Home Bibles ଯିହୋଶୂୟ 17:8 · ଓଡ଼ିଆ ବାଇବେଲ
ଯିହୋଶୂୟ 17:8 · ଓଡ଼ିଆ ବାଇବେଲ

ତପୂହର ଚତକ୍ସ୍ଟଃପାଶର୍‌ବସ୍ଥ ସମସ୍ତ ଭୂମି ମନଃଶିର ଅଧିକାର ରେ ରହିଲା। କିନ୍ତୁ ସହରଟି ଏମାନଙ୍କର ଅଧିନ ରେ ରହିଲା ନାହିଁ। ତପୂହ ସହର ମନଃଶିର ସୀମା ରେ ଥିଲା ଏବଂ ଏହା ଇଫ୍ରଯିମମାନଙ୍କ ଅଧିକାର ରେ ରହିଲା।

Cross references

ଯିହୋଶୂୟ 12:17

ତପୂହର ରାଜା 1, ହେଫରର ରାଜା 1

ଯିହୋଶୂୟ 15:34

ସା ନୋହ, ଐନ୍ଗନ୍ନୀମ୍, ତପୂହ, ଐନମ୍,

ଯିହୋଶୂୟ 15:53

ୟାନକ୍ସ୍ଟମ୍, ବୈତ୍ତପୂହ ଓ ଅଫକୋ,

ଯିହୋଶୂୟ 16:8

ତହକ୍ସ୍ଟଁ ଏହାର ସୀମା ପଶ୍ଚିମ ତପୂହଠାରକ୍ସ୍ଟ କାନ୍ନା ନଦୀଦଇେ ଗଲା ଓ ଏହାର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ରେ ଥିଲା। ନିଜ ନିଜ ବଂଶାନକ୍ସ୍ଟସା ରେ ଇଫ୍ରଯିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର।

ଯିହିଜିକଲ 48:5

ଆଉ ପରିବାରବର୍ଗଙ୍କ ନାମ ଏହିପରି :

Interlinear

Choose Theme