Home Bibles ଯିହୋଶୂୟ 21:2 · ଓଡ଼ିଆ ବାଇବେଲ
ଯିହୋଶୂୟ 21:2 · ଓଡ଼ିଆ ବାଇବେଲ

ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗର ରେ ଲବେୀୟର ଶାସକଗଣ ତାହାଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଦେଶ ଦଇେଛନ୍ତି। ସେ ଏହିପରି ଆଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ଯ ନିର୍ଦ୍ଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ଭୂମି ଦବେ, ଯେଉଁଠା ରେ ଆମ୍ଭର ପଶକ୍ସ୍ଟମାନେ ଚରାବକ୍ସ୍ଟଲା କରିପାରିବେ।

Cross references

ଗଣନା ପୁସ୍ତକ 35:2

ଇଶ୍ରାୟେଲର ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସମାନେେ ଆପଣା ଆପଣା ଅଧିକୃତ ଭାଗରୁ କେତକେ ବସତି ନଗର ଲୋବୀଯମାନଙ୍କୁ ଦିଅନ୍ତୁ। ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ସହେି ନଗର ମାନ ଓ ସେ ସବୁର ଚତୁର୍ଦ୍ଦିଗସ୍ଥ ଚାରଣଭୂମି ଦବେ।

ଯିହୋଶୂୟ 14:5

ସଦାପ୍ରଭୁ ମାଶାଙ୍କେକ୍ସ୍ଟ ନିର୍ଦ୍ଦେଶ ଦେଲେ, ଇଶ୍ରାୟେଲ ଲୋକମାନଙ୍କ ମଧିଅରେ କିପରି ଭାବରେ ଭୂମିବାଣ୍ଟ ହବେ। ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କର ନିର୍ଦ୍ଦେଶ ମତେ ଭୂମିଗକ୍ସ୍ଟଡିକ ସମାନଙ୍କେ ଭିତ ରେ ଭାଗ କରି ନେଲେ।

ଯିହୋଶୂୟ 18:1

ଇଶ୍ରାୟେଲ ସମସ୍ତ ଲୋକ ଶୀଲୋଠା ରେ ଏକତ୍ରୀତ ହେଲେ। ସମାନେେ ପ୍ରେତ୍ୟକକ ସ୍ଥାନ ରେ ସମାଗମ ତମ୍ବୁ ସ୍ଥାପନ କଲେ। ସମାନଙ୍କେର ଦେଶକକ୍ସ୍ଟ ନିଜ ଅଧିନ ରେ ରଖିପାରିଲେ।

ଯିହିଜିକଲ 48:9

ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ଉପହାର ଭୂମି ନିବଦନେ କରିବ, ତାହାର ର୍ଦୈଘ୍ଯ 25,000 ଓ ପ୍ରସ୍ଥ 10,000 ହାତ ହବେ।

ମାଥିଉଲିଖିତ ସୁସମାଚାର 10:10

ଯାତ୍ରା ବେଳେ ଝୁଲା ନିଅନାହିଁ। ପିନ୍ଧିଥିବା ପୋଷାକ ଓ ୟୋତା ଛଡା ଅଧିକା ପୋଷାକ ବା ୟୋତା କି ବାଡି ନିଅନାହିଁ। ଜଣେ ସବେକ କବଳେ ନିହାତି ଆବଶ୍ଯକୀୟ ପଦାର୍ଥ ନବୋ ଉଚିତ।

ଗାଲାତୀୟଙ୍କ ପ୍ରତି ପତ୍ର 6:6

ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା' ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:17

ମଣ୍ଡଳୀକୁ ଉତ୍ତମରୂପେ ଆଗଇେ ନଇେ ଯାଉଥିବା ପ୍ରାଚୀନମାନେ ଅତ୍ଯଧିକ ସମ୍ମାନ ପାଇବା ଉଚିତ। ଯେଉଁ ପ୍ରାଚୀନମାନେ ପ୍ରଚାର ଓ ଉପଦେଶ ପ୍ରଦାନ କରୁଛନ୍ତି, ସମାନେେ ଅତ୍ଯଧିକ ସମ୍ମାନର ଅଧିକାରୀ ଅଟନ୍ତି।

Interlinear

Choose Theme