Home Bibles ଯିହୋଶୂୟ 23:13 · ଓଡ଼ିଆ ବାଇବେଲ
ଯିହୋଶୂୟ 23:13 · ଓଡ଼ିଆ ବାଇବେଲ

ସହେି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବା ରେ ଓ ଘଉଡାଇ ଦବୋ ରେ ତୁମ୍ଭର ପକ୍ଷ ହବେେ ନାହିଁ। ଏହି ଲୋକମାନେ ତକ୍ସ୍ଟମ୍ଭ ପାଇଁ ଏକ ଫାଶ ପରି ହବେେ। ସମାନେେ ତକ୍ସ୍ଟମ୍ଭ ପିଠି ପାଇଁ ଗ୍ଭବକ୍ସ୍ଟକ୍ ପରି ଓ ତକ୍ସ୍ଟମ୍ଭ ଆଖି ପାଇଁ କଣ୍ଟା ପରି ହବେେ। ଯେପର୍ୟ୍ଯନ୍ତ ତୁମ୍ଭେ ସହେି ଉତ୍ତମ ଦେଶ ଛାଡିବା ପାଇଁ ବାଧ୍ଯ ନ ହାଇେଛ, ଯାହା ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଇେଥିଲେ।

Cross references

ଯାତ୍ରା ପୁସ୍ତକ 23:33

ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ। ସେମାନେ ବାସ କଲେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ। ତୁମ୍ଭେ ଯେବେ ସେମାନଙ୍କ ଦେବତାଗଣଙ୍କୁ ପୂଜା କର, ତେବେ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।”

ଲେବୀୟ ପୁସ୍ତକ 26:31

ଆମ୍ଭେ ତୁମ୍ଭର ନଗର ସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ରସ୍ଥାନ ସକଳ ଶୂନ୍ଯ କରିବା। ଆଉ ଆମ୍ଭେ ତୁମ୍ଭମାନଙ୍କର ଦତ୍ତ ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ।

ଗଣନା ପୁସ୍ତକ 33:55

ଯଦି ତୁମ୍ଭମାନେେ ସହେି ଦେଶନିବାସୀମାନଙ୍କୁ ନିଜ ସମ୍ମୁଖରୁ ତଡି ବାହାର କରି ନ ଦବେ, ଯେଉଁମାନେ ବାସ କରିବେ, ସମାନେେ ତୁମ୍ଭମାନଙ୍କ ଚକ୍ଷୁ ରେ କଣ୍ଟା ସ୍ବରୂପ ଓ ତୁମ୍ଭମାନଙ୍କ ପାଶର୍‌ବ ରେ କଣ୍ଟକ ସ୍ବରୂପ ହବେେ। ତୁମ୍ଭମାନେେ ବାସ କରିବ, ସମାନେେ ତୁମ୍ଭମାନଙ୍କ ପାଇଁ ବହୁ ଦୁଃଖ ଆଣିବେ।

ଦିତୀୟ ବିବରଣ 4:26

ତେଣୁ ବର୍ତ୍ତମାନ ମୁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି, ସ୍ବର୍ଗ ଓ ପୃଥିବୀକକ୍ସ୍ଟ ସାକ୍ଷୀରଖି କହକ୍ସ୍ଟଛି, ତୁମ୍ଭମାନେେ ଯଦି ଏପରି କର, ତବେେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯେଉଁ ଦେଶକକ୍ସ୍ଟ ଯାଉଛ, ସହେି ଦେଶରକ୍ସ୍ଟ ଶିଘ୍ର ସଠାେରକ୍ସ୍ଟ ନିଃଶଷେରୂପେ ବିନଷ୍ଟ ହବେ। ତୁମ୍ଭମାନେେ ସଠାେରେ ଦୀର୍ଘଜୀବି ହବେ ନାହିଁ।

ଦିତୀୟ ବିବରଣ 7:16

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତ ରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସମାନଙ୍କେୁ ଗ୍ରାସ କରିବ। ତୁମ୍ଭର ଚକ୍ଷକ୍ସ୍ଟ ସମାନଙ୍କେୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସମାନଙ୍କେ ଦବଗେଣକକ୍ସ୍ଟ ସବୋ କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ବରୂପ ହବେ।

ଦିତୀୟ ବିବରଣ 28:63

ସଦାପ୍ରଭୁ ଦିନେ ଆନନ୍ଦ ଥିଲେ, ତୁମ୍ଭମାନଙ୍କୁ ଖକ୍ସ୍ଟସି କରି ଓ ତୁମ୍ଭମାନଙ୍କର ସଂଖ୍ଯା ବଢାଇ। ଠିକ୍ ସହେିପରି ସଦାପ୍ରଭୁ ଆନନ୍ଦ ଖକ୍ସ୍ଟସି ଦବେେ ତୁମ୍ଭମାନଙ୍କୁ ହ୍ରସକରି ଓ ବିନାଶ କରି। ତୁମ୍ଭମାନେେ ଅଧିକାର କରିବାକୁ ଯାଉଥିବା ଦେଶକକ୍ସ୍ଟ ଅନ୍ୟମାନେ ଅଧିକାର କରି ନବେେ।

ଦିତୀୟ ବିବରଣ 29:28

ପକ୍ସ୍ଟଣି ସଦାପ୍ରଭୁ କୋର୍ଧ ରେ ଓ ପ୍ରଚଣ୍ତତା ରେ ଓ ମହା କୋପରେ ସମାନଙ୍କେ ଦେଶରକ୍ସ୍ଟ ସମାନଙ୍କେୁ ଉତ୍ପାଟନ କଲେ ଓ ସମାନଙ୍କେୁ ଅନ୍ୟ ଦେଶ ରେ ନିକ୍ଷପେ କଲେ, ଯେଉଁଠା ରେ ସମାନେେ ଆଜି ଅଛନ୍ତି।'

ଦିତୀୟ ବିବରଣ 30:18

ତବେେ ତୁମ୍ଭମାନେେ ଧ୍ବଂସ ହବେ। ମୁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି। ଯଦି ତୁମ୍ଭେ ସଦାପ୍ରଭୁଙ୍କଠାରୁ ବିମକ୍ସ୍ଟଖ ହବେ। ୟର୍ଦ୍ଦନର ସପୋରିସ୍ଥ ଭୂମିରେ ଯେଉଁଠାକକ୍ସ୍ଟ ତୁମ୍ଭମାନେେ ୟିବା ପାଇଁ ପ୍ରସ୍ତକ୍ସ୍ଟତ ସଠାେରେ ତୁମ୍ଭମାନେେ ବେଶିଦିନ ବଞ୍ଚିପାରିବ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 2:2

କିନ୍ତୁ ଏହାର ପ୍ରତି ବଦଳ ରେ ତୁମ୍ଭମାନେେ ସହେି ଦେଶ ରେ ଲୋକମାନଙ୍କ ସହିତ କୌଣସି ନିଯମ କରିବା ଉଚିତ୍ ନକ୍ସ୍ଟହଁ। ତୁମ୍ଭମାନେେ ସମାନଙ୍କେର ୟଜ୍ଞଦବେୀ ସବୁ ଭାଙ୍ଗି ପକାଇବ। ମୁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭମାନେେ କୌଣସି କର୍ଣର୍‌ଣପାତ କଲନାହିଁ।

ବିଚାରକର୍ତାମାନଙ୍କ ବିବରଣ 2:3

ବର୍ତ୍ତମାନ ମୁ ତୁମ୍ଭକୁ ଏହିକଥା କହକ୍ସ୍ଟଛି, 'ମୁ କବେେ ଅନ୍ୟ ଲୋକମାନଙ୍କୁ ଏହି ଦେଶରକ୍ସ୍ଟ ବିତାଡିତ କରିବି ନାହିଁ। ଏହି ଲୋକମାନେ ଭବିଷ୍ଯତ ରେ ତୁମ୍ଭର ଏକ ସମସ୍ଯା ହବେେ। ସମାନେେ ତକ୍ସ୍ଟମ୍ଭ ପ୍ରତି ଫାନ୍ଦ ସ୍ବରୂପ ହବେେ ଓ ସମାନଙ୍କେର ଦବେତାଗଣ ତୁମ୍ଭମାନଙ୍କ ପାଇଁ କଣ୍ଟା ସ୍ବରୂପ ହବେେ।'

ବିଚାରକର୍ତାମାନଙ୍କ ବିବରଣ 2:21

ତେଣୁ ଯିହାଶୂେୟଙ୍କ ମରଣ କାଳ ରେ ଅବଶିଷ୍ଠ ଭୂମିକକ୍ସ୍ଟ ମୁ ଆଉ କବେେ କୌଣସି ଦେଶକକ୍ସ୍ଟ ତଡିବି ନାହିଁ।

ପ୍ରଥମ ରାଜାବଳୀ 11:4

ଶଲୋମନ ଯେତବେେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦବେତାଗଣଙ୍କୁ ଅନୁସରଣ କରିବା ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣ ରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ।

ଦିତୀୟ ରାଜାବଳୀ 17:18

ଏଣୁ ସଦାପ୍ରଭୁ ଇଶ୍ରାୟେଲ ଉପରେ ଅତ୍ଯନ୍ତ କ୍ରୋଦ୍ଧ ହେଲେ ଓ ସମାନଙ୍କେୁ ନିଜ ଦୃଷ୍ଟି ଦୂ ରଇେ ଦେଲେ। କବଳେ ଯିହୁଦାର ଗୋଷ୍ଠୀ ଛଡା ଆଉ କହେି ଅବଶିଷ୍ଟ ରହିଲେ ନାହିଁ।

ଦିତୀୟ ରାଜାବଳୀ 17:20

ଏଣୁ ସଦାପ୍ରଭୁ ସମସ୍ତ ଇଶ୍ରାୟେଲୀୟଙ୍କୁ ଅଗ୍ରାହ୍ଯ କଲେ। ସେ ସମାନଙ୍କେୁ କ୍ଲେଶ ଦେଲେ। ସମାନଙ୍କେୁ ବିନାଶକାରୀମାନଙ୍କ ହସ୍ତ ରେ ସମର୍ପଣ କଲେ। ଶଷେ ରେ ସେ ସମାନଙ୍କେୁ ନିଜ ଦୃଷ୍ଟି ପଥରୁ ଦୂ ରଇେ ଦେଲେ ଓ ସମାନଙ୍କେୁ ପରିତ୍ଯାଗ କଲେ।

ଦିତୀୟ ରାଜାବଳୀ 17:22

ତେଣୁ ଇଶ୍ରାୟେଲୀମାନେ ୟାରବିଯାମଙ୍କ କୃତ ସମସ୍ତ ପାପ କଲେ। ସମାନେେ ତାଙ୍କ ସହେି ପାପଗୁଡିକ କରିବାରୁ ବିମୁଖ ହେଲେ ନାହିଁ।

ଦିତୀୟ ରାଜାବଳୀ 17:23

ଶଷେ ରେ ସଦାପ୍ରଭୁ ଆପଣା ଭବିଷ୍ଯତବକ୍ତା ସବେକମାନଙ୍କ ଦ୍ବାରା ଯେପରି କହିଥିଲେ ତଦନୁସା ରେ ଇଶ୍ରାୟେଲକୁ ସେ ନିଜ କୃପାଦୃଷ୍ଟିରୁ ଦୁ ରଇେ ଦେଲେ। ତେଣୁ ଇଶ୍ରାୟେଲୀୟମାନେ ଇଶ୍ରାୟେଲରୁ ନିର୍ବାସିତ ହାଇେ ଅଶୂର ରେ ରହିଲେ। ସମାନେେ ଆଜିୟାଏ ସଠାେରେ ରହି ଆସୁଛନ୍ତି।

ଦିତୀୟ ରାଜାବଳୀ 25:21

ଏହି ରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହାଇେ ନୀତ ହୋଲା।

ଦିତୀୟ ରାଜାବଳୀ 25:26

ତା'ପରେ ସମସ୍ତ ସନୋପତିଗଣ ଓ େଛାଟ ବଡ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସମାନେେ କଲଦୀଯମାନଙ୍କୁ ଭୟ କରୁଥିଲେ।

ଗୀତସଂହିତା 69:22

ସମାନଙ୍କେର ମଜେ ଖାଦ୍ୟରେ ପୂର୍ଣ୍ଣ ଥିଲା। ସମାନେେ ଏମିତି ସହଭାଗିତାର ଖାଦ୍ୟ ଖାଉଥିଲେ ୟେ, ମୁଁ ଆଶଙ୍କା କଲି ସହେି ଖାଦ୍ୟ ସମାନଙ୍କେୁ ନଷ୍ଟ କରିବ।

ଗୀତସଂହିତା 106:35

ସମାନେେ ଅନ୍ୟଦେଶୀଯଙ୍କ ସଙ୍ଗେ ମିଶିଲେ ଏବଂ ସମାନଙ୍କେ କ୍ରିଯାସକଳ କଲେ।

ଲୂକଲିଖିତ ସୁସମାଚାର 21:24

କେତକେ ଲୋକଙ୍କୁ ସୈନ୍ଯମାନେ ମାରି ଦବେେ। ଅନ୍ୟ କେତକଙ୍କେୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆୟିବ। ଅଣଯିହୂଦୀଲୋକ ସମାନଙ୍କେର ସମୟ ଶଷେ ନ ହବୋ ପର୍ୟ୍ଯନ୍ତ ପବିତ୍ର ନଗର ୟିରୁଶାଲମକୁ ପଦଦଳିତ କରିବେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:26

ଶୟତାନ ସମାନଙ୍କେୁ ଫାନ୍ଦ ରେ ପକାଇଛି ଓ ତା ଇଚ୍ଛା ଅନୁସାରେ କାମ କରାଉଛି। ହାଇପୋ ରେ ଯେ ସମାନେେ ସଜାଗ ହବେେ ଓ ଶୟତାନର ସହେି କାର୍ୟ୍ଯ ଦେଖିବେ। ତା'ପରେ ସମାନେେ ଶୟତାନର ଫାନ୍ଦରୁ ମୁକ୍ତ ହବେେ।

Interlinear

Choose Theme