Home Bibles ☰ Books ଯିହୋଶୂୟ 17:7 · ଓଡ଼ିଆ ବାଇବେଲ
ଯିହୋଶୂୟ 17:7 · ଓଡ଼ିଆ ବାଇବେଲ

ମନଃଶିର ଅଞ୍ଚଳ ଥିଲା ଅଶରେ ଓ ମିକ୍ମଥତ୍ ମଧ୍ଯବର୍ତ୍ତୀ, ଏହା ଥିଲା ଶିଖ୍ମ ନିକଟବର୍ତ୍ତୀ। ଏହାର ସୀମା ଦକ୍ଷିଣରକ୍ସ୍ଟ ଐନ୍ନ-ତପୂହନିବାସୀ ନିକଟବର୍ତ୍ତୀ ଥିଲା।

Cross references

ଆଦି ପୁସ୍ତକ 34:2

ସହେି ଦେଶର ରାଜା ଥିଲେ ହମାରେ। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନଇଗେଲା ଏବଂ ତାକୁ ଧର୍ଷଣ କଲା।

ଆଦି ପୁସ୍ତକ 37:12

ଦିନେ ଯୋଷଫେର ଭାଇମାନେ ଶିଖିମକୁ ତାଙ୍କର ପିତାଙ୍କର ପଶୁ ପଲ ଚରାଇବାକୁ ଗଲେ।

ଆଦି ପୁସ୍ତକ 37:14

ଯୋଷଫେର ପିତା କହିଲେ, ୟାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲସବୁ କିପରି ଅଛନ୍ତି। ତା' ହେଲେ ଫରେିଆସ ଏବଂ ମାେତେ କୁହ। ତେଣୁ ଯୋଷଫେର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।

ଯିହୋଶୂୟ 16:6

ସେ ସୀମା ପଶ୍ଚିମ ଦିଗ ରେ ମିକ୍ମଥତ୍ ଉତ୍ତର ରେ ବାହାରି ଗଲା। ସଠାେରକ୍ସ୍ଟ ସେ ସୀମା ପୂର୍ବଦିଗ ବକ୍ସ୍ଟଲି ତାନତ୍ ଶିଲୋ ପର୍ୟ୍ଯନ୍ତ ତହିଁ ନିକଟ ଦଇେ ପୂର୍ବ ଦିଗ ରେ ୟା ନୋହ ୟାଏ ଗଲା।

ଯିହୋଶୂୟ 16:8

ତହକ୍ସ୍ଟଁ ଏହାର ସୀମା ପଶ୍ଚିମ ତପୂହଠାରକ୍ସ୍ଟ କାନ୍ନା ନଦୀଦଇେ ଗଲା ଓ ଏହାର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ରେ ଥିଲା। ନିଜ ନିଜ ବଂଶାନକ୍ସ୍ଟସା ରେ ଇଫ୍ରଯିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର।

ଯିହୋଶୂୟ 20:7

ତେଣୁ ଇଶ୍ରାୟେଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହାକକ୍ସ୍ଟ ନିରାପଦ ସହର ନାମ ରେ ପରିଚିତ। ସହେି ସହରଗକ୍ସ୍ଟଡିକ ଥିଲା।

ଯିହୋଶୂୟ 21:21

ଇଫ୍ରଯିମ ପର୍ବତମଯ ଦେଶରକ୍ସ୍ଟ ଶିଖିମି, ଗଷେର ସହର ସମାନଙ୍କେୁ ଦିଆଗଲା। ଶିଖିମ ଏକ ନିରାପଦ ସହର ଥିଲା।

ଯିହୋଶୂୟ 24:1

ଯିହାଶୂେୟ ଇଶ୍ରାୟେଲ ବଂଶଗଣକକ୍ସ୍ଟ ଶିଖିମଠା ରେ ଏକତ୍ରୀତ କଲେ। ଏହାପରେ ୟିହୋଶୂଯ ସମସ୍ତ ପ୍ରାଚୀନବର୍ଗ, ସମାନଙ୍କେର ପ୍ରାଚୀନମାନଙ୍କୁ ସମାନଙ୍କେର ବିଗ୍ଭରକର୍ତ୍ତାଗଣଙ୍କକ୍ସ୍ଟ ଏବଂ ସମସ୍ତ ଅଧ୍ଯକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଏକତ୍ରୀତ କରାଇଲେ।

ଯିହୋଶୂୟ 24:32

ଯେତବେେଳେ ଇଶ୍ରାୟେଲବାସୀମାନେ ମିଶରକକ୍ସ୍ଟ ପରିତ୍ଯାଗ କଲେ। ସେତବେେଳେ ଯୋଷଫଙ୍କେ ଏହି ଅସ୍ଥିସବୁ ତାଙ୍କ ସହିତ ନଇେ ଆସିଥିଲେ। ତେଣୁ ଲୋକମାନେ ଯୋଷଫଙ୍କେର ଏହିସବୁ ଅସ୍ଥିକକ୍ସ୍ଟ ଶିଖିମଠା ରେ କବର ଦେଲେ। ସମାନେେ ତାଙ୍କର ଏହିସବୁ ଅସ୍ଥିକକ୍ସ୍ଟ ସହେି ଭୂମିରେ କବର ଦେଲେ, ଯେଉଁ ସ୍ଥାନ ଶିଖିମର ପିତା ହା ମାରେସନ୍ତାନମାନଙ୍କଠାରକ୍ସ୍ଟ କ୍ରଯ କରିଥିଲେ। ୟାକକ୍ସ୍ଟବ ସହେି ଭୂମିକକ୍ସ୍ଟ ଏକଶହ ରୈପ୍ଯ ମକ୍ସ୍ଟଦ୍ରା ରେ ତାହାକକ୍ସ୍ଟ କ୍ରଯ କରିଥିଲେ। ଏହି ଭୂମି ଯୋଷଫଙ୍କେର ସନ୍ତାନମାନଙ୍କର ଅଧିକାର ରେ ରହିଲା।

ବିଚାରକର୍ତାମାନଙ୍କ ବିବରଣ 9:1

ଅବୀମଲେକ୍ ଥିଲା ୟିରକ୍ସ୍ଟଦ୍ଦାଲର ପକ୍ସ୍ଟତ୍ର। ଶିଖିମ ରେ ଥିବା ନିଜର ମାମୁ ମାନଙ୍କୁ ଦେଖିବାକକ୍ସ୍ଟ ଗଲା। ସେ ତାଙ୍କର ମାମୁ ମାନଙ୍କୁ ଏବଂ ତା'ର ମାଆର ସମସ୍ତ ପରିବାରକକ୍ସ୍ଟ କହିଲା।

ପ୍ରଥମ ରାଜାବଳୀ 12:1

ଏଥିମଧିଅରେ ନବାଟର ପୁତ୍ର ୟାରବିଯାମ ଯେ କି ଶ ଲୋମନଙ୍କ ଛାମୁରୁ ପଳାଇ ୟାଇଥିଲେ ଓ ମିଶର ରେ ଏୟାଏ ଥିଲେ,

ପ୍ରଥମ ରାଜାବଳୀ 12:25

ଏହି ସମୟରେ ୟାରବିଯାମ ଇଫ୍ରଯିମର ପର୍ବତମଯ ଦେଶ ଶିଖିମକୁ ଦୃଢ କରି ସଠାେରେ ବାସ କଲେ। ପରେ ସେ ପିନୂଯଲେ ନଗରକୁ ୟାଇ ଏହାକୁ ସୁଦୃଢ କଲେ।

ପ୍ରଥମ ବଂଶାବଳୀ 6:67

ଇଫ୍ରଯିମର ପାର୍ବତ୍ଯମଯ ଦେଶ ରେ, ସମାନଙ୍କେୁ ସୁରକ୍ଷାର ନଗରୀ ଶିଖିମ ଏବଂ ଗଷେର ଓ ସମାନଙ୍କେର କ୍ଷେତ୍ରଗୁଡ଼ିକ ଦିଆଗଲା।

Interlinear

Choose Theme