ତା'ପରେ ଇଶ୍ରାୟେଲୀୟ ସୈନ୍ଯଗଣ ଛାଉଣୀ ନିକଟକକ୍ସ୍ଟ ଫରେି ଆସିଲେ। ତା'ପରେ ପ୍ରାଚୀନଗଣ ପଚାରିଲେ, ସଦାପ୍ରଭୁ କାହିଁକି ଇଶ୍ରାୟେଲୀମାନଙ୍କୁ ପଲେଷ୍ଟୀୟମାନଙ୍କ ଦ୍ବାରା ପରାସ୍ତ କଲେ? ଆସ, ଆମ୍ଭମାନେେ ଶିଲୋଠାରକ୍ସ୍ଟ ସଦାପ୍ରଭୁଙ୍କର ନିଯମ-ସିନ୍ଦକ୍ସ୍ଟକକକ୍ସ୍ଟ ଆଣିବା। ଏହିପରି ଭାବରେ, ସେ ଆମ୍ଭମାନଙ୍କ ସହିତ ଆସିବେ ଓ ଆମ୍ଭମାନଙ୍କୁ ଶତୃମାନଙ୍କଠାରକ୍ସ୍ଟ ରକ୍ଷା କରିବେ।
Cross references
ସମାନେେ ସଦାପ୍ରଭୁଙ୍କ ପର୍ବତରୁ ତିନିଦିନର ପଥ ଅତିକ୍ରମ କଲେ, ପୁଣି ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମାନଙ୍କେ ନିମନ୍ତେ ବିଶ୍ରାମସ୍ଥାନ ଅନ୍ବଷେଣ କରିବା ପାଇଁ ସମାନଙ୍କେ ଆଗ ରେ ତିନିଦିନର ପଥ ଗଲା।
ପୁଣି ପବିତ୍ର ସିନ୍ଦୁକ ଅଗ୍ରସର ହବୋ ବେଳେ ମାଶାେ କହନ୍ତି,
ମାଶାେ ସହେି 12,000 ଲୋକଙ୍କୁ, ୟୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିଯାସରର ପୁତ୍ର ପୀନ୍ହସର ହସ୍ତ ରେ ପବିତ୍ର ପାତ୍ର ଓ ରଣତୂରୀ ଦଇେ ତାହାକୁ ସମାନଙ୍କେ ସଙ୍ଗେ ୟୁଦ୍ଧ କ୍ଷେତ୍ରକୁ ପଠାଇଲେ।
ସେତବେେଳେ ସବୁ ଗୋଷ୍ଠୀଯ ଲୋକମାନେ କହିବେ, 'ସଦାପ୍ରଭୁ ଏଦେଶ ପ୍ରତି କାହିଁକି ଏପରି କଲେ? ଏରୂପ ମହାକୋର୍ଧ ପ୍ରଜ୍ବଳିତ ହବୋର କାରଣ କ'ଣ?
ଏହି ବ୍ଯବସ୍ଥା ପୁସ୍ତକ ନିଅ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିଯମ ସିନ୍ଦକ୍ସ୍ଟକ ଭିତ ରେ ରଖ। ତାହା ସଠାେରେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସାକ୍ଷୀରୂପେ ରହିବ।
ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ୟର୍ଦ୍ଦନ ନଦୀର ଜଳ ଧାରକକ୍ସ୍ଟ ବନ୍ଦ କରିଥିଲେ। ସହେି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ୟକ୍ସ୍ଟକ୍ତିର ପବିତ୍ର ସିନ୍ଦକ୍ସ୍ଟକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶୀଳା ଖଣ୍ତଗକ୍ସ୍ଟଡିକ ସବୁଦିନ ପାଇଁ ଇଶ୍ରାୟେଲବାସୀଙ୍କର କଥାକକ୍ସ୍ଟ ମନେପକାଉ ଥିବ।
ସାତାଟେି ମଷେଶିଙ୍ଗା ସହିତ ସାତଜଣ ଯାଜକ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖକକ୍ସ୍ଟ ଯିବେ। ଆଉ ସଲ୍ଗମ ଦିନ ରେ ତୁମ୍ଭମାନେେ ସାତଥର ନଗର ପ୍ରଦକ୍ଷିଣ କରବା ଉଚିତ୍ ଓ ଯାଜକମାନେ ମଷେର ଶିଙ୍ଗା ବଜାଇବା ଉଚିତ୍।
ଯିହାଶୂେୟ କହିଲେ, ହେ ମାରେ ପ୍ରଭକ୍ସ୍ଟ, ଆପଣ କାହିଁକି ଏହି ଲୋକମାନଙ୍କୁ ୟର୍ଦ୍ଦନ ପାର ହବୋକକ୍ସ୍ଟ ଦେଲେ? କ'ଣ ଆମ୍ଭକକ୍ସ୍ଟ ଇ ମାରେୀଯମାନଙ୍କ ହସ୍ତ ରେ ବିନାଶ କରିବାକୁ, ଏହା କଲେ? ଆହା ଯଦି ମୁ ୟର୍ଦ୍ଦନ ସପୋରି ରେ ରହିଥାନ୍ତି।
ତହକ୍ସ୍ଟଁ ଶାଉଲ ଅହୀଯକକ୍ସ୍ଟ କହିଲେ, ଏଫୋଦକକ୍ସ୍ଟ ଏଠାକକ୍ସ୍ଟ ଆଣ। କାରଣ ସହେି ସମୟରେ ଅହୀଯ ଏଫୋଦ ପିନ୍ଧି ଥିଲେ।
ରାଜା ଦାଉଦ ସାଦୋକକକ୍ସ୍ଟ କହିଲେ, ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଯିରୁଶାଲମକୁ ଫରୋଇ ନିଅ। ଯଦି ସଦାପ୍ରଭୁ ମାେ ଉପରେ ପ୍ରତି ହକ୍ସ୍ଟଅନ୍ତି, ତବେେ ସଦାପ୍ରଭୁ ମାେତେ ଯିରୁଶାଲମକୁ ଫରୋଇ ଆଣିବେ ଓ ତାଙ୍କର ମନ୍ଦିର ଦେଖିବାର ସକ୍ସ୍ଟ ଯୋଗ ମାେତେ ଦବେେ।
ଦାଉଦ ନିଜ ଗୃହକୁ ଫରେିୟିବା ପରେ, ନାଥନ୍ ଭବିଷ୍ଯତବକ୍ତାଙ୍କୁ କହିଲେ, ଦେଖ, ମୁଁ ଦବଦୋରୁ କାଠ ରେ ନିର୍ମିତ ଗୃହ ରେ ବାସ କରୁଅଛି, କିନ୍ତୁ ନିଯମସିନ୍ଦୁକ ଏକ ତମ୍ବୁ ମଧିଅରେ ରହିଅଛି। ମୁଁ ପରମେଶ୍ବରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଚାହୁଁଅଛି।
ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?
ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାୟ୍ଯ କରିବ ନାହିଁ ? ତୁମ୍ଭେ ଆପଣା ମହାଶକ୍ତିକୁ ବ୍ଯବହାର କରି ଶତ୍ରୁମାନଙ୍କୁ ପରାଜଯ କର।
ପରମେଶ୍ବର କୁହନ୍ତି, ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ। ମୁଁ ମଷେର ଓ ହୃଷ୍ଟପୃଷ୍ଟ ଗୋରୁଗାଈର ମଦରେ ହାମବେଳି ପ୍ରତି ବିତୃଷ୍ଣା ହାଇେ ୟାଇଛି। ମୁଁ ଆଉ ଷଣ୍ଢ ମଷେ ଓ ଛାଗମାନଙ୍କର ରକ୍ତ ଚା ହେଁ ନାହିଁ।