Home Bibles ଆଦି ପୁସ୍ତକ 37:12 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 37:12 · ଓଡ଼ିଆ ବାଇବେଲ

ଦିନେ ଯୋଷଫେର ଭାଇମାନେ ଶିଖିମକୁ ତାଙ୍କର ପିତାଙ୍କର ପଶୁ ପଲ ଚରାଇବାକୁ ଗଲେ।

Cross references

ଆଦି ପୁସ୍ତକ 33:18

ଏହି ପ୍ରକାସର ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳସର କିଣାନସଦଶସ୍ଥ ଶିଖିମର ଏକ ନଗରସର ଉପସ୍ଥିତସହାଇ ନଗରର ବାହାସର ତମ୍ବୁ ସ୍ଥାପନ କଲଲ।

ଆଦି ପୁସ୍ତକ 34:25

ତିନିଦିନ ପରେ, ସଇେ ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟ ରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲବେୀ, ତାଙ୍କର ଖଡ୍ଗ ନେଲେ ଏବଂ ସହେି ନଗରର ନିର୍ଭୟ ରେ ପ୍ରେତ୍ୟକକ ପୁରୁଷମାନଙ୍କୁ ମାରି ଦେଲେ।

ଆଦି ପୁସ୍ତକ 37:1

ଯାକୁବ କିଣାନ ଦେଶ ରେ ବାସ କଲେ। ଯେଉଁ ସ୍ଥାନ ରେ ତାଙ୍କର ପିତା ବାସ କରିଥିଲେ।

ଆଦି ପୁସ୍ତକ 46:34

ତୁମ୍ଭେ ତାଙ୍କୁ କହିବ. 'ଆମ୍ଭେ ମଷେପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମଷେପାଳକ ଓ ଆମ୍ଭ ପୂର୍ବରୁ ଯେତବେେଳେ ଆମ୍ଭେ ୟୁବା ଥିଲୁ, ଜୀବନ୍ତ ପ୍ରଣୀମାନଙ୍କର ଯତ୍ନ ନେଉଥିଲୁ।' ଏହାପରେ ଫାରୋ ତୁମ୍ଭମାନଙ୍କୁ ଗୋଶନ ରେ ରହିବାକୁ ଅନୁମତି ଦବେେ। କାରଣ ମିଶରର ଲୋକମାନେ ମଷେପାଳକଙ୍କୁ ସମାନଙ୍କେର ଅଞ୍ଚଳ ପାଖ ରେ ରଖିବାକୁ ପସନ୍ଦ କରନ୍ତି ନାହିଁ।

Interlinear

Choose Theme