ମାଶାେ ମନଃଶିର ଅର୍ଦ୍ଧବଂଶକକ୍ସ୍ଟ ବାଶନ ରେ ଅଧିକାର ଦଇେଥିଲେ। ମାତ୍ର ଅନ୍ୟ ଅର୍ଦ୍ଧବଂଶକକ୍ସ୍ଟ ଯିହାଶୂେୟ ୟର୍ଦ୍ଦନର ପଶ୍ଚିମ ପାରି ରେ ଅଧିକାର ଦେଲେ। ଆହକ୍ସ୍ଟରି ତୁମ୍ଭକୁ ବିଦାଯ କରିବା ସମୟରେ ଯିହାଶୂେୟ ଆଶୀର୍ବାଦ କରି ସମାନଙ୍କେୁ କହିଲେ।
Cross references
ମାଶାେ ସହେି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷପେ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡିକ ଠିକ୍ ଭାବରେ ହାଇେଥିଲା। ତେଣୁ ମାଶାେ ସମାନଙ୍କେୁ ଆଶୀର୍ବାଦ କଲେ।
ତେଣୁ ମାଶାେ ଗାଦ ଗୋଷ୍ଠୀଗଣକୁ, ରୁବନେ ଗୋଷ୍ଠୀଗଣକୁ ଓ ଯୋଷଫେର ପୁତ୍ର ମନଃଶି ବଂଶର ଅର୍ଦ୍ଧକେକୁ ଇ ମାରେୀଯମାନଙ୍କ ରାଜା ସୀହାନରେ ରାଜ୍ଯ, ବାଶନର ରାଜା ଓଗର ରାଜ୍ଯ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।
ଆଉ ମାଶାେ ମନଃଶିର ଅର୍ଦ୍ଧ ପରିବାରବର୍ଗକକ୍ସ୍ଟ ସମାନଙ୍କେର ଗୋଷ୍ଠୀ ଦ୍ବାରା ଦିଆୟାଇଥିବା ଦେଶକକ୍ସ୍ଟ ଦେଲେ।
ଏହାପରେ ମନଃଶି ପରିବାରବର୍ଗର ଲୋକମାନେ ଭୂମିର ଅଧିକାରୀ ହେଲେ। ମନଃଶି ଥିଲେ ଯୋଷଫଙ୍କେର ପ୍ରଥମ ପକ୍ସ୍ଟତ୍ର। ମନଃଶିଙ୍କର ପ୍ରଥମ ପକ୍ସ୍ଟତ୍ର ମାଖୀର ଗିଲିଯଦର ପିତା ଥିଲା। ମାଖୀର ଥିଲେ ଜଣେ ଯୋଦ୍ଧା ସୈନିକ। ତେଣୁ ଗିଲିଯଦ ଏବଂ ବାଶନର ସମସ୍ତ ଭୂମି ତାଙ୍କୁ ଓ ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦିଆଗଲା।
ତେଣୁ ମନଃଶିର ବଂଶଧର ୟର୍ଦ୍ଦନ ନଦୀର ପଶ୍ଚିମ ପଟରକ୍ସ୍ଟ ଦଶଟି ଅଞ୍ଚଳ ଏବଂ ଅଧିକ ଦକ୍ସ୍ଟଇଟି ଅଞ୍ଚଳ ଗିଲିଯଦ ଓ ବାଶନ ୟର୍ଦ୍ଦନ ନଦୀର ଆର ପାରି ରେ ନେଲେ।
ତେଣୁ ଏହିପରି ଭାବରେ ସେ ସ୍ତ୍ରୀ ଲୋକମାନେ ମନଃଶି ବଂଶଧରର ପୁରୁଷ ବଂଶଧର ପରି ଭୂମି ପାଇଲେ। ଗିଲିଯଦର ଭୂମିକକ୍ସ୍ଟ ଅବଶିଷ୍ଟ ମନଃଶି ବଂଶଧରକକ୍ସ୍ଟ ଅଧିକାର ଦିଆଗଲା।