Home Bibles ଦିତୀୟ ବିବରଣ 4:26 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 4:26 · ଓଡ଼ିଆ ବାଇବେଲ

ତେଣୁ ବର୍ତ୍ତମାନ ମୁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି, ସ୍ବର୍ଗ ଓ ପୃଥିବୀକକ୍ସ୍ଟ ସାକ୍ଷୀରଖି କହକ୍ସ୍ଟଛି, ତୁମ୍ଭମାନେେ ଯଦି ଏପରି କର, ତବେେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯେଉଁ ଦେଶକକ୍ସ୍ଟ ଯାଉଛ, ସହେି ଦେଶରକ୍ସ୍ଟ ଶିଘ୍ର ସଠାେରକ୍ସ୍ଟ ନିଃଶଷେରୂପେ ବିନଷ୍ଟ ହବେ। ତୁମ୍ଭମାନେେ ସଠାେରେ ଦୀର୍ଘଜୀବି ହବେ ନାହିଁ।

Cross references

ଲେବୀୟ ପୁସ୍ତକ 18:28

ତୁମ୍ଭମାନେେ ଯଦି ସହେି ଘୃଣା ଯୋଗ୍ଯ କର୍ମ କର, ତବେେ ଦେଶକୁ ଅଶୁଚି କରିବ। ଦେଶ ଯେପରି ତୁମ୍ଭର ପୂର୍ବବର୍ତ୍ତୀ ନିବାସୀମାନଙ୍କୁ ଉଦ୍ଗାର କଲା, ସହେିପରି ସେ ତୁମ୍ଭମାନଙ୍କୁ ଉଦ୍ଗାର କରିବ।

ଲେବୀୟ ପୁସ୍ତକ 26:31

ଆମ୍ଭେ ତୁମ୍ଭର ନଗର ସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ରସ୍ଥାନ ସକଳ ଶୂନ୍ଯ କରିବା। ଆଉ ଆମ୍ଭେ ତୁମ୍ଭମାନଙ୍କର ଦତ୍ତ ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ।

ଦିତୀୟ ବିବରଣ 8:19

କବେେ ବି ତୁମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶଓରଙ୍କୁ ଭକ୍ସ୍ଟଲିବ ନାହିଁ। ଅନ୍ୟ ଦବେତାଗଣଙ୍କକ୍ସ୍ଟ ମାନିବ ନାହିଁ କି ତାଙ୍କର ସବୋ କରିବ ନାହିଁ। ଯଦି ତୁମ୍ଭମାନେେ ଏପରି କର, ତବେେ ମୁ ତୁମ୍ଭମାନଙ୍କୁ ସତର୍କ କରାଇଦେଉଛି ତୁମ୍ଭମାନେେ ନିଶ୍ଚିତ ରେ ବିନଷ୍ଟ ହବେ।

ଦିତୀୟ ବିବରଣ 28:20

ତୁମ୍ଭେ ଯଦି କକ୍ସ୍ଟକର୍ମ କର ଏବଂ ସଦାପ୍ରଭୁଙ୍କ ପ୍ରତି ବିମକ୍ସ୍ଟଖ ହକ୍ସ୍ଟଅ, ତବେେ ସେ ତୁମ୍ଭର ସର୍ବଦା ଅମଙ୍ଗଳ କରିବେ। ତୁମ୍ଭର ସବୁ କାର୍ୟ୍ଯ ରେ ହତୋତ୍ସାହ ଓ ଅସକ୍ସ୍ଟବିଧା ଜନ୍ମିବ। ତୁମ୍ଭେ ସଐୂର୍ଣ ଭାବରେ ବିନାଶ ହବୋ ପର୍ୟ୍ଯନ୍ତ ସେ ତୁମ୍ଭର ଏହିପରି କରିବେ। ସେ ତକ୍ସ୍ଟମ୍ଭ ପ୍ରତି ଏପରି କରିବେ କାରଣ ତୁମ୍ଭେ ତାଙ୍କଠା ରେ ବିମକ୍ସ୍ଟଖ ହାଇେଛ ଓ ତାଙ୍କଠାରକ୍ସ୍ଟ ଦୂ ରଇେ ରହିଛ।

ଦିତୀୟ ବିବରଣ 29:28

ପକ୍ସ୍ଟଣି ସଦାପ୍ରଭୁ କୋର୍ଧ ରେ ଓ ପ୍ରଚଣ୍ତତା ରେ ଓ ମହା କୋପରେ ସମାନଙ୍କେ ଦେଶରକ୍ସ୍ଟ ସମାନଙ୍କେୁ ଉତ୍ପାଟନ କଲେ ଓ ସମାନଙ୍କେୁ ଅନ୍ୟ ଦେଶ ରେ ନିକ୍ଷପେ କଲେ, ଯେଉଁଠା ରେ ସମାନେେ ଆଜି ଅଛନ୍ତି।'

ଦିତୀୟ ବିବରଣ 30:18

ତବେେ ତୁମ୍ଭମାନେେ ଧ୍ବଂସ ହବେ। ମୁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି। ଯଦି ତୁମ୍ଭେ ସଦାପ୍ରଭୁଙ୍କଠାରୁ ବିମକ୍ସ୍ଟଖ ହବେ। ୟର୍ଦ୍ଦନର ସପୋରିସ୍ଥ ଭୂମିରେ ଯେଉଁଠାକକ୍ସ୍ଟ ତୁମ୍ଭମାନେେ ୟିବା ପାଇଁ ପ୍ରସ୍ତକ୍ସ୍ଟତ ସଠାେରେ ତୁମ୍ଭମାନେେ ବେଶିଦିନ ବଞ୍ଚିପାରିବ ନାହିଁ।

ଦିତୀୟ ବିବରଣ 30:19

ଆଜି ମୁ ସ୍ବର୍ଗ ଓ ପୃଥିବୀକକ୍ସ୍ଟ ଡାକକ୍ସ୍ଟଛି, ସାକ୍ଷୀରୂପେ ଜୀବନ ଓ ମୃତକ୍ସ୍ଟ୍ଯ, ଆଶିର୍ବାଦ ଓ ଅଭିଶାପ, ଏହା ଭିତରକ୍ସ୍ଟ ମୁ ତୁମ୍ଭକୁ ପସନ୍ଦ କରିବାକୁ ଦଇେଛି। ତେଣୁ ତୁମ୍ଭମାନେେ ଜୀବନକକ୍ସ୍ଟ ବାଛ। ତବେେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ।

ଦିତୀୟ ବିବରଣ 31:28

ତୁମ୍ଭମାନଙ୍କର ପ୍ରାଚୀନବର୍ଗମାନଙ୍କୁ ଓ ପରିବାରବର୍ଗମାନଙ୍କୁ ମାେ ନିକଟରେ ଏକତ୍ର କର। ମୁ ସମାନଙ୍କେୁ ଏହି କଥାମାନ କହିବି। ସ୍ବର୍ଗ ଓ ପୃଥିବୀ ମାରେ ସାକ୍ଷୀ ହବେେ।

ଦିତୀୟ ବିବରଣ 32:1

ହେ ଆକାଶମଣ୍ତଳ ଶକ୍ସ୍ଟଣ, ମୁ କହିବି, ପୃଥିବୀ ମାରେ ବାକ୍ଯ ଶକ୍ସ୍ଟଣ।

ଯିହୋଶୂୟ 23:16

ଏହିପରି ଭାବରେ ଘଟିବ ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ସଙ୍ଗ ରେ କରିଥିବା ଚକ୍ସ୍ଟକ୍ତିର ଖିଲାପ କର। ତୁମ୍ଭେ ପାଇଥିବା ସମସ୍ତ ଭୂମି ହରାଇବ ଯଦି ତୁମ୍ଭେ ଅନ୍ୟ ଲୋକମାନଙ୍କର ପ୍ରଭକ୍ସ୍ଟଙ୍କକ୍ସ୍ଟ ଉପାସନା କର ବା ଅନ୍ୟ ଦବେତାମାନଙ୍କୁ ସବୋ କର, ତବେେ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କୋପଦୃଷ୍ଟି ପକାଇବେ। ଏହାପରେ ତୁମ୍ଭକୁ ସଦାପ୍ରଭୁ ଦଇେଥିବା ଭଲ ଭୂମିକକ୍ସ୍ଟ ହରାଇବାକକ୍ସ୍ଟ ପଡିବ।

ଯିଶାଇୟ 1:2

ହେ ସ୍ବର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ସଦାପ୍ରଭୁ କହିଛନ୍ତି, ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସମାନେେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।

ଯିଶାଇୟ 6:11

ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, ପ୍ରଭୋ ! ମୁଁ କେତକୋଳ ଏହା କରିବି ?'

ଯିଶାଇୟ 24:1

ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ବଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ଯ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି।

ଯିରିମିୟ 2:12

ହେ ସ୍ବର୍ଗ, ଚକିତ ଓ ଭୟ ରେ କମ୍ପିତ ହୁଅ। ସଦାପ୍ରଭୁ ଏହା କହିଲେ।

ଯିରିମିୟ 6:19

ହେ ପୃଥିବୀବାସୀ ଶୁଣ, ଆଉ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପ ରେ ଅମଙ୍ଗଳ ଆଣିବା। କାରଣ ସମାନେେ ଆମ୍ଭ ବାକ୍ଯ ରେ ଅବଧାନ କରିନାହାନ୍ତି ଓ ଆମ୍ଭର ବ୍ଯବସ୍ଥାକୁ ଅମାନ୍ଯ କରିଅଛନ୍ତି।

ଯିରିମିୟ 22:29

ହେ ପୃଥିବୀ, ଯିହୁଦା ଦେଶ ! ସଦାପ୍ରଭୁଙ୍କ ବାକ୍ଯ ଶୁଣ।

ଯିରିମିୟ 44:22

ତା'ପ ରେ ତୁମ୍ଭମାନଙ୍କର ଦୁଷ୍କର୍ମ କୃତ ଘୃଣ୍ଯକର୍ମ ଯୋଗୁଁ ସଦାପ୍ରଭୁ ଆଉ ସହ୍ଯ କରିପାରିଲେ ନାହିଁ, ତେଣୁ ତୁମ୍ଭମାନଙ୍କର ଦେଶ ନିବାସ ବିହୀନ ହାଇେ ଶୂନ୍ଯ ମରୁ ରେ ପରିଣତ ହାଇେଅଛି। ଲୋକମାନେ ଏହାକୁ ଅଭିଶାପ ରୂପେ ବ୍ଯବହାର କରନ୍ତି।

ଯିହିଜିକଲ 33:28

ଏବଂ ମୁଁ ଇଶ୍ରାୟେଲ ଦେଶକୁ ବିନଷ୍ଟ ଓ ଶୂନ୍ଯ କରିବି। ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହବେ। ପୁଣି ଇଶ୍ରାୟେଲର ପର୍ବତଗଣ ନିର୍ଜ୍ଜନ ହବେେ, ଆଉ କହେି ତାହା ମଧ୍ଯ ଦଇେ ଗମନାଗମନ କରିବେ ନାହିଁ।

ଯିହିଜିକଲ 36:4

ଏଣୁ ହେ ଇଶ୍ରାୟେଲର ପର୍ବତଗଣ, ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ଶୁଣ, ଇଶ୍ରାୟେଲର ପର୍ବତଗଣକୁ, ଉପପର୍ବତମାନଙ୍କୁ, ଜଳପ୍ରବାହଗୁଡ଼ିକୁ, ଉପତ୍ୟକାମାନଙ୍କୁ, ଧ୍ବଂସ ଶୂନ୍ଯ ସ୍ଥାନଗୁଡ଼ିକୁ, ପରିତ୍ଯପ୍ତ ଓ ଲୁଣ୍ଠିତ ନଗରଗୁଡ଼ିକୁ ଓ ଯେଉଁମାନେ ଅନ୍ୟ ଜାତିମାନଙ୍କ ଦ୍ବାରା ପରିବେଷ୍ଟିତ ହାଇେ ଉପହାସିତ ହାଇେଛନ୍ତି, ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି।

ମୀଖା 1:2

ହେ ସମସ୍ତ ଲୋକେ, ଶୁଣ! ହେ ପୃଥିବୀ ଓ ତନ୍ମଧ୍ଯସ୍ଥ ସମସ୍ତେ ଶୁଣ। ମାରେ ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ। ତୁମ୍ଭମାନଙ୍କ ବିରୁଦ୍ଧ ରେ ସେ ସାକ୍ଷ୍ଯ ସ୍ବରୂପ ଆସିବେ।

ମୀଖା 6:2

ସଦାପ୍ରଭୁଙ୍କର ଏକ ଅଭିଯୋଗ ଲୋକମାନଙ୍କ ବିରୁଦ୍ଧ ରେ ଅଛି। ତେଣୁ ହେ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ, ସଦାପ୍ରଭୁଙ୍କର ଅଭିଯୋଗ ଶୁଣ, ଇଶ୍ରାୟେଲ ଭୂଲ୍ ବୋଲି ପ୍ରମାଣିତ ହବେ।

ଲୂକଲିଖିତ ସୁସମାଚାର 21:24

କେତକେ ଲୋକଙ୍କୁ ସୈନ୍ଯମାନେ ମାରି ଦବେେ। ଅନ୍ୟ କେତକଙ୍କେୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆୟିବ। ଅଣଯିହୂଦୀଲୋକ ସମାନଙ୍କେର ସମୟ ଶଷେ ନ ହବୋ ପର୍ୟ୍ଯନ୍ତ ପବିତ୍ର ନଗର ୟିରୁଶାଲମକୁ ପଦଦଳିତ କରିବେ।

Interlinear

Choose Theme