ଏହାପରେ ସହେି ସୀମା ବାଲାଠାରକ୍ସ୍ଟ ସଯେୀର ପର୍ବତ ପର୍ୟ୍ଯନ୍ତ ପଶ୍ଚିମ ଦିଗ ରେ ବକ୍ସ୍ଟଲିକରି ବସାଲୋନ୍ ନାମ ରେ ପ୍ରସିଦ୍ଧ ୟିଯାରୀମ୍ ପର୍ବତର ଉତ୍ତର ପାଶର୍ବସ୍ଥ ପର୍ୟ୍ଯନ୍ତ ଥିଲା। ତହକ୍ସ୍ଟଁ ସେ ବୈଥ୍ଶମେଶ ରେ ପଡି ତିମ୍ନା ପର୍ୟ୍ଯନ୍ତ ଥିଲା।
Cross references
ଅନକେ ସମୟ ପରେ ଶୂଯ ରେ କନ୍ଯା, ଯିହୁଦାର ସ୍ତ୍ରୀ ମୃତ୍ଯୁ ବରଣ କଲା। ଯେତବେେଳେ ଶୋକ ସମୟ ଅତିକ୍ରାନ୍ତ ହେଲା, ଯିହୁଦା ମଷେମାନଙ୍କ ବାଳକାଟିବା ପାଇଁ ତା'ର ବନ୍ଧୁ ହୀରା ସହିତ ଗଲେ।
କଯିନ, ଗିବିଯା, ତିମ୍ନା, ଏହିସବୁ ଗ୍ରାମ ସମତେ ଦଶ ନଗର ଓ ଗ୍ରାମ ସମତେ ଥିଲା।
ୟିରୋଣ ମିଗଦ୍ଦଲେଲ୍, ହୋ ରେମ୍ ବୈଥଂନାତ୍, ବୈଥଶମେଶ ଏହି ସବୁ ଶକ୍ତିଶାଳୀ ନଗରଗକ୍ସ୍ଟଡିକ ଥିଲା। ଏହିପରି ଭାବରେ କ୍ଷତକେକ୍ସ୍ଟ ମିଶାଇ ଉଣିଶିଟି ନଗର ଚତକ୍ସ୍ଟଃପାଶର୍ବ ରେ ଥିଲା।
ଐନ୍ ଓ ତହିଁର ତଳଭୂମି ୟକ୍ସ୍ଟଟା ଓ ତହିଁର ତଳଭୂମି ବୈଥଶମେଶ୍ ଓ ତା'ର ତଳଭୂମି ସହେି ଦକ୍ସ୍ଟଇ ବଂଶରକ୍ସ୍ଟ ଏହିପରି ନଅଟି ନଗର ଦେଲେ।
ଶାମ୍ଶୋନ୍ ତିମ୍ନାକକ୍ସ୍ଟ ୟାଇ ସେ ସ୍ଥାନ ରେ ପଲେଷ୍ଟୀୟମାନଙ୍କ କନ୍ଯାଗଣ ମଧିଅରେ ଗୋଟିଏ ସ୍ତ୍ରୀକକ୍ସ୍ଟ ଦେଖିଲେ।
ଶାମ୍ଶାେନ୍ ତାଙ୍କର ପିତା ମାତାଙ୍କ ସହିତ ତିମ୍ନାକକ୍ସ୍ଟ ଗଲେ। ସମାନେେ ଦ୍ରାକ୍ଷାକ୍ଷେତ୍ର ନିକଟରେ ପହଞ୍ଚିଲା ମାତ୍ ରେ ଏକ ୟକ୍ସ୍ଟବା ସିଂହ ଗର୍ଜ୍ଜନ କରି ଶାମ୍ଶାେନ୍ ଉପରକକ୍ସ୍ଟ କକ୍ସ୍ଟଦା ମାରିଲା।
ଏହାକକ୍ସ୍ଟ ଲକ୍ଷ୍ଯ ରଖ। ଯଦି ଏହା ଆମ୍ଭର ସୀମା ଦଇେ ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ହୃଦ୍ ବୋଧ କରିବକ୍ସ୍ଟ ଯେ, ପରମେଶ୍ବର ଆମ୍ଭମାନଙ୍କ ଉପରକକ୍ସ୍ଟ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ଜାଣିବକ୍ସ୍ଟ ଯେ, ଇଶ୍ରାୟେଲର ପରମେଶ୍ବରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରିନାହିଁ। ଏହା ଦବୈାତ୍ ଘଟିୟାଇଛି।
ସେତବେେଳେ ସହେି ଗାଭୀମାନେ ସଳଖ ପଥଧରି ବୈଥ-ଶମେଶକକ୍ସ୍ଟ ଗଲେ; ସମାନେେ ସମାନଙ୍କେର ବାମ କିମ୍ବା ଡାହାଣକକ୍ସ୍ଟ ବକ୍ସ୍ଟଲିଲେ ନାହିଁ। ସମାନେେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସମାନଙ୍କେ ପେଛ ପେଛ ପଲେଷ୍ଟୀୟ ଅଧିପତିମାନେ ବୈଥ୍ଶମେଶ ସୀମା ପର୍ୟ୍ଯନ୍ତ ଗଲେ।
ମାତ୍ର ଅମତ୍ସିଯ ୟୋଯାଶଙ୍କ କଥା ଶୁଣିଲେ ନାହିଁ। ତେଣୁ ୟୋଯାଶ ଓ ଅମତ୍ସିଯ ଯିହୁଦାର ବୈଥଶମେଶ ରେ ପରସ୍ପର ୟୁଦ୍ଧ ରେ ସମ୍ମୁଖୀନ ହେଲେ।
ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣ ରେ ଥିବା ସହରଗୁଡ଼ିକ ଉପରେ ମଧ୍ଯ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶମେଶ୍, ଅଯାଲୋନ୍, ଗଦରେୋତ୍, ସୋଖୋ, ତିମ୍ନାହ ଓ ଗିମ୍ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସମାନେେ ସୋସ, ତିମନା ଓ ଗିମତ ଚତୁଃପାଶର୍ବ ରେ ଥିବା ଗ୍ରାମଗୁଡ଼ିକୁ ମଧ୍ଯ ଅଧିକାର କଲେ। ଏହାପରେ ପଲେଷ୍ଟୀୟମାନେ ସହେି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ।