ଯିହୋଶୂୟ 18:15 · ଓଡ଼ିଆ ବାଇବେଲ
ଏହାର ଦକ୍ଷିଣ ସୀମା କିରିଯଥ୍-ୟିଯାରୀମର ନିକଟରେ ଆରମ୍ଭ ହେଲା ଓ ସୀମା ପଶ୍ଚିମ ଦିଗ ରେ ଏହାର ସୀମା ନିଲ୍ଗୋହର ନିର୍ଝର ପର୍ୟ୍ଯନ୍ତ ଥିଲା।
Cross references
ଯିହୋଶୂୟ 15:5
ପୂର୍ବ ସୀମା ୟର୍ଦ୍ଦନର ପ୍ରାନ୍ତ ପର୍ୟ୍ଯନ୍ତ ଲବଣ ସମକ୍ସ୍ଟଦ୍ର ୟାଏ ଥିଲା। ଉତ୍ତର ସୀମା ୟର୍ଦ୍ଦନ ପ୍ରାନ୍ତର ରେ ସମକ୍ସ୍ଟଦ୍ରର ଅଖାତଠାରକ୍ସ୍ଟ ଥିଲା।
ଯିହୋଶୂୟ 15:9
ସହେି ସ୍ଥାନଠାରକ୍ସ୍ଟ ସୀମା ସହେି ପର୍ବତ ଶୃଙ୍ଗଠାରକ୍ସ୍ଟ ନଲ୍ଗୋହର ଜଳ ନିର୍ଝର ପର୍ୟ୍ଯନ୍ତ ଥିଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡକକ୍ସ୍ଟ ଗଲା। ପକ୍ସ୍ଟଣି ସହେି ସୀମା କିରିଯାଥ-ୟିଯାରୀମ୍ ନାମ ରେ ପ୍ରସିଦ୍ଧ ବାଲା ପର୍ୟ୍ଯନ୍ତ ବିସ୍ତୃତ ହେଲା।