Home Bibles ଗଣନା ପୁସ୍ତକ 32:30 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 32:30 · ଓଡ଼ିଆ ବାଇବେଲ

ଯଦି ସମାନଙ୍କେର ସୈନ୍ଯମାନେ ତୁମ୍ଭମାନଙ୍କ ସହିତ ନଦୀ ପାର ନହୁଅନ୍ତି, ସମାନେେ ନିଶ୍ଚଯ ତୁମ୍ଭମାନଙ୍କ ସହିତ କିଣାନ ଦେଶ ରେ ଭୂମି ପାଇବେ।

Cross references

ଯିହୋଶୂୟ 22:19

ଯଦି ତୁମ୍ଭର ଅଧିକାର ଦେଶ ତୁମ୍ଭମାନଙ୍କ ପାଇଁ ଉପାସନା କରିବାକୁ ଅନିଛକ୍ସ୍ଟକ ହକ୍ସ୍ଟଏ, ତବେେ ତୁମ୍ଭମାନେେ ଆମ୍ଭ ନିକଟକକ୍ସ୍ଟ ପଳାଇ ଆସ। ଯେଉଁ ସ୍ଥାନ ରେ ସଦାପ୍ରଭୁଙ୍କ ଆବାସ ବାସ କରେ ସଦାପ୍ରଭୁଙ୍କର ସହେି ଅଧିକାର ଦେଶକକ୍ସ୍ଟ ଆ ସେ। କିନ୍ତୁ ସଦାପ୍ରଭୁଙ୍କର ବିରକ୍ସ୍ଟଦ୍ଧାଚରଣ କର ନାହିଁ। କଦାପି ଅନ୍ୟ ଏକ ୟଜ୍ଞବଦେୀ ସ୍ଥାପନ କରନାହିଁ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଯେଉଁ ୟଜ୍ଞବଦେୀ ଅଛି ତା ଛଡା ଅନ୍ୟ ୟଜ୍ଞବଦେୀ ନିର୍ମାଣ ନ କର।

Interlinear

Choose Theme