୍ଗ ଓ ପୃଥିବୀକକ୍ସ୍ଟ ସାକ୍ଷୀରଖି କହକ୍ସ୍ଟଛି, ତୁମ୍ଭମାନେେ ଯଦି ଏପରି କର, ତବେେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯେଉଁ ଦେଶକକ୍ସ୍ଟ ଯାଉଛ, ସହେି ଦେଶରକ୍ସ୍ଟ ଶିଘ୍ର ସଠାେରକ୍ସ୍ଟ ନିଃଶଷେରୂପେ ବିନଷ୍ଟ ହବେ। ତୁମ୍ଭମାନେେ ସଠାେରେ ଦୀର୍ଘଜୀବି ହବେ ନାହିଁ।
ଆଜି ମୁ ସ୍ବର୍ଗ ଓ ପୃଥିବୀକକ୍ସ୍ଟ ଡାକକ୍ସ୍ଟଛି, ସାକ୍ଷୀରୂପେ ଜୀବନ ଓ ମୃତକ୍ସ୍ଟ୍ଯ, ଆଶିର୍ବାଦ ଓ ଅଭିଶାପ, ଏହା ଭିତରକ୍ସ୍ଟ ମୁ ତୁମ୍ଭକୁ ପସନ୍ଦ କରିବାକୁ ଦଇେଛି। ତେଣୁ ତୁମ୍ଭମାନେେ ଜୀବନକକ୍ସ୍ଟ ବାଛ। ତବେେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ।
ତେଣୁ ଏହି ସଙ୍ଗୀତ ଲେଖ, ଏବଂ ଇଶ୍ରାୟେଲ ଲୋକମାନଙ୍କୁ ଶିକ୍ଷା ଦିଅ। ତବେେ ଏହି ସଂଗୀତ ମାେ ପାଇଁ ଇଶ୍ରାୟେଲ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ସାକ୍ଷୀ ହବେ।
ତା'ପରେ ସହେିସବୁ କ୍ଲେଶ ଓ ଅମଙ୍ଗଳର କାର୍ୟ୍ଯମାନ ସମାନଙ୍କେ ପାଇଁ ଘଟିବ। ସମାନେେ ବହକ୍ସ୍ଟ ସମସ୍ଯାର ସମ୍ମକ୍ସ୍ଟଖିନ ହବେେ। ସହେି ସମୟରେ ସହେି ଲୋକମାନେ ସହେି ଗୀତ ସ୍ମରଣ କରିବେ। ଏହି ଗୀତ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ସାକ୍ଷୀରୂପେ କାର୍ୟ୍ଯ କରିବ। ମୁ ସମାନଙ୍କେୁ ପ୍ରତିଜ୍ଞା କରିଥିବା ଦେଶକକ୍ସ୍ଟ ଆଣିବା ପୂର୍ବରକ୍ସ୍ଟ ସମାନଙ୍କେର ପ୍ରକୃତି ଜାଣିଥିଲି।
ଏହି ବ୍ଯବସ୍ଥା ପୁସ୍ତକ ନିଅ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିଯମ ସିନ୍ଦକ୍ସ୍ଟକ ଭିତ ରେ ରଖ। ତାହା ସଠାେରେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସାକ୍ଷୀରୂପେ ରହିବ।
ହେ ଆକାଶମଣ୍ତଳ ଶକ୍ସ୍ଟଣ, ମୁ କହିବି, ପୃଥିବୀ ମାରେ ବାକ୍ଯ ଶକ୍ସ୍ଟଣ।
ଏହାର ବାସ୍ତବ କାରଣ ହେଲା, ଆମ୍ଭମାନେେ ଏ ୟଜ୍ଞବଦେୀ ଆମ୍ଭମାନଙ୍କର ଭବିଷ୍ଯତ ବଂଶଧରଗଣଙ୍କ ପାଇଁ ତିଆରି କରିଛକ୍ସ୍ଟ କାରଣ ସମାନେେ ଏହା ଦେଖିଲାପରେ ଜାଣି ପାରିବେ ଯେ ତୁମ୍ଭମାନେେ ଯେଉଁ ସଦାପ୍ରଭୁଙ୍କ ଉପାସନା କରୁଅଛ ଆମ୍ଭମାନେେ ମଧ୍ଯ ସହେି ସଦାପ୍ରଭୁଙ୍କୁ ଉପାସନା କରୁଅଛକ୍ସ୍ଟ। ଏହି ୟଜ୍ଞବଦେୀ ତୁମ୍ଭମାନଙ୍କ ପାଇଁ, ଆମ୍ଭମାନଙ୍କ ପାଇଁ ଓ ଆମ୍ଭର ଭବିଷ୍ଯତ ବଂଶଧରମାନଙ୍କ ପାଇଁ ପ୍ରମାଣ ରହିବ ଯେ, ଆମ୍ଭମାନେେ ସଦାପ୍ରଭୁଙ୍କୁ ଉପାସନା କରୁ। ଆମ୍ଭେ ଶସ୍ଯ ନବୈେଦ୍ଯ, ସହଭାଗିତାର ନବୈେଦ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବକ୍ସ୍ଟ। ତେଣୁ ଭବିଷ୍ଯତ ରେ ତୁମ୍ଭମାନଙ୍କର ପିଲାମାନେ ଆମ୍ଭ ଲୋକମାନଙ୍କୁ କହିବେ ନାହିଁ ଯେ, ତୁମ୍ଭର ସଦାପ୍ରଭୁଙ୍କ ସହିତ କିଛି କରିବାର ନାହିଁ।
ଭବିଷ୍ଯତ ରେ ତୁମ୍ଭମାନଙ୍କର ସନ୍ତାନଗଣ ଏହିପରି କହି ପାରନ୍ତି। ତୁମ୍ଭମାନେେ ଇଶ୍ରାୟେଲୀୟ ନକ୍ସ୍ଟହଁ। ଆମ୍ଭର ସନ୍ତାନଗଣ ହକ୍ସ୍ଟଏତ୍ କହିପାରିନ୍ତି, ' ଦେଖ! ଆମ୍ଭର ପୂର୍ବପୁରୁଷଗଣ ଆମ୍ଭମାନଙ୍କ ପାଇଁ ଏକ ୟଜ୍ଞବଦେୀ ନିର୍ମାଣ କରିଛନ୍ତି। ସହେି ୟଜ୍ଞବଦେୀ ଠିକ୍ ସଦାପ୍ରଭୁ ପରମେଶ୍ବରଙ୍କର ପବିତ୍ର ତକ୍ସ୍ଟମ୍ବୁ ସମ୍ମକ୍ସ୍ଟଖସ୍ଥିତ ତାଙ୍କ ୟଜ୍ଞବଦେୀ ପରି। ଏହି ୟଜ୍ଞବଦେୀ ହୋମ ଉତ୍ସର୍ଗ ପାଇଁ ବ୍ଯବହାର କରାୟାଏ ନାହିଁ। ଏହା କବଳେ ପ୍ରମାଣ ମାତ୍ର, ଯେ ଆମ୍ଭମାନେେ ମଧ୍ଯ ଇଶ୍ରାୟେଲର ଏକ ଅଂଶ।'
ରକ୍ସ୍ଟବନ୍େ ବଂଶଧର ଓ ଗାଦ ବଂଶଧର ସହେି ବଦେୀର ନାମ ଦେଲେ, ସାକ୍ଷୀ ଏହାର ଅର୍ଥ ସଦାପ୍ରଭୁ ଯେ ପରମେଶ୍ବର ଅଟନ୍ତି, ଆମ୍ଭମାନଙ୍କ ମଧ ରେ ଏହାର ଏହି ହେଉଛି ସାକ୍ଷୀ।
ଶାମକ୍ସ୍ଟଯଲେ ଏକ ପଥର ପ୍ରତିଷ୍ଠା କଲେ। ସେ ଏହା କରିବାର ଉଦ୍ଦେଶ୍ଯ ଲୋକମାନଙ୍କୁ ସାହାୟ୍ଯ କରିବା ଏବଂ ସଦାପ୍ରଭୁଙ୍କର ସାହାୟ୍ଯ ମନେ ରଖିବା, ସେ ଏହି ପଥରକକ୍ସ୍ଟ ମିସ୍ଫୀ ଓ ଶନେ ମଧିଅରେ ପ୍ରତିଷ୍ଠା କଲେ ଏହାର ନାମ ସାହାୟ୍ଯକାରୀ ପଥର ରଖିଲେ। ଶାମକ୍ସ୍ଟଯଲେ କହିଲେ, ସଦାପ୍ରଭୁ ଆମ୍ଭକକ୍ସ୍ଟ ଏ ସ୍ଥାନ ରେ ସବୁ ପ୍ରକାର ସାହାୟ୍ଯ କରିଛନ୍ତି।
କିନ୍ତୁ ସହେିସବୁ କଦର୍ୟ୍ଯ କାମ ଭିତରୁ କୌଣସି ମୁଁ କବେେ କରି ନାହିଁ। ପରମେଶ୍ବରଙ୍କ ଦଣ୍ଡକୁ ମୁଁ ସବୁବେଳେ ଭୟ କରେ। ତାଙ୍କର ମହିମା ମାେତେ ଭୟଭୀତ କରେ।
ଯଦି ମାରେ ଆବଶ୍ଯକତାଠାରୁ ଅଧିକ ଥାଏ, ତବେେ ମୁଁ ହୁଏତ ଚିନ୍ତା କରିପା ରେ ଯେ, ମୁଁ ପରମେଶ୍ବରଙ୍କୁ ଦରକାର କରେ ନାହିଁ। ଯଦି ମୁଁ ଗରିବ, ତବେେ ମୁଁ ଚୋରି ହୁଏତ କରିବି ଓ ପରମେଶ୍ବରଙ୍କ ନାମକୁ ଲଜ୍ଜ୍ଯା ଆଣିବି।
ହେ ସ୍ବର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ସଦାପ୍ରଭୁ କହିଛନ୍ତି, ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସମାନେେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।
ତୁମ୍ଭ କାନ୍ଥ ରେ ଲାଗିଥିବା ପଥର ତୁମ୍ଭ ବିରୁଦ୍ଧ ରେ କଥା କହିବ। ଏପରିକି ତୁମ୍ଭ ଛାତ ରେ ଲାଗିଥିବା କାଠର ବର୍ଗାଗୁଡିକ ତୁମ୍ଭେ ଭୂଲ୍ ବୋଲି ରାଜି ହବେ।
କିନ୍ତୁ ଯେଉଁ ଲୋକ ସମସ୍ତଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ ସେ ମାେତେ ବିଶ୍ବାସ କରେ ନାହିଁ, ତବେେ ମୁଁ ମଧ୍ଯ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଆଗ ରେ କହିବି ଯେ ସେ ଲୋକ ମାେ ନିଜ ଲୋକ ନୁହେଁ।