Home Bibles ଯିହୋଶୂୟ 17:2 · ଓଡ଼ିଆ ବାଇବେଲ
ଯିହୋଶୂୟ 17:2 · ଓଡ଼ିଆ ବାଇବେଲ

ଏହି ଭୂମି ମଧ୍ଯ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀଯଷେର ସନ୍ତାନଗଣ, ହେଲକ ସନ୍ତାନଗଣ, ଅସ୍ତ୍ରୀଯଲେ ସନ୍ତାନଗଣ, ଶେଖମ ସନ୍ତାନଗଣ, ହଫରେ ସନ୍ତାନଗଣ ଓ ଶମୀଦା ସନ୍ତାନଗଣମାନେ ବାଣ୍ଟି ନେଲେ। ଏମାନେ ସମାନଙ୍କେର ନିଜ ନିଜ ବଂଶାନକ୍ସ୍ଟସା ରେ ଯୋଷଫେର ପକ୍ସ୍ଟତ୍ର ମନଃଶିର ପକ୍ସ୍ଟତ୍ର ସନ୍ତାନମାନେ ଥିଲେ।

Cross references

ଗଣନା ପୁସ୍ତକ 26:29

ମନଃଶି ପରିବାରଗୁଡିକ ହେଲେ: ମାଖୀରଠାରୁ ମାଖୀରୀଯ ଗୋଷ୍ଠୀ ମାଖୀରର ପୁତ୍ର ଗିଲିଯଦ, ଗିଲିଯଦଠାରୁ ଗିଲିଯଦୀଯ ଗୋଷ୍ଠୀ।

ଗଣନା ପୁସ୍ତକ 26:30

ଗିଲିଯଦ ପରିବାରବର୍ଗ ହେଲେ: ଈଯଷେରଠାରୁ ଈଯେଷ୍ରୀଯ ଗୋଷ୍ଠୀ; ହେଲକଠାରୁ ହେଲକୀଯ ଗୋଷ୍ଠୀ:

ଗଣନା ପୁସ୍ତକ 26:32

ଶମୀଦଠାରୁ ଶମୀଦାଯୀଯ ଗୋଷ୍ଠୀ; ହଫରଠାରୁେ ହଫରେୀଯ ଗୋଷ୍ଠୀ।

ବିଚାରକର୍ତାମାନଙ୍କ ବିବରଣ 6:11

ଏହାପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀଯେଷ୍ରୀଯ ଯୋୟାସର ଅଧିକାର ସ୍ଥିତି ଅଫ୍ରା ରେ ଅଲୋନ୍ ବୃକ୍ଷ ମୂଳ ରେ ବସିଲେ। ସହେି ସମୟରେ ତା'ର ପକ୍ସ୍ଟତ୍ର ଗିଦ୍ଦଯୋନ ଦ୍ରାକ୍ଷାକକ୍ସ୍ଟଣ୍ତ ରେ ଗହମ ଝାଡକ୍ସ୍ଟଥିଲେ। ସେ ଏଥିପାଇଁ ଲକ୍ସ୍ଟଚକ୍ସ୍ଟଥିଲେ ଯେ, ମିଦିଯନୀଯମାନେ ଯେପରି ଗହମ ନ ଦବେେ।

ବିଚାରକର୍ତାମାନଙ୍କ ବିବରଣ 8:2

କିନ୍ତୁ ଗିଦ୍ଦିୟୋନ ସମାନଙ୍କେୁ କହିଲେ, ତକ୍ସ୍ଟମ୍ଭ ତକ୍ସ୍ଟଳନା ରେ ମୁ କଣ ପାଇଛି? ଏହା ସତ୍ଯ ନକ୍ସ୍ଟ ହେଁ କି, ତୁମ୍ଭେ ମାରେ ପରିବାର ଅବୀଯସରେ ଯେତେ ଦ୍ରାକ୍ଷାଫଳ ସଂଗ୍ରହ କଲେ ତାଠାରକ୍ସ୍ଟ ଅଧିକ ଦ୍ରାକ୍ଷା ତୁମ୍ଭମାନେେ ଜମି ରେ ଛାଡିଛ?

ପ୍ରଥମ ବଂଶାବଳୀ 7:18

ମାଖୀରଙ୍କ ଭଉଣୀ ହମ୍ମୋଲକେତ୍ ଈଶହୋଦ୍, ଅବୀଯଷେର ଓ ମହଲାଙ୍କୁ ଜନ୍ମ ଦେଲେ।

Interlinear

Choose Theme