ତା'ପରେ ଶାମକ୍ସ୍ଟଯଲେ ବଡ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ରହିଲେ। ସଦାପ୍ରଭୁ ତାଙ୍କର କୌଣସି ବାକ୍ଯ ମିଛ ହବୋକକ୍ସ୍ଟ ଦେଲେ ନାହିଁ।
Cross references
ଏହାପରେ ଅବିମଲକେ ଏବଂ ଫୀଖୋଲ୍ ନାମକ ଅବା୍ରହାମଙ୍କର ସନୋପତି ଅବ୍ରହାମଙ୍କୁ କହିଲେ, ପରମେଶ୍ବର ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ସହାୟ ଅଟନ୍ତି।
କିନ୍ତୁ ସଦାପ୍ରଭୁ ଯୋଷଫେକୁ ସହାୟ ହେଲେଓ ଯୋଷଫେ ଜଣେ ଭାଗ୍ଯବାନ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀଯ କର୍ତ୍ତାର ଗୃହ ରେ ବାସ କଲେ।
ପୋଟୀଫର ଦେଖିଲା ଯେ ସଦାପ୍ରଭୁ ଯୋଷଫେକୁ ସହାୟ ଅଟନ୍ତି। ପୋଟୀଫର ଦେଖିଲା ସଦାପ୍ରଭୁ ସହାୟ ଯୋଗୁଁ ସେ ଯେଉଁ କାର୍ୟ୍ଯ କରୁଛି ତାହା ସୁଚାରୁ ରୂପେ କରି ପାରୁଛି।
କିନ୍ତୁ ସଦାପ୍ରଭୁ ଯୋଷଫେର ସହାୟ ଥିଲେ। ସଦାପ୍ରଭୁ ତାହାପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟି ରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ।
ଯଦି କୌଣସି ଭବିଷ୍ଯଦ୍ବକ୍ତା କ ହେ ସେ ସଦାପ୍ରଭୁଙ୍କ ନାମ ଅନକ୍ସ୍ଟସା ରେ କହକ୍ସ୍ଟଛି, କିନ୍ତୁ ସପରେି ଯଦି କିଛି ନହକ୍ସ୍ଟଏ, ତବେେ ତୁମ୍ଭମାନେେ ଜାଣିବ ଯେ ସଦାପ୍ରଭୁ ଏପରି କହି ନାହାଁନ୍ତି। ତୁମ୍ଭମାନେେ ଏହା ଜାଣିବ ଯେ ସହେି ଭବିଷ୍ଯଦ୍ବକ୍ତା ଜଣଙ୍କ ତାଙ୍କର ମନରକ୍ସ୍ଟ ଏପରି କହକ୍ସ୍ଟଛନ୍ତି। ତୁମ୍ଭମାନେେ ଏପରି ଲୋକମାନଙ୍କୁ ଭୟ କରିବ ନାହିଁ।
ସଦାପ୍ରଭୁ ଇଶ୍ରାୟେଲ ବଂଶକକ୍ସ୍ଟ ଯେଉଁ ଉତ୍ତମ ପ୍ରତିଜ୍ଞା କରିଥିଲେ, ସେଥି ମଧ୍ଯରକ୍ସ୍ଟ ଗୋଟିଏ ହେଲ କଥା ବିଫଳ ହେଲାନାହିଁ। ସଦାପ୍ରଭୁଙ୍କର ସମସ୍ତ କଥା ସଫଳ ହେଲା।
ଏହାପରେ ସହେି ସ୍ତ୍ରୀ ଜଣଙ୍କ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦଲୋ। ସେ ତାଙ୍କର ନାମ ଶାମ୍ଶାେନ୍ ରଖିଲେ। ଶାମ୍ଶାେନ୍ ସଦାପ୍ରଭୁଙ୍କର ଆଶୀର୍ବାଦରକ୍ସ୍ଟ ବଢିବାକକ୍ସ୍ଟ ଲାଗିଲେ।
ଏହାପରେ ସମାନେେ ଆପଣା ଗୃହକକ୍ସ୍ଟ ଫରେିଗଲେ। ପକ୍ସ୍ଟଣି ସଦାପ୍ରଭୁ ହାନ୍ନା ପ୍ରତି ଦୟା କଲେ ଓ ସେ ତିନି ପକ୍ସ୍ଟତ୍ର ଓ ଦକ୍ସ୍ଟଇ କନ୍ଯା ପ୍ରସବ କଲା। ଏଥି ମଧିଅରେ ବାଳକ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ଉପସ୍ଥିତି ରେ ବଢିଲା।
କିନ୍ତୁ ବାଳକ ଶାମକ୍ସ୍ଟଯଲେ କ୍ରମେ କ୍ରମେ ବଡ ହେଲା ଆଉ ପରମେଶ୍ବରଙ୍କର ଓ ଲୋକମାନଙ୍କର ଅନକ୍ସ୍ଟଗ୍ରହ ପାତ୍ର ହେଲା।
ଗ୍ଭକର କହିଲା, ଏ ସହର ରେ ଜଣେ ପରମେଶ୍ବରଙ୍କ ଲୋକ ଅଛନ୍ତି। ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ତାଙ୍କର ସମସ୍ତ ଭବିଷ୍ଯବାଣୀ ସତ ହକ୍ସ୍ଟଏ। ଗ୍ଭଲ, ସଠାେକକ୍ସ୍ଟ ୟିବା, ପରମେଶ୍ବରଙ୍କ ଲୋକ ଆମକକ୍ସ୍ଟ ଗଧମାନଙ୍କର ସନ୍ଧାନ ଦଇପୋରନ୍ତି।
ସମ୍ଭବତଃ ସହେି ସମସ୍ତ ଚିହ୍ନ ଅତିକ୍ରମ କରିବାକୁ ଲାଗିଲା, ତୁମ୍ଭେ ଯାହା କରିବାକୁ ପସନ୍ଦ କରିବ ତାହା କରିବ। କାରଣ ପରମେଶ୍ବର ତକ୍ସ୍ଟମ୍ଭ ସହିତ ଅଛନ୍ତି।
ୟକ୍ସ୍ଟବକମାନଙ୍କ ମଧ୍ଯରକ୍ସ୍ଟ ଜଣେ ଉତ୍ତର ଦଇେ କହିଲା, ଦେଖନ୍ତକ୍ସ୍ଟ ମୁ ବୈଥ୍ଲହମେୀଯ ୟିଶୀର ଏକ ପକ୍ସ୍ଟତ୍ରଙ୍କକ୍ସ୍ଟ ଦେଖିଅଛି। ସେ ବୀଣା ବଜାଇବା ରେ ନିପୂଣ ଓ ମହାବିକ୍ରମଶାଳୀ ୟୋଦ୍ଧା ଓ କଥା ରେ ବିଜ୍ଞ, ଆଉ ରୂପବାନ ପକ୍ସ୍ଟଣି ସଦାପ୍ରଭୁ ତାଙ୍କ ପାଖେ ପାଖେ ଅଛନ୍ତି।
ଶାଉଲ ଦାଉଦଙ୍କକ୍ସ୍ଟ ବହକ୍ସ୍ଟତ ୟକ୍ସ୍ଟଦ୍ଧକକ୍ସ୍ଟ ପଠାଇଲେ ଓ ସେ କୃତକାର୍ୟ୍ଯ ହେଲ। ଏଣୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିୟକ୍ସ୍ଟକ୍ତ କଲେ ଓ ଏହା ଶାଉଲଙ୍କର ଅଧିକାରୀମାନଙ୍କ ସମତେ ସମସ୍ତଙ୍କକ୍ସ୍ଟ ଖକ୍ସ୍ଟସି କଲା।
ପକ୍ସ୍ଟଣି ଶାଉଲ ଦାଉଦଙ୍କକ୍ସ୍ଟ ଭୟ କଲେ କାରଣ ସଦାପ୍ରଭୁ ତାଙ୍କ ସଙ୍ଗ ରେ ଥିଲେ ଓ ଶାଉଲଙ୍କକ୍ସ୍ଟ ତ୍ଯାଗ କଲେ।
ସଦାପ୍ରଭୁ ଦାଉଦଙ୍କ ସହିତ ଥିଲେ। ତେଣୁ ଦାଉଦ ପ୍ରେତ୍ୟକକ କ୍ଷେତ୍ର ରେ ବିଜଯୀ ହେଲେ।
ସଦାପ୍ରଭୁ ୟିଏ ଆପଣାର ପ୍ରତିଜ୍ଞାନୁସା ରେ ଇଶ୍ରାୟେଲକୁ ସମସ୍ତ ଲୋକମାନଙ୍କୁ ବିଶ୍ରାମ ଦଇେଅଛନ୍ତି, ସେ ପ୍ରଶଂସିତ ହୁଅନ୍ତୁ; ସେ ମାଶାଙ୍କେୁ ଯେଉଁ ପ୍ରତିଜ୍ଞା କରିଥିଲେ, ସହେି ସମସ୍ତ ଉତ୍ତମ ପ୍ରତିଜ୍ଞାଗୁଡିକର ଗୋଟିଏ ହେଲେ ବିଫଳ ହାଇନୋହିଁ।
ଏବେ ତୁମ୍ଭମାନେେ ଜାଣ ସଦାପ୍ରଭୁ ଯାହା ଆହାବ୍ ବଂଶ ବିଷଯ ରେ କହିଥିଲେ, ତାହା ନିଶ୍ଚଯ ଘଟିବ। ସଦାପ୍ରଭୁ ତାଙ୍କର ଦାସ ଏଲିଯ ଦ୍ବାରା ଯାହା କହିଥିଲେ ତାହା ଆଜି ସଫଳ କରାଇଛନ୍ତି।
ଏହିପରି ଭାବରେ ସଦାପ୍ରଭୁଙ୍କ ବାକ୍ଯ ସତ୍ଯ ହେଲା। ସେ ଯହେୂଙ୍କୁ କହିଥିଲେ ତାଙ୍କର ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଇଶ୍ରାୟେଲର ସିଂହାସନ ରେ ଉପବିଷ୍ଟ ହବେେ, ତାହା ସହେିପରି ଘଟିଲା।
'ସଦାପ୍ରଭୁ ଏହା କହନ୍ତି, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ବିବାସୀ ଲୋକମାନଙ୍କ ଉପରେ ଅମଙ୍ଗଳ ଘଟାଇବା। ଏହି ପୁସ୍ତକରେ ଲିଖିତ ଯିହୁଦା ରାଜାଙ୍କ ପଠିତ ବାକ୍ଯ ଅନୁସାରେ ସମସ୍ତ ଅମଙ୍ଗଳ ଘଟାଇବା।
ତୁମ୍ଭେ ଯେତବେେଳେ ଦୁଃଖ ରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହବେୁ। ଜଳ ମଧିଅରେ ଗମନ କଲା ବେଳେ ତୁମ୍ଭର ସଙ୍ଗୀ ହବେୁ। ଫଳ ରେ ତୁମ୍ଭେ ଜଳ ରେ ମଗ୍ନ ହବେ ନାହିଁ। ଅଗ୍ନି ରେ ଗମନ କଲା ବେଳେ ଦଗ୍ଧିଭୂତ ହବେ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ।
ଆମ୍ଲଭ ଆମ୍ଭ ଦାସର ବାକ୍ଯ ତୁଚ୍ଛ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ଯ ଉତ୍ତମସବାଲି ଆମ୍ଲଭସଦଖାଇ ଦଲଉ।
ସହେିପରି ଆମ୍ଭ ମୁଖ ନିଃସୃତ ବାକ୍ଯ ନିଷ୍ଫଳ ହାଇେ ଆମ୍ଭ ନିକଟକୁ ଫରେି ଆସିବ ନାହିଁ ; ମାତ୍ର ଆମ୍ଭ ଇଚ୍ଛାନୁସା ରେ ଆମ୍ଭ ବାକ୍ଯ ସିଦ୍ଧ ହବେ ଏବଂ ଯେଉଁ କାର୍ୟ୍ଯ ପାଇଁ ଆମ୍ଭେ ପ୍ ରରଣେ କରିଛୁ, ତାହା ସଫଳ ହବେ।
ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)
ସ୍ବର୍ଗଦୂତ ସହେି କନ୍ଯା ପାଖକୁ ଆସି କହିଲେ, ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।
ଶିଶୁଟି ଏହିପରି ବଢିବାକୁ ଲାଗିଲା ଓ ଆତ୍ମା ରେ ଦୃଢରୁ ଦୃଢତର ହବୋକୁ ଲାଗିଲା। ଇଶ୍ରାୟେଲ ରେ ଉପଦେଶ ପ୍ରଦାନ କରିବାର ଶକ୍ତି ପାଇବା ପର୍ୟ୍ଯନ୍ତ ଯୋହନ ଅନ୍ୟ ଲୋକଙ୍କଠାରୁ ଦୂର ରେ ଏକ ସ୍ଥାନ ରେ ରହିଥିଲେ।
ସାନ ଶିଶୁଟି ଦିନକୁ ଦିନ ବଢିବାକୁ ଲାଗିଲେ। ସେ ହୃଷ୍ଟପୃଷ୍ଟ ଓ ବୁଦ୍ଧିମାନ ହବୋକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ବରଙ୍କର ଆଶୀର୍ବାଦ ଥିଲା।
ଯୀଶୁ ଜ୍ଞାନ ରେ, ଶରୀର ରେ ଏବଂ ପରମେଶ୍ବର ଓ ମନୁଷ୍ଯମାନଙ୍କ ଅନୁଗ୍ରହ ରେ ବଢିବାକୁ ଲାଗିଲେ।
ଭାଇ ଓ ଭଉଣୀମାନେ ! ମୁଁ ଏବେ ବିଦାୟ ନେଉଛି। ସିଦ୍ଧ ହବୋକୁ ଚେଷ୍ଟା କର। ମୁଁ ଯେପରି କହିଛି ସହେିପରି କାମ କରୁଥାଅ। ସମସ୍ତେ ଏକ ମନ ରେ ଓ ଶାନ୍ତି ରେ ରୁହ। କବେେ ଶାନ୍ତି ଓ ପ୍ ରମରେ ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିବେ।
ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ପରମେଶ୍ବରଙ୍କ ପ୍ ରମେ, ଓ ପବିତ୍ରଆତ୍ମାଙ୍କ ସହାୟତା ତୁମ୍ଭ ସମସ୍ତଙ୍କର ସହବର୍ତ୍ତୀ ହେଉ।
ତୁମ୍ଭର ଆତ୍ମା ସହିତ ପ୍ରଭୁ ରୁହନ୍ତୁ। ତୁମ୍ଭ ସମସ୍ତଙ୍କ ଉପରେ ତାହାଙ୍କର ଅନୁଗ୍ରହ ରହୁ।