ଯିହୋଶୂୟ 24:28 · ଓଡ଼ିଆ ବାଇବେଲ
ଏହାପରେ ଯିହାଶୂେୟ ଉପସ୍ଥିତ ସମସ୍ତ ଲୋକମାନଙ୍କୁ ଗୃହକକ୍ସ୍ଟ ଫରେିୟିବା ପାଇଁ କହିଲେ। ତେଣୁ ପ୍ରେତ୍ୟକକ ଲୋକ ନିଜ ନିଜ ଦେଶକକ୍ସ୍ଟ ଫରେିଗଲେ।
Cross references
ଗଣନା ପୁସ୍ତକ 36:7
ଅଧିକାର ଗୋଟିଏ ପରିବାରବର୍ଗରୁ ଅନ୍ୟ ଗୋଟିଏ ପରିବାରବର୍ଗକୁ ୟିବା ଉଚିତ୍ ନୁହଁ। ଇଶ୍ରାୟେଲ ପ୍ରେତ୍ୟକକ ବ୍ଯକ୍ତି ସମାନଙ୍କେର ଭୂମିର ଅଧିକାର ନିଜ ନିଜ ପରିବାରବର୍ଗଙ୍କ ମଧିଅରେ ରଖିବା ଉଚିତ୍।
ଗଣନା ପୁସ୍ତକ 36:9
ଏକ ପରିବାରବର୍ଗରୁ ଅନ୍ୟ ପରିବାରବର୍ଗକୁ ଅଧିକାର ୟିବ ଉଚିତ୍ ନାହିଁ। ଇଶ୍ରାୟେଲର ପ୍ରେତ୍ୟକକ ପରିବାରବର୍ଗ ସମାନଙ୍କେ ଅଧିକାର ମଧିଅରେ ରହିବେ।
ଯିହୋଶୂୟ 22:6
ଏହାପରେ ୟିହୋଶୂଯ ସମାନଙ୍କେୁ ଆଶୀର୍ବାଦ କଲେ ଓ ପଠଇେ ଦେଲେ। ଏବଂ ସମାନେେ ସମାନଙ୍କେର ଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲେ।
ବିଚାରକର୍ତାମାନଙ୍କ ବିବରଣ 2:6
ଏହାପରେ ୟିହୋଶୂଯ ସମସ୍ତଙ୍କକ୍ସ୍ଟ ଗୃହକକ୍ସ୍ଟ ୟିବା ପାଇଁ କହିଲେ। ଏବଂ ଇଶ୍ରାୟେଲର ପରିବାରବର୍ଗ ସମାନଙ୍କେର ନିଜ ଭୂମି ଅଧିକାର କରିବାକୁ ନିଜ ଜାଗାକକ୍ସ୍ଟ ଗଲେ।
ନିହିମିୟା 11:20
ଇଶ୍ରାୟେଲର ଯାଜକମାନଙ୍କର ଓ ଲବେୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗର ରେ ପ୍ରେତ୍ୟକକ ନିଜ ନିଜର ସମ୍ପତ୍ତି ରେ ରହିଲେ।