ସମାନେେ ଲଯିଶକକ୍ସ୍ଟ ୟିବା ବାଟରେ ୟିହକ୍ସ୍ଟଦାର କିରିଯତ ୟିଯାରୀମ ନଗର ରେ ଛାଉଣୀ ସ୍ଥାପନ କଲେ। ସହେି କାରଣରକ୍ସ୍ଟ ସହେି ସ୍ଥାନକକ୍ସ୍ଟ ଆଜି ପର୍ୟ୍ଯନ୍ତ ମହନୀଦାନ୍ ଦାନ ବୋଲି ପରିଚିତ। ଯାହାକି କିରିଯତ ୟିଯାରୀମର ପଶ୍ଚିମ ରେ ଅଛି।
Cross references
ସହେି ସ୍ଥାନଠାରକ୍ସ୍ଟ ସୀମା ସହେି ପର୍ବତ ଶୃଙ୍ଗଠାରକ୍ସ୍ଟ ନଲ୍ଗୋହର ଜଳ ନିର୍ଝର ପର୍ୟ୍ଯନ୍ତ ଥିଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡକକ୍ସ୍ଟ ଗଲା। ପକ୍ସ୍ଟଣି ସହେି ସୀମା କିରିଯାଥ-ୟିଯାରୀମ୍ ନାମ ରେ ପ୍ରସିଦ୍ଧ ବାଲା ପର୍ୟ୍ଯନ୍ତ ବିସ୍ତୃତ ହେଲା।
ସମାନଙ୍କେୁ ଆଉ ଦକ୍ସ୍ଟଇଟି ସହର ଦିଆ ୟାଇଥିଲା। ସଗେକ୍ସ୍ଟଡିକ ହେଲା ରଦ୍ଦା ଏବଂ କିରିଯଥ୍ ବୈଥ।
ସଦାପ୍ରଭୁଙ୍କର ଆତ୍ମା ତା'ର ଅନ୍ତର ରେ କାମ କରିବାକୁ ଆରମ୍ଭ କଲା, ଯେତବେେଳେ ସେ ମହନୀ-ଦାନ ରେ ଥିଲା, ଯାହାକି ସରିଯ ଓ ଇଷ୍ଟାଯୋଲ ନଗର ଦ୍ବଯ ମଧିଅରେ ଥିଲା।
ତହକ୍ସ୍ଟଁ ସମାନେେ କିରିଯଥ୍-ୟିଯାରୀମୀଯ ନିକଟକକ୍ସ୍ଟ ଦୂତଗଣଙ୍କକ୍ସ୍ଟ ପଠାଇ କହିଲେ, ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ଫରୋଇ ଦଇେଛନ୍ତି। ତୁମ୍ଭମାନେେ ଆସ ଓ ତୁମ୍ଭମାନଙ୍କ ସହିତ ଏହାକକ୍ସ୍ଟ ତୁମ୍ଭମାନଙ୍କର ନଗରକକ୍ସ୍ଟ ନଇୟୋଅ।
ଅନନ୍ତର କିରିଯଥ-ୟିଯାରୀମୀଯ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ। ସମାନେେ ପର୍ବତସ୍ଥିତ ଅବୀନାଦବର ଗୃହକକ୍ସ୍ଟ ତାହା ଆଗିଲେ। ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ଜଗିବାକକ୍ସ୍ଟ ତା'ର ପକ୍ସ୍ଟତ୍ର ଇଲିଯାସରକକ୍ସ୍ଟ ବିଶଷେ ଉତ୍ସବ ମାଧ୍ଯମ ରେ ପବିତ୍ର କଲେ।
ତେଣୁ ଦାଉଦ ମିଶରର ଶିଯୋରନଦୀଠାରୁ ହମାତର ସହର ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନଙ୍କୁ ଏକତ୍ର କଲେ। ସମାନେେ କିରିଯତ୍-ୟିଯାରୀମ ସହରରୁ ନିଯମସିନ୍ଦୁକ ଫରୋଇ ଆଣିବା ନିମନ୍ତେ ଏକତ୍ର ହେଲେ।
ସଦାପ୍ରଭୁଙ୍କ ନିଯମ-ସିନ୍ଦୁକକୁ ଦାଉଦ ୟିରୁଶାଲମକୁ କିରିଯତ ୟିଯାରୀମଠାରୁ ଆଣିଥିଲେ। ୟିରୁଶାଲମ ରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ୟିରୁଶାଲମ ରେ ସଦାପ୍ରଭୁଙ୍କ ନିଯମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ।