Home Bibles ଯିହୋଶୂୟ 18:11 · ଓଡ଼ିଆ ବାଇବେଲ
ଯିହୋଶୂୟ 18:11 · ଓଡ଼ିଆ ବାଇବେଲ

ବିନ୍ଯାମୀନ ପରିବାରବର୍ଗଗଣ ୟିହକ୍ସ୍ଟଦା ଓ ଯୋଷଫଙ୍କେର ମଧ୍ଯବର୍ତ୍ତୀ ଅଞ୍ଚଳ ରେ ଭୂମି ପାଇଲେ। ବିନ୍ଯାମୀନ ପ୍ରେତ୍ୟକକ ପରିବାରବର୍ଗର ଲୋକମାନେ ସମାନଙ୍କେର ଭାଗ ପାଇଲେ। ଏହି ଭୂମି ଯାହାକି ବିଦ୍ଯାମୀନ ପରିବାରବର୍ଗମାନଙ୍କ ପାଇଁ ସ୍ଥିର କରାୟାଇଥିଲା।

Cross references

ଆଦି ପୁସ୍ତକ 35:24

ଯୋଷେଫ୍ ଓ ବିନ୍ଯାମିନ୍ ରାହେଲର ସନ୍ତାନ।

ଦିତୀୟ ବିବରଣ 10:1

ସହେି ସମୟରେ, ସଦାପ୍ରଭୁ ମାେତେ କହିଲେ, 'ତୁମ୍ଭେ ପ୍ରଥମଟି ପରି ଆଉ ଦକ୍ସ୍ଟଇଟି ପ୍ରସ୍ତର ଫଳକ ପ୍ରସ୍ତକ୍ସ୍ଟତ କରିବା ଉଚିତ୍। ଏହାପରେ ତୁମ୍ଭେ ଏହି ପର୍ବତ ଉପରେ ମାେ ପାଖକକ୍ସ୍ଟ ଆସ ଏବଂ ଆପଣା ପାଇଁ ଏକ କାଠ ସନ୍ଦକ୍ସ୍ଟକ ନିର୍ମାଣ କର।

ଦିତୀୟ ବିବରଣ 13:12

ହକ୍ସ୍ଟଏତ ତୁମ୍ଭମାନେେ ତୁମ୍ଭମାନଙ୍କର ଏକ ନଗର ବିଷଯ ରେ ଖରାପ କଥା ଶକ୍ସ୍ଟଣିଥାଏ। ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ବାସ କରିବା ପାଇଁ ଦବୋକକ୍ସ୍ଟ ଯାଉଛନ୍ତି।

ଯିହୋଶୂୟ 15:1

ୟିହକ୍ସ୍ଟଦା ସନ୍ତାନମାନଙ୍କ ବଂଶର ବାଣ୍ଟ ସମାନଙ୍କେ ପରିବାରବର୍ଗନକ୍ସ୍ଟସା ରେ ଇଦୋମ ସୀମା ପାଶର୍‌ବସ୍ଥ ସିନ୍ ମରକ୍ସ୍ଟଭୂମିର ଦକ୍ଷିଣ ଦିଗ ରେ ଦକ୍ଷିଣ ପ୍ରାନ୍ତ ଭାଗ ରେ ଥିଲା।

ଯିହୋଶୂୟ 16:1

ଯୋଷଫେର ପରିବାରବର୍ଗ ଏହି ଦେଶ ପାଇଲେ, ଯାହାକି ୟର୍ଦ୍ଦନ ନଦୀ ନିକଟସ୍ଥ ଯିରୀହାଠାେରକ୍ସ୍ଟ ଆରମ୍ଭ କରି ଯିରୀହାରେ ଜଳ ନିକଟବର୍ତ୍ତୀ ୟାଏ ବ୍ଯାପିଥିଲା। ଏହାର ସୀମା ଯିରୀହାଠାେରକ୍ସ୍ଟ ପର୍ବତମଯ ଦେଶ ବୈଥେଲ୍ ପର୍ୟ୍ଯନ୍ତ ବିସ୍ତୃତ ଥିଲା।

ଦିତୀୟ ଶାମୁୟେଲ 2:9

ଏବଂ ତାଙ୍କୁ ଗିଲିଯଦ, ଅଶୂରି, ୟିଷ୍ରିଯଲେ ଓ ଇଫ୍ରଯିମ, ବିନ୍ଯାମୀନ ଓ ସମସ୍ତ ଇଶ୍ରାୟେଲର ରାଜା ଭାବରେ ଅଭିଷିକ୍ତ କରାଇଲେ।

ଯିହିଜିକଲ 48:23

ୟର୍ଦ୍ଦନ ନଦୀର ପୂର୍ବ ରେ ବାସ କରୁଥିବା ପରିବାରବର୍ଗଙ୍କ ପାଇଁ ଏହି ସ୍ବତନ୍ତ୍ର ଭୂମିର ଦକ୍ଷିଣ ରେ ରହିବ।

Interlinear

Choose Theme