Home Bibles ପ୍ରଥମ ବଂଶାବଳୀ 24:5 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 24:5 · ଓଡ଼ିଆ ବାଇବେଲ

ପ୍ରତି ପରିବାରରୁ ଲୋକମାନେ ମନୋନୀତ ହାଇେଥିଲେ। ସମାନେେ ଗୁଳିବାଣ୍ଟ ଦ୍ବାରା ମନୋନୀତ ହାଇେଥିଲେ। ପବିତ୍ର ସ୍ଥାନର ଦାଯିତ୍ବ ରେ ରହିବା ନିମନ୍ତେ କେତଜେଣ ବ୍ଯକ୍ତିଙ୍କୁ ମନୋନୀତ କରାୟାଇଥିଲା। ଆଉ ଅନ୍ୟ ଜଣେ ବ୍ଯକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାୟାଇଥିଲା। ଏହି ସମସ୍ତ ବ୍ଯକ୍ତିମାନେ ଇଲିଯାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।

Cross references

ଯିହୋଶୂୟ 18:10

ଯିହାଶୂେୟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାନଙ୍କେ ପାଇଁ ଭାଗ ଗକ୍ସ୍ଟଳା ପକାଇଲେ। ଏହିପରି ଭାବରେ ଯିହାଶୂେୟ ଉକ୍ତ ଜମିକକ୍ସ୍ଟ ସାତ ଗକ୍ସ୍ଟଣ ରେ ବିଭକ୍ତ କରି ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭାଗ କଲେ। ପ୍ରେତ୍ୟକକ ଜଣ ତାଙ୍କର ଅଂଶ ପାଇଲେ।

ପ୍ରଥମ ବଂଶାବଳୀ 9:11

ଅସରିଯ ହିଲକିଯଙ୍କ ପୁତ୍ର ଥିଲେ। ହିଲକିଯ ମଶୁଲ୍ଲମ୍ଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ସାଦୋକ୍ଙ୍କ ପୁତ୍ର ଥିଲେ। ସାଦୋକ୍ ମରାଯୋତଙ୍କ ପୁତ୍ର ଥିଲେ। ମରାଯୋତ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀଟୂବ୍ ପରମେଶ୍ବରଙ୍କ ମନ୍ଦିରର ସୁରକ୍ଷା ଦାଯିତ୍ବ ରେ ଥିବା ବିଶଷେ କାର୍ୟ୍ଯକାରୀ ଥିଲେ। ଆହୁରି ମଧ୍ଯ ସଠାେରେ ୟିରୋହମଙ୍କ ପୁତ୍ର ଅଦାଯା ଥିଲେ। ୟିରୋହମ୍ ପଶ୍ହୂରଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 24:31

ସମାନେେ ବିଶଷେ କର୍ମ କରିବା ନିମନ୍ତେ ମନୋନୀତ ହାଇେଥିଲେ। ସମାନେେ ସମାନଙ୍କେର ଆତ୍ମୀଯ, ଯାଜକମାନଙ୍କ ପରି ଗୁଳାବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସମାନେେ ରାଜା ଦାଉଦ, ସାଦୋକ, ଅହୀମଲକେ, ଯାଜକ ଏବଂ ଲବେୀୟ ବଂଶର ନେତାମାନଙ୍କ ସମ୍ମୁଖ ରେ ଗୁଳାବାଣ୍ଟ କଲେ। ଜେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତବେେଳେ କାର୍ୟ୍ଯ ସ୍ଥିର କରାଗଲା, ସେତବେେଳେ ସମାନଙ୍କେ ପ୍ରତି ସମାନ ବ୍ଯବହାର କରାଗଲା।

ପ୍ରଥମ ବଂଶାବଳୀ 25:8

ସମାନେେ ଗୁଳାବାଣ୍ଟ ଦ୍ବାରା ପ୍ରେତ୍ୟକକ ବ୍ଯକ୍ତି ନିମନ୍ତେ ବିଭିନ୍ନ କାର୍ୟ୍ଯ ନିରୂପଣ କଲେ। ପ୍ରେତ୍ୟକକ ଲୋକ ପ୍ରତି ସମାନ ବ୍ଯବହାର କରାଗଲା। ୟୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ଯବହାରା କରାଗଲା। ଛାତ୍ର ପ୍ରତି ଯେ ପ୍ରକାର ବ୍ଯବହାର, ଶିକ୍ଷକ ପ୍ରତି ମଧ୍ଯ ସେ ପ୍ରକାର ବ୍ଯବହାର କରାଗଲା।

ଦିତୀୟ ବଂଶାବଳୀ 35:8

ଯୋଶିୟଯଙ୍କ ପଦାଧିକାରୀମାନେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲବେୀୟମାନଙ୍କୁ ନିସ୍ତାରପର୍ବ ରେ ବ୍ଯବହାର କରିବା ନିମନ୍ତେ ସ୍ବେଚ୍ଛାକୃତ ଉପହାର ଦେଲେ। ପ୍ରଧାନ ଯାଜକ ହିଲ୍କିଯ, ଜିଖରିଯ ଓ ୟିହୀଯଲେ ଏହି ପଦାଧିକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ଦାଯିତ୍ବ ରେ ଥିଲେ। ସମାନେେ ଯାଜକମାନଙ୍କୁ 2,600 ମଷେଶାଳକ ଓ ଛାଗ ଓ 300 ବଳଦ ନିସ୍ତାରପର୍ବର ବଳି ନିମନ୍ତେ ଦେଲେ।

ନିହିମିୟା 11:11

ହିଲ୍କିଯର ପୁତ୍ର ସରାଯ, ହିଲ୍କିଯ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାଯୋତର ପୁତ୍ର, ମରାଯୋତ୍ ଅହୀଟୁବ୍ର ପୁତ୍ର, ସରାଯ ପରମେଶ୍ବରଙ୍କ ମନ୍ଦିରର ନିରୀକ୍ଷକ ଥିଲେ।

ହିତୋପଦେଶ 16:33

ନିଷ୍ପତ୍ତି ପାଇଁ ଗୁଳିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆ ସେ।

ଯିଶାଇୟ 43:28

ଏଣୁ ଆମ୍ଭେ ପବିତ୍ର ସ୍ଥାନର ଅଧିପତିମାନଙ୍କୁ ଅପବିତ୍ର କରିବା। ଆମ୍ଭେ ଯାକୁବକୁ ଅଭିଶାପ ଦବୋ ଓ ଇଶ୍ରାୟେଲକୁ ନିନ୍ଦିତ କରିବା।

ଯୂନସ 1:7

ତା'ପ ରେ ନାବିକମାନେ ପରସ୍ପର କୁହାକୁହି ହେଲେ, ଆମ୍ଭମାନେେ ଗୁଳାବାଣ୍ଟ ଫିଙ୍ଗି ଜାଣିବା, କାହିଁକି ଏ ଦୁଃଖ ଆମ୍ଭମାନଙ୍କ ଉପ ରେ ଘଟୁଛି।

ମାଥିଉଲିଖିତ ସୁସମାଚାର 26:3

ତା'ପରେ ପ୍ରଧାନ ଯାଜକ ଓ ଲୋକମାନଙ୍କ ପ୍ରାଚ଼ୀନ ନେତାମାନେ କଯାଫା ନାମକ ମହାୟାଜକଙ୍କ ଭବନର ଅଗଣା ରେ ଏକାଠି ହେଲେ।

ମାଥିଉଲିଖିତ ସୁସମାଚାର 27:1

ତା'ପର ଦିନ ଅତି ସକାଳୁ ସମସ୍ତ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବ ପାଇଁ ଯୋଜନା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:26

ତା'ପରେ ପ୍ ରରେିତମାନେ ଏହି ଦୁହିଁଙ୍କ ନାମ ରେ ଗୁଳା ପକାଇଲେ। କାଗଜ ରେ ଲଖାେଥିବା ଗୁଳା ମଥିୟଙ୍କ ନାମ ରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ ରରେିତଙ୍କ ସହିତ ଜଣେ ପ୍ ରରେିତ ହିସାବ ରେ ଗଣିତ ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:1

ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତକେ ଲୋକ ସମାନଙ୍କେ ପାଖକୁ ଆସିଲେ। ସମାନେେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସନୋପତି ଓ କେତକେ ସାଦ୍ଦୂକୀ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:6

ସଠାେରେ ହାନାନ ମହାୟାଜକ, କଯାଫା, ଯୋହନ, ଆଲେକ୍ଜାଣ୍ଡର ଓ ମହାୟାଜକୀୟ ପରିବାରର ସମସ୍ତେ ମଧ୍ଯ ଉପସ୍ଥିତ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:24

ଏକଥା ଶୁଣି ମନ୍ଦିରର ସନୋପତି ଓ ମହାୟାଜକ ବିବ୍ରତ ହାଇପେଡ଼ିଲେ ଓ ଏହାର ପରିଣାମ କ'ଣ ହବେ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।

Interlinear

Choose Theme