Home Bibles ☰ Books ଯିହୋଶୂୟ 22:34 · ଓଡ଼ିଆ ବାଇବେଲ
ଯିହୋଶୂୟ 22:34 · ଓଡ଼ିଆ ବାଇବେଲ

ରକ୍ସ୍ଟବନ୍େ ବଂଶଧର ଓ ଗାଦ ବଂଶଧର ସହେି ବଦେୀର ନାମ ଦେଲେ, ସାକ୍ଷୀ ଏହାର ଅର୍ଥ ସଦାପ୍ରଭୁ ଯେ ପରମେଶ୍ବର ଅଟନ୍ତି, ଆମ୍ଭମାନଙ୍କ ମଧ ରେ ଏହାର ଏହି ହେଉଛି ସାକ୍ଷୀ।

Cross references

ଆଦି ପୁସ୍ତକ 31:48

ଲାବନ ଯାକୁବକୁ କହିଲା, ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହାଇେ ରହିଲାା ଯେଉଁଥି ପାଇଁ ତାହାର ନାମ ଗଲଯଦ ଓ ମିସ୍ପା ରଖିଲା।

ଯିହୋଶୂୟ 22:27

ଏହାର ବାସ୍ତବ କାରଣ ହେଲା, ଆମ୍ଭମାନେେ ଏ ୟଜ୍ଞବଦେୀ ଆମ୍ଭମାନଙ୍କର ଭବିଷ୍ଯତ ବଂଶଧରଗଣଙ୍କ ପାଇଁ ତିଆରି କରିଛକ୍ସ୍ଟ କାରଣ ସମାନେେ ଏହା ଦେଖିଲାପରେ ଜାଣି ପାରିବେ ଯେ ତୁମ୍ଭମାନେେ ଯେଉଁ ସଦାପ୍ରଭୁଙ୍କ ଉପାସନା କରୁଅଛ ଆମ୍ଭମାନେେ ମଧ୍ଯ ସହେି ସଦାପ୍ରଭୁଙ୍କୁ ଉପାସନା କରୁଅଛକ୍ସ୍ଟ। ଏହି ୟଜ୍ଞବଦେୀ ତୁମ୍ଭମାନଙ୍କ ପାଇଁ, ଆମ୍ଭମାନଙ୍କ ପାଇଁ ଓ ଆମ୍ଭର ଭବିଷ୍ଯତ ବଂଶଧରମାନଙ୍କ ପାଇଁ ପ୍ରମାଣ ରହିବ ଯେ, ଆମ୍ଭମାନେେ ସଦାପ୍ରଭୁଙ୍କୁ ଉପାସନା କରୁ। ଆମ୍ଭେ ଶସ୍ଯ ନବୈେଦ୍ଯ, ସହଭାଗିତାର ନବୈେଦ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବକ୍ସ୍ଟ। ତେଣୁ ଭବିଷ୍ଯତ ରେ ତୁମ୍ଭମାନଙ୍କର ପିଲାମାନେ ଆମ୍ଭ ଲୋକମାନଙ୍କୁ କହିବେ ନାହିଁ ଯେ, ତୁମ୍ଭର ସଦାପ୍ରଭୁଙ୍କ ସହିତ କିଛି କରିବାର ନାହିଁ।

ଯିହୋଶୂୟ 24:27

ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳ ରେ ସାକ୍ଷୀ ହବେ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ କଥା କହିଥିଲେ, ପ୍ରେତ୍ୟକକ କଥାକକ୍ସ୍ଟ ଏହା ଶକ୍ସ୍ଟଣି ଅଛି। ତେଣୁ ଏହା ସାକ୍ଷୀ ହାଇେ ଠିଆ ହବେ, ଯାହା ଫଳ ରେ ତୁମ୍ଭେ ସଦାପଭକ୍ସ୍ଟ ତୁମ୍ଭମାନଙ୍କ ପରମେଶ୍ବର ବିରକ୍ସ୍ଟଦ୍ଧ ରେ ୟାଅନାହିଁ।

ପ୍ରଥମ ରାଜାବଳୀ 18:39

ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, ସଦାପ୍ରଭୁ ହିଁ ପରମେଶ୍ବର, ସଦାପ୍ରଭୁ ହିଁ ପରମେଶ୍ବର।

ଯିଶାଇୟ 19:19

ସହେି ସମୟରେ ମିଶରର ମଧ୍ଯ ସ୍ଥାନ ରେ ସଦାପ୍ରଭୁଙ୍କ ପାଇଁ ଏକ ୟଜ୍ଞବଦେୀ ହବେ ଏବଂ ତାହାର ସୀମା ନିକଟରେ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ତମ୍ଭ ରହିବ।

ଯିଶାଇୟ 43:10

ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ଆମ୍ଭର ସାକ୍ଷୀ ଓ ତୁମ୍ଭମାନେେ ମାରେ ମନୋନୀତ ଦାସ। କାରଣ ତୁମ୍ଭମାନେେ ମାଠାେ ରେ ବିଶ୍ବାସ ରଖନ୍ତୁ ବୋଲି ପ୍ରଚାର କରିବ ଓ ଆମ୍ଭେ ସହେି ଅଟୁ ବୋଲି ସମାନେେ ଯେପରି ବୁଝିବେ। ଆମ୍ଭେ ପ୍ରକୃତ ପରମେଶ୍ବର, ପୂର୍ବରୁ କହେି ପରମେଶ୍ବର ନ ଥିଲେ କି ପ ରେ କହେି ଈଶ୍ବର ହବେେ ନାହିଁ।

ମାଥିଉଲିଖିତ ସୁସମାଚାର 4:10

ଯୀଶୁ ତାକୁ କହିଲେ, ଶୟତାନ, ମାେ ପାଖରୁ ଦୂରହୁଅ। କାରଣ ଶାସ୍ତ୍ର ରେ ଲଖାେଅଛି:

Interlinear

Choose Theme