Home Bibles ଯିହୋଶୂୟ 24:1 · ଓଡ଼ିଆ ବାଇବେଲ
ଯିହୋଶୂୟ 24:1 · ଓଡ଼ିଆ ବାଇବେଲ

ଯିହାଶୂେୟ ଇଶ୍ରାୟେଲ ବଂଶଗଣକକ୍ସ୍ଟ ଶିଖିମଠା ରେ ଏକତ୍ରୀତ କଲେ। ଏହାପରେ ୟିହୋଶୂଯ ସମସ୍ତ ପ୍ରାଚୀନବର୍ଗ, ସମାନଙ୍କେର ପ୍ରାଚୀନମାନଙ୍କୁ ସମାନଙ୍କେର ବିଗ୍ଭରକର୍ତ୍ତାଗଣଙ୍କକ୍ସ୍ଟ ଏବଂ ସମସ୍ତ ଅଧ୍ଯକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଏକତ୍ରୀତ କରାଇଲେ।

Cross references

ଆଦି ପୁସ୍ତକ 12:6

ଅବ୍ରାମ ସହେି ଦେଶ ମଧ୍ଯ ଦଇେ ଗଲେ, ଶିଖିମ ରେ ପହଞ୍ଚିବା ପର୍ୟ୍ଯନ୍ତ, ମାରେିର ଆଲୋନ୍ ବୃକ୍ଷମୂଳ ରେ ରହିଲେ। ସହେି ସମୟରେ କିଣାନୀଯମାନେ ସହେି ସ୍ଥାନ ରେ ବାସ କଲେ।

ଆଦି ପୁସ୍ତକ 33:18

ଏହି ପ୍ରକାସର ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳସର କିଣାନସଦଶସ୍ଥ ଶିଖିମର ଏକ ନଗରସର ଉପସ୍ଥିତସହାଇ ନଗରର ବାହାସର ତମ୍ବୁ ସ୍ଥାପନ କଲଲ।

ଆଦି ପୁସ୍ତକ 35:4

ତେଣୁ ସମସ୍ତ ଲୋକେ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଯାକୁବକୁ ଦେଲେ। ସମାନେେ ମଧ୍ଯ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ୟାକବକୁ ଦେଲେ। ଯାକୁବ ସଗେୁଡ଼ିକ ନଇେ ଶିଖିମ ନିକଟବର୍ତ୍ତୀ ଆଲୋନ ବୃକ୍ଷ ମୂଳେ ପୋତି ଦେଲେ।

ଯାତ୍ରା ପୁସ୍ତକ 18:25

ପୁଣି ମାଶାେ ସମଗ୍ର ଇଶ୍ରାୟେଲ ମଧ୍ଯରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ର ପତି, ଶତପତି, ପଞ୍ଚାଶତ୍ପତି ଓ ଦଶପତି ରୂପେ ନିୟୁକ୍ତ କଲେ।

ଦିତୀୟ ବିବରଣ 29:9

ସେଥିପାଇଁ ତୁମ୍ଭମାନେେ ସମସ୍ତ ନିର୍ଦ୍ଧେଶ ଚକ୍ସ୍ଟକ୍ତି ଅନକ୍ସ୍ଟସା ରେ ମାନିବା ଉଚିତ୍, ତବେେ ତୁମ୍ଭମାନେେ ଯେଉଁସବୁ କର୍ମ କରିବ ସେଥି ରେ ତୁମ୍ଭମାନେେ ସମସ୍ତ କକ୍ସ୍ଟଶଳତା ପାଇବ।

ଯିହୋଶୂୟ 20:7

ତେଣୁ ଇଶ୍ରାୟେଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହାକକ୍ସ୍ଟ ନିରାପଦ ସହର ନାମ ରେ ପରିଚିତ। ସହେି ସହରଗକ୍ସ୍ଟଡିକ ଥିଲା।

ଯିହୋଶୂୟ 23:2

ଏହି ସମୟରେ ସମସ୍ତ ଇଶ୍ରାୟେଲର ପ୍ରାଚୀନବର୍ଗ, ସମାନଙ୍କେର ପ୍ରଧାନ, ସମାନଙ୍କେର ବିଗ୍ଭର କର୍ତ୍ତା ଓ ଅଧ୍ଯକ୍ଷମାନଙ୍କୁ ଡକାଇ ସମାନଙ୍କେୁ କହିଲେ, ମୁ ବୃଦ୍ଧ ହାଇଗଲିେ।

ବିଚାରକର୍ତାମାନଙ୍କ ବିବରଣ 9:1

ଅବୀମଲେକ୍ ଥିଲା ୟିରକ୍ସ୍ଟଦ୍ଦାଲର ପକ୍ସ୍ଟତ୍ର। ଶିଖିମ ରେ ଥିବା ନିଜର ମାମୁ ମାନଙ୍କୁ ଦେଖିବାକକ୍ସ୍ଟ ଗଲା। ସେ ତାଙ୍କର ମାମୁ ମାନଙ୍କୁ ଏବଂ ତା'ର ମାଆର ସମସ୍ତ ପରିବାରକକ୍ସ୍ଟ କହିଲା।

ବିଚାରକର୍ତାମାନଙ୍କ ବିବରଣ 20:26

ଏହାପରେ ଇଶ୍ରାୟେଲର ସମସ୍ତ ଲୋକ ବୈଥଲହମେକକ୍ସ୍ଟ ଗଲେ। ସହେି ସ୍ଥାନ ରେ ସମାନେେ ବସି ସଦାପ୍ରଭୁଙ୍କୁ ଗକ୍ସ୍ଟହାରି ଜଣାଇଲେ। ସମାନେେ ସଠାେରେ ଦିନ ତମାମ କିଛି ଖାଇଲେ ନାହିଁ। ସମାନେେ ମଧ୍ଯ ମଦାପ୍ରଭକ୍ସ୍ଟଙ୍କକ୍ସ୍ଟ ହାମବେଳି ଓ ମଙ୍ଗଳାର୍ଥକ ବଳି ପ୍ରଦାନ କଲେ।

ପ୍ରଥମ ଶାମୁୟେଲ 10:19

କିନ୍ତୁ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଆଜି ପରିତ୍ଯାଗ କଲ। ପରମେଶ୍ବର ତୁମ୍ଭମାନଙ୍କୁ ସବୁ ଅସକ୍ସ୍ଟବିଧାରକ୍ସ୍ଟ ଓ ସମସ୍ଯାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ତୁମ୍ଭମାନେେ କହିଲ, 'ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ।' ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନକ୍ସ୍ଟସା ରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହକ୍ସ୍ଟଅ।

ପ୍ରଥମ ରାଜାବଳୀ 12:1

ଏଥିମଧିଅରେ ନବାଟର ପୁତ୍ର ୟାରବିଯାମ ଯେ କି ଶ ଲୋମନଙ୍କ ଛାମୁରୁ ପଳାଇ ୟାଇଥିଲେ ଓ ମିଶର ରେ ଏୟାଏ ଥିଲେ,

ଦିତୀୟ ରାଜାବଳୀ 23:1

ଯିହୁଦା ଓ ୟିରୁଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଆସି ସାକ୍ଷାତ କରିବାକୁ ଯୋଶିୟଯ ରାଜା କହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:33

ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡ଼କଇେ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦଇେଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠା ରେ ପ୍ରଭୁଙ୍କ ସମ୍ମୁଖ ରେ ଅପେକ୍ଷା କରି ରହିଛୁ।

Interlinear

Choose Theme