Home Bibles ଗୀତସଂହିତା 61:5 · ଓଡ଼ିଆ ବାଇବେଲ
ଗୀତସଂହିତା 61:5 · ଓଡ଼ିଆ ବାଇବେଲ

ହେ ପରମେଶ୍ବର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ'ଣ ଦବୋପାଇଁ ପ୍ରତିଜ୍ଞା କରିଛି। ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସମାନଙ୍କେୁ ସର୍ବଦା ତୁମ୍ଭେ ୟାହା ଦିଅ, ତାହା ତୁମ୍ଭେ ମାେତେ ଦଲେ।

Cross references

ଗୀତସଂହିତା 16:5

ମୁଁ କବଳେ ମାରେ ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି। ହେ ସଦାପ୍ରଭୁ, ତୁମ୍ଭେ ମାରେ ସହାୟ ହୁଅ ଏବଂ ମାେତେ ମାରେ ପ୍ରାପ୍ଯ ପ୍ରଦାନ କର।

ଗୀତସଂହିତା 17:8

ମାେତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର, ଓ ତୁମ୍ଭର ବାହୁଛାଯା ତଳେ ଲୁଚାଇ ରଖ।

ଗୀତସଂହିତା 56:12

ହେ ପରମେଶ୍ବର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି। ମୁଁ ତୁମ୍ଭକୁ ଧନ୍ଯବାଦ ରୂପକ ନବୈେଦ୍ଯ ଦବେି।

ଗୀତସଂହିତା 65:1

ହେ ସିୟୋନର ପରମେଶ୍ବର, ତୁମ୍ଭେ ପ୍ରଶଂସିତ ହବୋର ହକ୍ଦାର। ଆମ୍ଭମାନେେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।

ଗୀତସଂହିତା 66:19

ପରମେଶ୍ବର ମାରେ କଥା ଶୁଣିଅଛନ୍ତି। ପରମେଶ୍ବର ମାରେ ପ୍ରାର୍ଥନା ଗ୍ରହଣ କରିଛନ୍ତି।

ଗୀତସଂହିତା 86:11

ସଦାପ୍ରଭୁ, ତୁମ୍ଭର ପଥ, ମାେତେ ଶିକ୍ଷା ଦିଅ ଓ ମୁଁ ତୁମ୍ଭପରି ହବୋକୁ ଶିଖିବି। ମାେତେ ତୁମ୍ଭର ନାମକୁ ସମ୍ମାନ ଦବୋରେ ସାହାୟ୍ଯ କର, ୟାହା ମାେ ଜୀବନର ମୁଖ୍ଯ ଜିନିଷ ଅଟେ।

ଗୀତସଂହିତା 91:2

ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମାରେ ଆଶ୍ରଯ ଓ ଦୁର୍ଗ, ମାରେ ପରମେଶ୍ବର, ମୁଁ ତୁମ୍ଭ ନିକଟରେ ବିଶ୍ବାସ ରେଖ।

ଗୀତସଂହିତା 115:13

ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ ଆଶୀର୍ବାଦ କରିବେ।

ମଲାଖୀ 3:16

ଯେଉଁମାନେ ପରମେଶ୍ବରଙ୍କୁ ଭୟ କରନ୍ତି ନିଜନିଜ ମଧିଅରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସମାନଙ୍କେ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସହେିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସହେି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:35

କିନ୍ତୁ ପରମେଶ୍ବର ତାହାଙ୍କୁ ଉପାସନା କରୁଥିବା ଓ ଉତ୍ତମ କର୍ମ କରୁଥିବା ଲୋକଙ୍କୁ ଗ୍ରହଣ କରନ୍ତି।

Interlinear

Choose Theme