Home Bibles ☰ Books ଯିହୋଶୂୟ 23:14 · ଓଡ଼ିଆ ବାଇବେଲ
ଯିହୋଶୂୟ 23:14 · ଓଡ଼ିଆ ବାଇବେଲ

ମାରେ ମୃତକ୍ସ୍ଟ୍ଯ ସମୟ ନିକଟ ହେଲାଣି। ତୁମ୍ଭମାନେେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦଇେଛନ୍ତି। ଏବଂ ତକ୍ସ୍ଟମ୍ଭ ପାଇଁ କ'ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦଇେଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତକ୍ସ୍ଟମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକକ୍ସ୍ଟ ସବୁ ଦଇେଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି।

Cross references

ଆଦି ପୁସ୍ତକ 47:29

ଇଶ୍ରାୟେଲଙ୍କର ମରଣ ଦିନ ପାଖଇେ ଆସିବାରୁ ସେ ଆପଣା ପୁତ୍ର ଯୋଷଫଙ୍କେୁ ଡ଼ାକି କହିଲେ, ମୁଁ ଯବେେ ତୁମ୍ଭ ସାକ୍ଷାତ ରେ ଅନୁଗ୍ରହ ପାଇଲି, ତବେେ ବିନଯ କରୁଅଛି, ତୁମ୍ଭେ ମାେ ଜଙ୍ଘ ରେ ହସ୍ତ ଦିଅ। ପୁଣି ମାେ ପ୍ରତି ଦୟା ଓ ସତ୍ଯ ବ୍ଯବହାର କରି ମାେତେ ଏହି ମିଶର ଦେଶ ରେ କବର ଦିଅ ନାହିଁ।

ଯାତ୍ରା ପୁସ୍ତକ 3:8

ଏଥି ନିମନ୍ତେ ଆମ୍ଭେ ସମାନଙ୍କେୁ ମିଶରୀଯମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ଯକୁ ୟିବି। ଆମ୍ଭେ ସମାନଙ୍କେୁ ସେ ଭୂମିରୁ ଏକ ଉତ୍ତମ ଭୂମିକୁ ନଇୟିବୋ, ଯେଉଁଠା ରେ ପ୍ରଚୁର ପରିମାଣ ରେ ଦୁଗ୍ଧ ଓ ମହୁର ବନ୍ଯା ଛୁଟୁଥିବ। ସଠାେରେ ସମାନଙ୍କେ ପାଇଁ କୌଣସି ଅସୁବିଧ ହବେନାହିଁ। ତୁମ୍ଭେ ସଠାେରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ଯମାନ ମିଳିବ। ବହୁଦେଶୀଯ ଲୋକମାନେ ସଠାେରେ ବାସ କରୁଥିବେ। କିଣାନୀଯ, ହିତ୍ତୀଯ, ଇମାରେୀୟ, ପିରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ଯେଉଁ ସ୍ଥାନ ରେ ବାସ କରନ୍ତି ତୁମ୍ଭମାନେେ ସହେିଠା ରେ ବାସ କରିବ।

ଯାତ୍ରା ପୁସ୍ତକ 23:27

ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ସହିତ ୟୁଦ୍ଧ କରିବ ସେ ସମୟରେ ମାରେ ମହାନ୍ ଶକ୍ତି ତୁମ୍ଭମାନଙ୍କର ସହାୟ ହବେ। ତୁମ୍ଭମାନେେ ତୁମ୍ଭର ସମସ୍ତ ଶତୃମାନଙ୍କୁ ୟୁଦ୍ଧ ରେ ପରାସ୍ତ କରିବ। ଯେଉଁମାନେ ତୁମ୍ଭ ସହିତ ୟୁଦ୍ଧ କରିବେ ସମାନେେ ଇତଃସ୍ତତ ହାଇେ ଦୌଡି ପଳାଇବେ।

ଲେବୀୟ ପୁସ୍ତକ 26:3

ତୁମ୍ଭେ ଯଦି ତାହା କର, ତବେେ ମାରେ କରୁଣା ଦୃଷ୍ଟି ପାଇବ। ଦରକାର ଅନୁସାରେ ତୁମ୍ଭେ ବୃଷ୍ଟି ପାଇବ। ଆମ୍ଭର ସମସ୍ତ ବ୍ଯବସ୍ଥା ଓ ଆଜ୍ଞା ପାଳନ କର ଓ ମାନି ଚଳ।

ଗଣନା ପୁସ୍ତକ 23:19

ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!

ଦିତୀୟ ବିବରଣ 28:1

ବର୍ତ୍ତମାନ ତୁମ୍ଭମାନେେ ଯଦି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସ୍ବର ଶକ୍ସ୍ଟଣ ଏବଂ ସମସ୍ତ ଆଜ୍ଞା ପାଳନ କର, ଯାହା ମୁ ଆଜି ତୁମ୍ଭକୁ କହକ୍ସ୍ଟଅଛି, ତବେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ପୃଥିବୀର ଅନ୍ୟ ଜାତିଗଣ ଅପେକ୍ଷା ବହକ୍ସ୍ଟ ଉଚ୍ଚ ରେ ରଖିବେ।

ଯିହୋଶୂୟ 21:43

ଏହିପରି ଭାବରେ ସଦାପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ଇଶ୍ରାୟେଲୀୟବାସୀଙ୍କ ସମ୍ମକ୍ସ୍ଟଖ ରେ ତାକକ୍ସ୍ଟ ପକ୍ସ୍ଟରଣ କଲେ। ସେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିବା ଜାଗା ସମାନଙ୍କେୁ ଦେଲେ। ଲୋକମାନେ ସେ ଜମିକକ୍ସ୍ଟ ନିଜ ଅଧିକାରକକ୍ସ୍ଟ ନେଲେ ଓ ସଠାେରେ ବାସ କଲେ।

ଯିହୋଶୂୟ 21:45

ସଦାପ୍ରଭୁ ଇଶ୍ରାୟେଲ ବଂଶକକ୍ସ୍ଟ ଯେଉଁ ଉତ୍ତମ ପ୍ରତିଜ୍ଞା କରିଥିଲେ, ସେଥି ମଧ୍ଯରକ୍ସ୍ଟ ଗୋଟିଏ ହେଲ କଥା ବିଫଳ ହେଲାନାହିଁ। ସଦାପ୍ରଭୁଙ୍କର ସମସ୍ତ କଥା ସଫଳ ହେଲା।

ପ୍ରଥମ ଶାମୁୟେଲ 3:19

ତା'ପରେ ଶାମକ୍ସ୍ଟଯଲେ ବଡ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ରହିଲେ। ସଦାପ୍ରଭୁ ତାଙ୍କର କୌଣସି ବାକ୍ଯ ମିଛ ହବୋକକ୍ସ୍ଟ ଦେଲେ ନାହିଁ।

ପ୍ରଥମ ରାଜାବଳୀ 2:2

ମୁଁ ପାର୍ଥିବ ମଣିଷ ପରି ମୃତ୍ଯୁବରଣ କରିବାକୁ ଯାଉଛି। ଏଣୁ ତୁମ୍ଭେ ବଳବାନ୍ ହୁଅ ଓ ପୁରୁଷତ୍ବ ପ୍ରକାଶ କର।

ପ୍ରଥମ ରାଜାବଳୀ 8:56

ସଦାପ୍ରଭୁ ୟିଏ ଆପଣାର ପ୍ରତିଜ୍ଞାନୁସା ରେ ଇଶ୍ରାୟେଲକୁ ସମସ୍ତ ଲୋକମାନଙ୍କୁ ବିଶ୍ରାମ ଦଇେଅଛନ୍ତି, ସେ ପ୍ରଶଂସିତ ହୁଅନ୍ତୁ; ସେ ମାଶାଙ୍କେୁ ଯେଉଁ ପ୍ରତିଜ୍ଞା କରିଥିଲେ, ସହେି ସମସ୍ତ ଉତ୍ତମ ପ୍ରତିଜ୍ଞାଗୁଡିକର ଗୋଟିଏ ହେଲେ ବିଫଳ ହାଇନୋହିଁ।

ଆୟୁବ ପୁସ୍ତକ 30:23

ମୁଁ ଜାଣେ ତୁମ୍ଭେ ମୃତ୍ଯୁ ଆଡ଼କୁ କଢ଼ାଇ ଦବେ। ପ୍ରେତ୍ୟକକ ଜୀବିତ ବ୍ଯକ୍ତି ନିଶ୍ଚଯ ମରିବେ।

ଉପଦେଶକ 9:10

ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।

Interlinear

Choose Theme