Home Bibles ଯିହୋଶୂୟ 2:5 · ଓଡ଼ିଆ ବାଇବେଲ
ଯିହୋଶୂୟ 2:5 · ଓଡ଼ିଆ ବାଇବେଲ

ସଂନ୍ଧ୍ଯା ସମୟରେ ଯେତବେେଳେ ଆମ୍ଭର ଫାଟକ ବନ୍ଦ କରିବା ସମୟ ହେଲା, ସହେି ଲୋକମାନେ ଏ ସ୍ଥାନ ପରିତ୍ଯାଗ କରି ଗ୍ଭଲିଗଲେ। ମୁ ଜାଣେ ନାହିଁ ସମାନେେ କେଉଁଠାକକ୍ସ୍ଟ ଗଲେ। କିନ୍ତୁ ତୁମ୍ଭେ ଯଦି ଶିଘ୍ର ସମାନଙ୍କେୁ ଅନକ୍ସ୍ଟଧାବନ କର ତବେେ ତୁମ୍ଭେ ସମାନଙ୍କେୁ ନିଶ୍ଚଯ ଧରି ପାରିବ।

Cross references

ଯିହୋଶୂୟ 2:7

ତେଣୁ ସହେି ଲୋକମାନେ ଗକ୍ସ୍ଟଲ୍ଗଚର ପଛ ରେ ଗୋଡ଼ାଇ ଗୋଡ଼ାଇ ୟର୍ଦ୍ଦନ ବାଟରେ ଘାଟ ପର୍ୟ୍ଯନ୍ତ ଧାଇଁଲେ। ପକ୍ସ୍ଟଣି ଗକ୍ସ୍ଟଲ୍ଗଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ୟିବା କ୍ଷଣେ ନଗରବାସୀଗଣ ନଗରଦ୍ବାର ବନ୍ଦ କଲେ

ପ୍ରଥମ ଶାମୁୟେଲ 19:14

ଦାଉଦଙ୍କକ୍ସ୍ଟ ଧରିନବୋ ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ ମୀଖଲ କହିଲା, ସେ ପିଡିତ ଅଛନ୍ତି।

ନିହିମିୟା 13:19

ଏହାପରେ ବିଶ୍ରାମବାର ପୂର୍ବରୁ ୟିରୁଶାଲମ ରେ ଯେତବେେଳେ ଅନ୍ଧାର ହବୋକୁ ଲାଗିଲା। ମୁଁ କବାଟସବୁ ବନ୍ଦ କରିବାକୁ ପ୍ରହରୀକୁ ଆଜ୍ଞା ଦଲେି ଆହୁରି ବିଶ୍ରାମବାର ଶଷେ ହବୋ ପର୍ୟ୍ଯନ୍ତ ନଖାଲିବୋକୁ ଆଜ୍ଞା ଦଲେି। ପୁଣି ବିଶ୍ରାମଦିନ ଲୋକମାନଙ୍କୁ ବୋଝ ବୋହିବାରୁ ବିରତ କରିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ଯରୁ କେତକଙ୍କେୁ ଦ୍ବାରମାନଙ୍କ ରେ ନିୟୁକ୍ତି କଲି।

ଯିଶାଇୟ 60:11

ତୁମ୍ଭ ନଗରୀର ଦ୍ବାରଗୁଡ଼ିକ ସର୍ବଦା ଉନ୍ମୁକ୍ତ ରହିବ। ସଗେୁଡ଼ିକ ଦିବାରାତ୍ର ବନ୍ଦ ହବେ ନାହିଁ। ତେଣୁ ଅନ୍ୟ ଦେଶୀଯମାନଙ୍କର ସମ୍ପତ୍ତି ଓ ତା ସହିତ ରାଜାମାନେ ତୁମ୍ଭ ନିକଟକୁ ଅଣାଯିବେ।

ଯିରିମିୟ 50:20

ସଦାପ୍ରଭୁ କହନ୍ତି, ସେତବେେଳେ ଇଶ୍ରାୟେଲର ଅଧର୍ମ ଖୋଳାୟିବ, ମାତ୍ର କିଛି ମିଳିବ ନାହିଁ ; ଯିହୁଦାର ପାପ ଅନ୍ବଷେଣ କରାୟିବ, ମାତ୍ର ସମାନେେ କିଛି ପାଇବେ ନାହିଁ। ଆମ୍ଭେ ଅବଶିଷ୍ଟ ଲୋକମାନଙ୍କୁ କ୍ଷମା କରିଦବୋ, ଯେଉଁମାନଙ୍କୁ ଆମ୍ଭେ ରକ୍ଷା କରିଛୁ।

ଯିହିଜିକଲ 47:1

ଅନନ୍ତର ସେ ମାେତେ ଫରୋଇ ମନ୍ଦିରର ଦ୍ବାର ନିକଟକୁ ଆଣିଲେ। ଗୃହର ପ୍ରବେଶ ସ୍ଥାନ ରେ ତଳୁ ଜଳ ନିର୍ଗତ ହାଇେ ପୂର୍ବଦିଗ ରେ ବହୁଥିବାର ମୁଁ ଦେଖିଲି କାରଣ ମନ୍ଦିର ସମ୍ମୁଖଭାଗ ପୂର୍ବାଭିମୂଖୀ ଥିଲା। ଆଉ ସହେି ଜଳ ତଳି ମନ୍ଦିରର ଦକ୍ଷିଣପାଶର୍‌ବ ଦଇେ ୟଜ୍ଞବଦେୀର ଦକ୍ଷିଣ ଦିଗ ରେ ବହିଲା।

ଯିହିଜିକଲ 47:12

ନଦୀର ଉଭୟ ପାଶର୍‌ବ ରେ ସବୁପ୍ରକାର ଖାଦ୍ୟ ଉପ ଯୋଗୀ ଫଳବୃକ୍ଷ ହବେ ଓ ସଗେୁଡ଼ିକର ପତ୍ର ମଳିନ ହବେ ନାହିଁ ଏବଂ ଫଳର ଅଭାବ ହବେ ନାହିଁ। କାରଣ ସହେି ବୃକ୍ଷଗୁଡ଼ିକ ପବିତ୍ର ସ୍ଥାନର ନିର୍ଗତ ଜଳ ରେ ବଢ଼ିଥିବା ହତେୁ ପ୍ରତି ମାସ ରେ ନୂତନ ଫଳ ଧାରଣ କରିବେ। ଆଉ ତାହାର ଫଳ ଆହାରାର୍ଥେ ଓ ପତ୍ର ଆରୋଗ୍ଯାର୍ଥେ ଔଷଧ ରୂପେ ବ୍ଯବହୃତ ହବେ।

ରୋମୀୟଙ୍କ ପ୍ରତି ପତ୍ର 3:7

ଜଣେ ଲୋକ କହି ପରେ, ଯେତବେେଳେ ମୁଁ ମିଛ ତାହା ତା ହେ ପ୍ରକୃତ ରେ ପରମେଶ୍ବରଙ୍କୁ ଅଧିକତର ମହିମା ପ୍ରଦାନ କରେ, କାରଣ ମାେ ମିଛ, ପରମେଶ୍ବରଙ୍କ ସତ୍ଯକୁ ପ୍ରକାଶ କରେ। ସେଥିପାଇଁ ମାେତେ ପାପୀ ବୋଲି କାହିଁକି ବିଚ଼ାର କରାଗଲା?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:25

ସହେି ନଗରୀର ଦ୍ବାରଗୁଡ଼ିକ କୌଣସି ଦିନ ବନ୍ଦ ରହିବ ନାହିଁ, କାରଣ ସଠାେରେ କବେେ ହେଲେ ରାତି ହବେ ନାହିଁ।

Interlinear

Choose Theme