ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ସହିତ ୟୁଦ୍ଧ କରିବ ସେ ସମୟରେ ମାରେ ମହାନ୍ ଶକ୍ତି ତୁମ୍ଭମାନଙ୍କର ସହାୟ ହବେ। ତୁମ୍ଭମାନେେ ତୁମ୍ଭର ସମସ୍ତ ଶତୃମାନଙ୍କୁ ୟୁଦ୍ଧ ରେ ପରାସ୍ତ କରିବ। ଯେଉଁମାନେ ତୁମ୍ଭ ସହିତ ୟୁଦ୍ଧ କରିବେ ସମାନେେ ଇତଃସ୍ତତ ହାଇେ ଦୌଡି ପଳାଇବେ।
Cross references
ଯାକୁବ ଏବଂ ତାଙ୍କର ପରିବାର ସହେି ସ୍ଥାନ ପରିତ୍ଯାଗ କଲେ। ସହେି ନଗରର ଚତୁଃପାଶର୍ବର ଲୋକମାନେ ସମାନଙ୍କେୁ ବହୁତ ଭୟ କରୁଥିଲେ। ସହେି ଯେଉଁ ଲୋକମାନେ ତାଙ୍କର ପୁତ୍ରମାନଙ୍କୁ ଅନୁସରଣ ଏବଂ ହତ୍ଯା କରିବାକୁ ଅପେକ୍ଷା କରିଥିଲେ, ଏଥିରୁ କ୍ଷାନ୍ତ ହେଲେ।
ଲୋକମାନେ ଏହା ଶୁଣି ଅଛନ୍ତି, ସମାନେେ ଭୟ ରେ କମ୍ପୁ ଅଛନ୍ତି। ପଲେଷ୍ଟୀୟ ନିବାସୀମାନେ ଭୟ ରେ ଥରିବାକୁ ଲାଗିଲେ।
ଯେତବେେଳେ ତୁମ୍ଭେ ତୁମ୍ଭର ଦେଶକୁ ୟାଅ ମୁଁ ତୁମ୍ଭର ଶତୃମାନଙ୍କୁ ସଠାରୁେ ତଡି ଦବେି। ମୁଁ ତୁମ୍ଭମାନଙ୍କର ସୀମା ବୃଦ୍ଧି କରିବି। ତୁମ୍ଭମାନେେ ଅଧିକରୁ ଅଧିକ ଭୂମି ପାଇବ। କୌଣସି ଲୋକ ତୁମ୍ଭମାନଙ୍କଠାରୁ ଏହି ଭୂମି ନଇେ ପାରିବି ନାହିଁ। ଯେତବେେଳେ ତୁମ୍ଭେ ବର୍ଷ ରେ ତିନିଥର ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କୁ ଦର୍ଶନ କରିବା ପାଇଁ ୟିବ।
ଏଣୁ ସେ ମାୟୋବ ଇଶ୍ରାୟେଲ ଲୋକମାନଙ୍କ ସକାଶୁ ଭୀତ ହେଲେ। ସମାନଙ୍କେର ସଂଖ୍ଯା ବହୁତ ଥିଲା, ଆଉ ମାୟୋବ ଇଶ୍ରାୟେଲ ଲୋକମାନଙ୍କ ସକାଶୁ ଉଦବିଗ୍ନ ଥିଲେ।
ଆଜି ଆମ୍ଭେ ସବୁଆଡେ ସମସ୍ତଙ୍କ ମନ ରେ ତକ୍ସ୍ଟମ୍ଭ ବିଷଯ ରେ ଭୟ ସୃଷ୍ଟି କରିବକ୍ସ୍ଟ। ସମାନେେ ଏହି ଖବର ପାଇଲା ମାତ୍ ରେ ସମାନେେ ବହକ୍ସ୍ଟତ ଭୟ କରିବେ ଓ ଭୟ ରେ ଥରିବେ।'
ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ସମସ୍ତ ଶତୃମାନଙ୍କୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଦୂପ କରି ଦବେେ, ଯେ ରୂପେ ସେ କହିଛନ୍ତି।
ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଆଗ ରେ ସମାନଙ୍କେୁ ସମର୍ପଣ କରିବେ ଓ ସମାନେେ ବିନଷ୍ଟ ନ ହବୋୟାଏ ସମାନଙ୍କେୁ ମହାବ୍ଯାକକ୍ସ୍ଟଳତା ରେ ବ୍ଯାକକ୍ସ୍ଟଳ କରିବେ।
ତବେେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହିସବୁ ଗୋଷ୍ଠୀଯ ଲୋକମାନଙ୍କୁ ତଡି ଦବେେ, ଏବଂ ତୁମ୍ଭମାନେେ, ତୁମ୍ଭମାନଙ୍କ ଠାରକ୍ସ୍ଟ ଅଧିକ ବଳବାନ ଲୋକମାନଙ୍କୁ ପରାସ୍ତ କରିବ ଏବଂ ତାଙ୍କର ଦେଶକକ୍ସ୍ଟ ଅଧିକାର କରିବ।
ତୁମ୍ଭମାନଙ୍କ ବିପକ୍ଷ ରେ କୌଣସି ମନକ୍ସ୍ଟଷ୍ଯ ଛିଡା ହବୋକକ୍ସ୍ଟ ସକ୍ଷମ ହବେ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାଙ୍କର ପ୍ରତିଜ୍ଞାନକ୍ସ୍ଟସା ରେ ସମଗ୍ର ଦେଶ ରେ ତୁମ୍ଭେ ଯେଉଁଠିକକ୍ସ୍ଟ ୟାଅ, ତକ୍ସ୍ଟମ୍ଭ ପ୍ରତି ସମସ୍ତଙ୍କର ଭୟ ଓ ଆଶାଙ୍କିତ ସୃଷ୍ଟି କରିବେ।
ମୁ ଜାଣେ, ସଦାପ୍ରଭୁ ଏହି ଦେଶକକ୍ସ୍ଟ ତକ୍ସ୍ଟମ୍ଭ ଲୋକମାନଙ୍କୁ ଦଇେଛନ୍ତି ଏବଂ ତୁମ୍ଭମାନେେ ଆମ୍ଭଙ୍କକ୍ସ୍ଟ ଭୟ ଜନ୍ମାଉଅଛ, ଏହି ସକାେଶ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି।
ସମସ୍ତ ପଲେଷ୍ଟୀୟ ସୈନ୍ଯମାନେ ଯେଉଁମାନେ ସହେି କ୍ଷେତ୍ର ରେ ଥିଲେ, ଯେଉଁମାନେ ଛାଉଁଣୀ ରେ ଥିଲେ, ଯେଉଁମାନେ ଦକ୍ସ୍ଟର୍ଗ ରେ ଥିଲେ, ଭୟଭୀତ ହେଲେ। ଏପରିକି ସବୁଠାରକ୍ସ୍ଟ ସାହାସୀ ସୈନ୍ଯମାନେ ମଧ୍ଯ ଭୟ କଲେ। ଯେପରି ସଠାେରେ ଭୂମିକଐ ହେଲା ଏହି ବିଭୀଷିକା ପରମେଶ୍ବର ପଠାଇଥିଲେ।
କାରଣ ସଦାପ୍ରଭୁ ଅରାମୀଯ ସୈନ୍ଯମାନଙ୍କୁ ରଥ ଶଦ୍ଦ, ଅଶ୍ବ ଶଦ୍ଦ ଓ ବିପୁଳ ସୈନ୍ଯବାହିନୀର ଶଦ୍ଦ ଶୁଣାଇବାକୁ କାରଣ ହେଲେ। ତହିଁରେ ସମାନେେ ପରସ୍ପରକୁ କହିଲେ, ଦେଖ, ଇଶ୍ରାୟେଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ହିତ୍ତୀଯ ଓ ମିଶରୀଯ ରାଜଗଣଙ୍କୁ ଆମ୍ଭ ବିରୁଦ୍ଧ ରେ ବତନେ ଦଇେ ନିୟୁକ୍ତ କରିଅଛି।
ଆସା ଓ ତାଙ୍କର ସୈନ୍ଯଦଳ ଗରାର୍ର ନିକଟସ୍ଥ ସମସ୍ତ ସହର ଉପରେ ବିଜଯଲାଭ କଲେ। ସହେି ସହରଗୁଡ଼ିକରେ ବାସ କରୁଥିବା ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। ସହେି ସହରଗୁଡ଼ିକରେ ଅନକେ ବହୁମୂଲ୍ଯ ପଦାର୍ଥମାନ ରହିଥିଲା। ଆସାଙ୍କ ସୈନ୍ଯଦଳ ସହେି ସହରଗୁଡ଼ିକରୁ ସହେି ସମସ୍ତ ବହୁମୂଲ୍ଯ ପଦାର୍ଥଗୁଡ଼ିକୁ ନଇଗେଲେ।