Home Bibles ଯିହୋଶୂୟ 13:16 · ଓଡ଼ିଆ ବାଇବେଲ
ଯିହୋଶୂୟ 13:16 · ଓଡ଼ିଆ ବାଇବେଲ

ଅର୍ନୋନ ଉପତ୍ୟକା ନିକଟସ୍ଥ ଅରୋଯରଠାେରକ୍ସ୍ଟ ଉପତ୍ୟକା ମଧ୍ଯବର୍ତ୍ତୀ ନଗର ଓ ମଦବୋ ନିକଟସ୍ଥ ସମସ୍ତ ସମତଳ ଭୂମି ସମାନଙ୍କେର ସୀମା ଥିଲା।

Cross references

ଗଣନା ପୁସ୍ତକ 21:26

କାରଣ ହିଷ୍ ବୋନ ଇ ମାରେୀଯମାନଙ୍କ ରାଜା ସୀହାନଙ୍କେ ରାଜକୀଯ ନଗର ଥିଲା। ସେ ମାଯାେବର ପୂର୍ବ ରାଜା ବିପକ୍ଷ ରେ ୟୁଦ୍ଧ କଲେ ଏବଂ ଅର୍ଣୋନ୍ ପର୍ୟ୍ଯନ୍ତ ଦେଶ ଅଧିକାର କଲେ।

ଗଣନା ପୁସ୍ତକ 21:28

ହିଷ୍ ବୋନଠାରୁ ଅଗ୍ନି ନିର୍ଗତ ହାଇେଅଛି। ଏକ ଶିଖା ସୀହାନେ ନଗରକୁ ବାହାରିଲା। ସହେି ଅଗ୍ନି ମାୟୋବର ଆର ନଗରକୁ ଧ୍ବଂସ କଲା ଏବଂ ଅର୍ଣୋନର ପର୍ବତଗୁଡିକୁ ଧ୍ବଂସ କଲା।

ଗଣନା ପୁସ୍ତକ 32:33

ତେଣୁ ମାଶାେ ଗାଦ ଗୋଷ୍ଠୀଗଣକୁ, ରୁବନେ ଗୋଷ୍ଠୀଗଣକୁ ଓ ଯୋଷଫେର ପୁତ୍ର ମନଃଶି ବଂଶର ଅର୍ଦ୍ଧକେକୁ ଇ ମାରେୀଯମାନଙ୍କ ରାଜା ସୀହାନରେ ରାଜ୍ଯ, ବାଶନର ରାଜା ଓଗର ରାଜ୍ଯ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।

ଦିତୀୟ ବିବରଣ 3:12

ତେଣୁ ଆମ୍ଭମାନେେ ଅର୍ନୋନ ଉପତ୍ୟକା ନିକଟସ୍ଥ ଆରୋଯରଠାରକ୍ସ୍ଟ ସହେି ସମସ୍ତ ଦେଶ ନିଜର କରଗତ କଲକ୍ସ୍ଟ, ସେଥିରକ୍ସ୍ଟ ମୁ ଗିଲିଯଦର ପର୍ବତମଯ ଦେଶର ଅର୍ଦ୍ଧକେ ଓ ତାହାର ନଗରଗୁଡିକୁ ରକ୍ସ୍ଟବନେ ବଂଶକକ୍ସ୍ଟ ଓ ଗାଦ୍ ବଂଶକକ୍ସ୍ଟ ଦଲେି।

ଯିହୋଶୂୟ 12:2

ହିଷ୍ବୋନ ନିବାସୀ ଇ ମାରେୀଯଲମାନଙ୍କର ସହରର ସୀହାନେ ରାଜାଙ୍କକ୍ସ୍ଟ ପରାସ୍ତ କଲେ ଓ ଅର୍ନୋନ ଗିରି ସଂକଟ ନିକଟସ୍ଥ ଆ ରଯରେଠାେରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଗିଲିଯଦର ଅର୍ଦ୍ଧ ଦେଶଠାରକ୍ସ୍ଟ ଅମ୍ମାନେ ସନ୍ତାନଗଣର ସୀମାସ୍ଥିତ ୟବୋକ୍ ନଦୀ ପ୍ରର୍ୟ୍ଯନ୍ତ ଶାସନ କଲେ।

ଯିହୋଶୂୟ 13:9

ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋଯରଠାରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଦୀବୋନ୍ ପର୍ୟ୍ଯନ୍ତ ମଦବୋର ସମସ୍ତ ସମଭୂମି।

ଯିହୋଶୂୟ 14:3

ମାଶାେ ୟର୍ଦ୍ଦନର ପୂର୍ବ ପାରି ରେ ଦକ୍ସ୍ଟଇଟି ବଂଶ ଓ ଅର୍ଦ୍ଧବଂଶକକ୍ସ୍ଟ ସମାନଙ୍କେର ଭୂମିର ଅଧିକାର ଦଇେଥିଲେ। କିନ୍ତୁ ସେ ଲବେୀୟମାନଙ୍କୁ କୌଣସି ଦେଶ ହେଲେ ଦଇେ ନ ଥିଲେ, ଯେପରି ଅନ୍ୟ ପରିବାରବର୍ଗ ପାଇଥିଲେ।

ଯିହୋଶୂୟ 18:7

ଏଥି ରେ ଲବେୀୟମାନଙ୍କର କୌଣସି ଅଂଶ ରହିବ ନାହିଁ। ସମାନଙ୍କେର ଭାଗଟି ହେଉଛି ସଦାପ୍ରଭୁଙ୍କର ଯାଜକ ରୂପେ ସବୋ କରିବା। ଏବଂ ଗାଦ୍, ରକ୍ସ୍ଟବନ୍େ, ମନଃଶିର ଓ ଅର୍ଦ୍ଧବଂଶ ୟର୍ଦ୍ଦନ ପୂର୍ବ ପାରି ରେ ନିଜ ନିଜ ଅଧିକାର ପାଇଅଛନ୍ତି। ଏହା ସଦାପ୍ରଭୁଙ୍କ ସବେକ ମାଶାେ ୟିଏ ସମାନଙ୍କେୁ ଏ ଭୂମି ଦେଲେ।

ବିଚାରକର୍ତାମାନଙ୍କ ବିବରଣ 11:26

ଇଶ୍ରାୟେଲ 300 ବର୍ଷ ହେଲା ହିଷ୍ବୋନ୍ ତା'ର ଉପନଗର ରେ, ପକ୍ସ୍ଟଣି ଆରୋଯର ଓ ତହିଁର ଉପନଗର ରେ, ଆଉ ଅର୍ନୋନ ତୀରସ୍ଥିତ ସମସ୍ତ ନଗର ରେ ବାସ କରୁ ଅଛନ୍ତି। ଏଥି ମଧିଅରେ ତୁମ୍ଭମାନେେ କାହିଁକି ସେସବୁ ଫରୋଇ ନ ଦଲେ?

ଯିଶାଇୟ 15:1

ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।

ଯିଶାଇୟ 15:4

ହଶବୋନ୍ ଓ ଇଲିଯାଲି ଅତି ଉଚ୍ଚସ୍ବର ରେ କ୍ରନ୍ଦନ କରୁଛି। ସମାନଙ୍କେର ରବ ୟହସ୍ ପର୍ୟ୍ଯନ୍ତ ଶୁଣା ୟାଇଛି। ଏପରିକି ମାୟୋବର ସୈନ୍ଯମାନେ ଭୟ ରେ କମ୍ପିତ ହାଇେ ଆର୍ତ୍ତନାଦ କରୁଛନ୍ତି।

ଯିଶାଇୟ 16:7

ଏହି ଅହଙ୍କାର ୟୋଗୁଁ ସମସ୍ତ ମାୟୋବ କଷ୍ଟ ଭୋଗିବ। ମାୟୋବର ସମସ୍ତ ଲୋକ କ୍ରନ୍ଦନ କରିବେ। ସମାନେେ ଦୁଃଖିତ ହବେେ। ଅତୀତ ରେ ତାଙ୍କର ଯାହା ଥିଲା ସଗେୁଡ଼ିକୁ ସେ ଇଚ୍ଛା କରିବେ। ସମାନେେ ହରେସତରର ଶୁଷ୍କ କିସମିସର ପିଠା ପାଇଁ ଇଚ୍ଛା କରିବେ।

ଯିରିମିୟ 48:21

ମାୟୋବ ସମସ୍ତ ଉଚ୍ଚ ଭୂମିମାନଙ୍କ ରେ ଓ ନିକଟବର୍ତ୍ତୀ ନଗର ଯଥା : ହଲୋନ, ୟହସ ଓ ମଫୋତ ରେ ପ୍ରଚାର କର।

Interlinear

Choose Theme