Home Bibles ☰ Books ଦିତୀୟ ରାଜାବଳୀ 6:19 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 6:19 · ଓଡ଼ିଆ ବାଇବେଲ

ଇଲୀଶାୟ ଅରାମର ସୈନ୍ଯଗଣଙ୍କୁ କହିଲେ, ଏହା ଠିକ୍ ପଥ ନୁହେଁ କି ଏହା ଠିକ୍ ନଗର ନୁହେଁ। ମାେତେ ଅନୁସରଣ କର, ତୁମ୍ଭମାନେେ ଯେଉଁ ଲୋକକୁ ଖୋଜୁଛ, ତା' ନିକଟକୁ ମୁଁ ନଇୟିବେି। ତା'ପରେ ସେ ଅରାମର ସନୋ ଶମରିଯାକୁ ପରିଗ୍ଭଳିତ କଲେ।

Cross references

ଦିତୀୟ ଶାମୁୟେଲ 16:18

ହୂଶଯ ଅବଶା ଲୋମକକ୍ସ୍ଟ କହିଲା, ସଦାପ୍ରଭୁ ଓ ଏହି ସମକ୍ସ୍ଟଦାଯ ଇଶ୍ରାୟେଲର ଲୋକମାନେ ତୁମ୍ଭକୁ ମନୋନୀତ କଲେ, ତେଣୁ ମୁ ତୁମ୍ଭର ସମର୍ଥନ କରିବି ଏବଂ ତକ୍ସ୍ଟମ୍ଭ ସହିତ ମୁ ରହିବି।

ମାଥିଉଲିଖିତ ସୁସମାଚାର 16:24

ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଯଦି କହେି ଲୋକ ମାରେ ଅନୁସରଣ କରିବାକୁ ଇଚ୍ଛା କରୁଛି ତବେେ ସେ ନିଜ ବିଷୟ ରେ ଭୂଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କୃଶ ବହନ କରୁ। ତା'ପରେ ସେ ମାରେ ଅନୁସରଣ କରିବା ଉଚିତ।

ମାର୍କଲିଖିତ ସୁସମାଚାର 8:34

ତା'ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ଯମାନେ ମଧ୍ଯ ସଠାେରେ ଥିଲେ। ଯୀଶୁ ସମାନଙ୍କେୁ କହିଲେ, ଯେଉଁ ଲୋକ ମାେତେ ଅନୁସରଣ କରିବାକୁ ଚାହୁଁଛି, ଯାହା କିଛି ସେ ଚାହୁଁଛି, ସେ ସବୁକୁ ଛାଡି, ନିଜ କୃଶକୁ ବହନ କରି ମାେ ପଛ ରେ ଆସୁ।

ଲୂକଲିଖିତ ସୁସମାଚାର 9:23

ଯୀଶୁ ପୁଣି ସମାନଙ୍କେୁ କହିବାକୁ ଲାଗିଲେ, ଯଦି କହେି ମାରେଅନୁସରଣ କରିବାକୁ ଚାହୁଁଥାଏ, ତବେେ ତାହାକୁ ନିଜର ସମସ୍ତ କାମନା ତ୍ଯାଗ କରିବାକୁ ପଡିବ। ପ୍ରତିଦିନ ତାହାକୁ ଦିଆଯାଇଥିବା କୃଶକୁ ଗ୍ରହଣ କରିବାକୁ ହବେ, ଏବଂ ସେ ମାରେ ଅନୁସରଣ କରିବ।

ଲୂକଲିଖିତ ସୁସମାଚାର 24:16

କିନ୍ତୁ ସେ ଦୁଇଜଣଙ୍କୁ ସେତବେେଳେ ଯୀଶୁଙ୍କୁ ଚିହ୍ନିବା ପାଇଁ ବାଧା ଦିଆଗଲା।

Interlinear

Choose Theme