ମାୟୋବ ସମସ୍ତ ଉଚ୍ଚ ଭୂମିମାନଙ୍କ ରେ ଓ ନିକଟବର୍ତ୍ତୀ ନଗର ଯଥା : ହଲୋନ, ୟହସ ଓ ମଫୋତ ରେ ପ୍ରଚାର କର।
Cross references
ମାତ୍ର ସୀହାନରେ ରାଜା ଆପଣା ଦେଶ ମଧ୍ଯ ଦଇେ ଇଶ୍ରାୟେଲକୁ ୟାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ବାହାରିଲେ। ୟହସଠା ରେ ପହଞ୍ଚି ସେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କଲେ।
ପୁଣି ନାମାନ୍ତର ରେ ନବୋ, ବାଲମିଯୋଲ୍ ଓ ସିବମା, ଏହି ସମସ୍ତ ନଗର ନିର୍ମାଣ କଲେ। ସମାନେେ ଅନ୍ୟ ସହରମାନଙ୍କୁ ସମାନଙ୍କେର ମୂଳ ନାମ ରେ ଡାକିଲେ।
ହିଷ୍ବୋନ୍ ଓ ସମତଳ ଭୂମିସ୍ଥିତ ଦୀବୋନ ଓ ବାମତ୍ବାଲ ଓ ବୈତ୍ବାଲ ମିଯୋନ।
ୟହସ୍, କଦମୋେତ୍ ଓ ମଫୋତ୍।
ରକ୍ସ୍ଟବନେ ବଂଶରକ୍ସ୍ଟ ବେତ୍ସର ତଳଭୂମି ୟହସ ଓ ତା'ର ତଳଭୂମି।
ହଶବୋନ୍ ଓ ଇଲିଯାଲି ଅତି ଉଚ୍ଚସ୍ବର ରେ କ୍ରନ୍ଦନ କରୁଛି। ସମାନଙ୍କେର ରବ ୟହସ୍ ପର୍ୟ୍ଯନ୍ତ ଶୁଣା ୟାଇଛି। ଏପରିକି ମାୟୋବର ସୈନ୍ଯମାନେ ଭୟ ରେ କମ୍ପିତ ହାଇେ ଆର୍ତ୍ତନାଦ କରୁଛନ୍ତି।
ପ୍ରେତ୍ୟକକ ନଗର ଉପ ରେ ବିନାଶକ ଆସିବ। କୌଣସି ଗୋଟିଏ ନଗର ରକ୍ଷା ପାଇବ ନାହିଁ। ତଳଭୂମି ବିନଷ୍ଟ ହବେ ଓ ଉଚ୍ଚଭୂମି ଧ୍ବଂସ ପାଇବ। ସଦାପ୍ରଭୁ କହନ୍ତି ଏହା ଘଟିବ।
ମୁଁ ମାୟୋବର ସ୍କନ୍ଧକୁ ଅଲଗା କରିବି, ମୁଁ ତାହାର ସୀମାନ୍ତବର୍ତ୍ତୀର ମାୟୋବ ମହିମା ସ୍ବରୂପ ଯଥା : ବୈତ୍-ୟିଶୀମାେତ୍, ବାଲ-ମିଯୋନ ନଗରଗୁଡ଼ିକୁ ନଇୟିବେି।
ତେଣୁ ଆମ୍ଭେ ପ୍ରତିଜ୍ଞା କରୁଛୁ, ମାୟୋବ ଓ ଅମ୍ମାନରେ ଲୋକମାନେ ସଦୋମ ଓ ହ ମାରୋ ପରି ଧ୍ବଂସ ହବେେ। ଆମ୍ଭେ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ ସମାନଙ୍କେର ଭୂମି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହବେ। ସମାନଙ୍କେର ଭୂମିରେ ଅନାବନା ଗଛ ବ୍ଯାପିୟିବ। ମରୁସାଗର ପରି ସମାନଙ୍କେର ଭୁମି ଲବଣାକ୍ତ ହବେ। ଆମ୍ଭର ବଞ୍ଚିତ ଲୋକମାନେ ତାଙ୍କ ଦେଶ ଅଧିକାର କରିବେ ଓ ତାଙ୍କର ସମ୍ପତ୍ତି ଫରେିପାଇବେ।