ଯଦି ଆମ୍ଭେ ଯାତନା ସହିବା, ତା' ହେଲେ ଆମ୍ଭେ ତାଙ୍କ ସହିତ ଶାସନ କରିବା। ଯଦି ଆମ୍ଭେ ତାଙ୍କୁ ଗ୍ରହଣ କରିବା ପାଇଁ ମନା କରିବା, ତା' ହେଲେ ସେ ଆମ୍ଭକୁ ଗ୍ରହଣ କରିବା ପାଇଁ ମନା କରିବେ।
Cross references
ଯଦି ମାରେ ଆବଶ୍ଯକତାଠାରୁ ଅଧିକ ଥାଏ, ତବେେ ମୁଁ ହୁଏତ ଚିନ୍ତା କରିପା ରେ ଯେ, ମୁଁ ପରମେଶ୍ବରଙ୍କୁ ଦରକାର କରେ ନାହିଁ। ଯଦି ମୁଁ ଗରିବ, ତବେେ ମୁଁ ଚୋରି ହୁଏତ କରିବି ଓ ପରମେଶ୍ବରଙ୍କ ନାମକୁ ଲଜ୍ଜ୍ଯା ଆଣିବି।
କିନ୍ତୁ ଯେଉଁ ଲୋକ ସମସ୍ତଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ ସେ ମାେତେ ବିଶ୍ବାସ କରେ ନାହିଁ, ତବେେ ମୁଁ ମଧ୍ଯ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଆଗ ରେ କହିବି ଯେ ସେ ଲୋକ ମାେ ନିଜ ଲୋକ ନୁହେଁ।
ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ଯ ପୁତ୍ର ତାହାଙ୍କର ମହାନ ସିଂହାସନ ପାଖ ରେ ବସିବ ଓ ତୁମ୍ଭମାନେେ ମଧ୍ଯ ଯେଉଁମାନେ ମାେତେ ଅନୁସରଣ କରୁଛ, ସିଂହାସନ ପାଖ ରେ ବସିବ। ତୁମ୍ଭମାନେେ ବାରଟି ସିଂହାସନ ଉପରେ ବସିବ ଏବଂ ଇଶ୍ରାୟେଲର ବାରଟି ବଂଶର ଲୋକମାନଙ୍କର ବିଚ଼ାର କରିବ।
ପିତର ଏକଥା ଶୁଣି କହିଲେ, ମୁଁ ବରଂ ଆପଣଙ୍କ ସହିତ ମୃତ୍ଯୁ ବରଣ କରିବି, କିନ୍ତୁ କବେେ ହେଲେ ଆପଣଙ୍କୁ ଚିହ୍ନିନାହିଁ ବୋଲି କହିବିନାହିଁ। ପୁଣି ଅନ୍ୟ ସମସ୍ତ ଶିଷ୍ଯମାନେ ସହେି ଏକା କଥା କହିଲେ।
ଏବେ ପିତରଙ୍କର, ଯୀଶୁ କହିଥିବା କଥା ମନେ ପଡ଼ିଲା। ଯୀଶୁ କହିଥିଲେ, କୁକୁଡ଼ା ଡ଼ାକିବା ପୂର୍ବରୁ ତୁମ୍ଭେ ମାେତେ ଜାଣିନାହଁ ବୋଲି ତିନିଥର ଅସ୍ବୀକାର କରିବ। ପିତର ବାହାରକୁ ବାହାରିଯାଇ ବ୍ଯାକୁଳ ହାଇେ କାନ୍ଦିବାକୁ ଲାଗିଲେ।
ଏହି ୟୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ଯଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କହେି ଲୋକ ମାେ ନାମ ଓ ମାେ ଉପଦେଶ ୟୋଗୁ ଲଜ୍ଜା ବୋଧ କରେ ତବେେ ମନୁଷ୍ଯ ପୁତ୍ର ଯେତବେେଳେ ସ୍ବର୍ଗ ଦୂତମାନଙ୍କ ସହିତ ନିଜ ପରମ-ପିତାଙ୍କ ମହିମା ସହିତ ଆସିବେ, ସେତବେେଳେ ସେ ମଧ୍ଯ ସହେି ଲୋକ ୟୋଗୁ ଲଜ୍ଜା ବୋଧ କରିବେ।
ଯୀଶୁ କହିଲେ, ଶୁଣ, ଆମ୍ଭମାନେେ ୟିରୁଶାଲମକୁ ଯାଉଛୁ। ମନୁଷ୍ଯପୁତ୍ରଙ୍କୁ ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ହାତ ରେ ଦଇେ ଦିଆୟିବ ଏବଂ ସମାନେେ ତାହାଙ୍କୁ ମୃତ୍ଯୁ ଦଣ୍ଡଦବୋ ପାଇଁ ଅଣଯୀହୂଦୀମାନଙ୍କୁ ସମର୍ପି ଦବେେ।
ଯଦି କୌଣସି ଲୋକ ମାେ ପାଇଁ ବା ମାେ ଉପଦେଶ ପାଇଁ ଲଜ୍ଜିତ ହାଇେଥାଏ, ତବେେ ମୁଁ ମଧ୍ଯ ତା ପାଇଁ ଲଜ୍ଜିତ ହବେି। ଯେତବେେଳେ ମନୁଷ୍ଯ ପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ବର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତବେେଳେ ସେ ତା ପାଇଁ ଲଜ୍ଜିତ ହବେେ।
କିନ୍ତୁ ଯେଉଁ ଲୋକ ଅନ୍ୟମାନଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ, ସେ ମାଠାେ ରେ ବିଶ୍ବାସ କରନୋହିଁ, ତବେେ ମୁଁ ମଧ୍ଯ ପରମେଶ୍ବରଙ୍କ ଦୂତମାନଙ୍କ ଆଗ ରେ କହିବି ଯେ ସେ ଲୋକ ମାେ ନିଜ ଲୋକ ନୁହେଁ।
ସମାନେେ ସେ ସ୍ଥାନଗୁଡ଼ିକରେ ଶିଷ୍ଯମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ବାସ ରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସମାନେେ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନକେ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।
ଆମ୍ଭେ ଯଦି ପରମେଶ୍ବରଙ୍କର ସନ୍ତାନ, ତା ହେଲେ ପରମେଶ୍ବର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ବରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ଯ ଏହି ଆଶୀର୍ବାଦ ପାଇବୁ। କାନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହା ହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ଯ ମହିମାର ଅଧିକାରୀ ହବୋ।
ଯେଉଁ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଅଛନ୍ତି ସମାନଙ୍କେୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ ଯେ ଈଶ୍ବରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍ଭମାନେେ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତୃମାନେ ବିନାଶ ହବେେ।
ତୁମ୍ଭମାନଙ୍କଠା ରେ ପରସ୍ପର ପ୍ରତି ଥିବା ପ୍ ରମେ ଭାବ ମଧ୍ଯ ବୃଦ୍ଧି ପାଉଛି। ଅତଏବ, ପରମେଶ୍ବରଙ୍କର ଅନ୍ୟ ମଣ୍ଡଳୀମାନଙ୍କଠା ରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରୁ। ଯେପ୍ରକା ରେ ତୁମ୍ଭମାନେେ ଦୃଢ଼ ରହିଛ ଏବଂ ତୁମ୍ଭର ବିଶ୍ବାସ ରହିଛି, ଆମ୍ଭେ ଏହା ବିଷୟ ରେ ପରମେଶ୍ବରଙ୍କ ଅନ୍ୟ ମଣ୍ଡଳୀଗୁଡ଼ିକରେ କହୁ। ତୁମ୍ଭମାନେେ ଦୁଃଖ କଷ୍ଟ ଓ ଅନକେ ଅସୁବିଧାର ସମ୍ମୁଖୀନ ହେଉଛ ; କିନ୍ତୁ ତୁମ୍ଭମାନେେ ନିଜର ଦୃଢ଼ତା ଓ ବିଶ୍ବାସ ଆଦୌ ନ ହରାଇ ଆଗଇେ ଚାଲିଛ।
ବରଂ ତୁମ୍ଭେ ଖୁସି ହବୋ ଉଚତ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହାଇେଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲା ବେଳେ ତୁମ୍ଭେ ଖୁସି ହବେ ଓ ଆନନ୍ଦ ରେ ପୂର୍ଣ୍ଣ ହବେ।
ତବେେ ମିଥ୍ଯାବାଦୀ କିଏ ? ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ଅସ୍ବୀକାର କରେ, ସେ ହେଉଛି ମିଥ୍ଯାବାଦୀ। ସେ ଖ୍ରୀଷ୍ଟଙ୍କର ଶତ୍ରୁ। ସେ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ବୀକାର କରେ।
କେତକେ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳ ରେ ପ୍ରବେଶ କରିଛନ୍ତି। ସମାନେେ ସମାନଙ୍କେର କାର୍ୟ୍ଯ ପାଇଁ ଦୋଷୀ ବିବଚେିତ ହାଇେ ସାରିଲଣେି। ଭବିଷ୍ଯଦ୍ ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟ ରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ବରଙ୍କର ବିରୋଧୀ। ସମାନେେ ପାପପୂର୍ଣ୍ଣ କାର୍ୟ୍ଯ କରିବା ପାଇଁ ଆମ୍ଭ ପରମେଶ୍ବରଙ୍କର ଅନୁଗ୍ରହକୁ ଅପବ୍ଯବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।
ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ଯ ସ୍ବରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ବରଙ୍କର ସବୋ ରେ ଯାଜକ ରୂପେ ନିୟୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ୟୁଗେ ୟୁଗେ ହେଉ। ଆମେନ୍।
ଯୀଶୁଙ୍କ ଦୁଃଖ ଭୋଗ ରାଜ୍ଯ ଓ ର୍ଧୈୟ୍ଯ ରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ବରଙ୍କ ବାକ୍ଯ ପ୍ରଚାର ଓ ଯୀଶୁଙ୍କର ସାକ୍ଷୀ ହବୋ ହତେୁ ନିର୍ବାସିତ ହାଇେ ପାତ୍ମ ଦ୍ବୀପରେ ଥିଲି କାରଣ ମୁଁ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କଲି। ମୁଁ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦଲେି।
ମୁଁ ଜାଣେ ଯେ, ଶୟତାନର ସିଂହାସନ ଯେଉଁଠା ରେ ରହିଛି, ସହେି ନଗର ରେ ତୁମ୍ଭେ ବାସ କରୁଛ। ତଥାପି ତୁମ୍ଭେ ମାେ ପ୍ରତି ନିଷ୍ଠାବାନ ହାଇେଅଛ ଏପରିକି, ଶୟତାନ ବାସ କରୁଥିବା ସହେି ନଗର ରେ ମାରେ ବିଶ୍ବସ୍ତ ସାକ୍ଷୀ ଆନ୍ତିପାଙ୍କୁ ହତ୍ଯା କରାୟିବା ସମୟରେ ମଧ୍ଯ ତୁମ୍ଭେ ମାେ'ଠା ରେ ବିଶ୍ବାସ କରୁଅଛ ବୋଲି ଅସ୍ବୀକାର କରି ନ ଥିଲା।
ମୁଁ ତୁମ୍ଭର ସବୁକାର୍ୟ୍ଯ ଜାଣେ। ଦେଖ, ମୁଁ ତୁମ୍ଭ ସମ୍ମୁଖ ରେ ଗୋଟିଏ ଦ୍ବାର ଖାେଲା ରଖିଛି। କହେି ତାହାକୁ ବନ୍ଦ କରିପାରିବେ ନାହିଁ। ମୁଁ ଜାଣେ, ତୁମ୍ଭେ ଦୁର୍ବଳ। କିନ୍ତୁ ତୁମ୍ଭେ ମାରେ ଶିକ୍ଷା ଅନୁସରଣ କରିଛ। ତୁମ୍ଭେ ମାେ ନାମ ଉଚ୍ଚାରଣ କରିବା ପାଇଁ କବେେ ଭୟ କରିନାହଁ।
ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ଯ ସ୍ବରୂପ, ଓ ଆମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଯାଜକଗଣ କରିଅଛ। ସମାନେେ ଏ ପୃଥିବୀ ଉପରେ ରାଜତ୍ବ କରିବେ।
ତା'ପରେ ମୁଁ ତିନୋଟି ସିଂହାସନ ଓ ତା'ଉପରେ ଲୋକମାନଙ୍କୁ ବସିଥିବାର ଦେଖିଲି। ସହେି ଲୋକମାନଙ୍କୁ ବିଚାର କରିବାର ଶକ୍ତି ଦିଆଯାଇଥିଲା। ଯୀଶୁଙ୍କ ପାଇଁ ସାକ୍ଷୀ ହବୋ ଓ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କରିବା ହତେୁ ଯେଉଁମାନଙ୍କୁ ମାରି ଦିଆଯାଇଥିଲା, ମୁଁ ସହେି ଲୋକମାନଙ୍କର ଆତ୍ମାକୁ ଦେଖିଲି। ସହେି ଲୋକମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ। ସମାନେେ ତାହାଙ୍କ କପାଳ ରେ ବା ହାତ ରେ ସହେି ପଶୁର ଚିହ୍ନ ଧାରଣ କରି ନ ଥିଲେ। ସମାନେେ ପୁନର୍ବାର ଜୀବିତ ହେଲେ ଓ ଖ୍ରୀଷ୍ଟଙ୍କ ସହିତ ଏକହଜାର ବର୍ଷ ପର୍ୟ୍ଯନ୍ତ ଶାସନ କଲେ।
ଏହି ପ୍ରଥମ ପୁନରୁତ୍ଥାନ ରେ ଯେଉଁମାନେ ଅଂଶୀ ହୁଅନ୍ତି, ସମାନେେ ଧନ୍ଯ ଓ ପବିତ୍ର। ଏମାନଙ୍କ ଉପରେ ଦ୍ବିତୀୟ ମୃତ୍ଯୁର କୌଣସି କ୍ଷମତା ନାହିଁ। ସହେି ଲୋକମାନେ ପରମେଶ୍ବରଙ୍କର ଓ ଖ୍ରୀଷ୍ଟଙ୍କର ଯାଜକ ହବେେ। ସମାନେେ ତାହାଙ୍କ ସହିତ ଏକହଜାର ବର୍ଷ ପର୍ୟ୍ଯନ୍ତ ଶାସନ କରିବେ।