ମାଶାେ ୟର୍ଦ୍ଦନର ପୂର୍ବ ପାରି ରେ ଦକ୍ସ୍ଟଇଟି ବଂଶ ଓ ଅର୍ଦ୍ଧବଂଶକକ୍ସ୍ଟ ସମାନଙ୍କେର ଭୂମିର ଅଧିକାର ଦଇେଥିଲେ। କିନ୍ତୁ ସେ ଲବେୀୟମାନଙ୍କୁ କୌଣସି ଦେଶ ହେଲେ ଦଇେ ନ ଥିଲେ, ଯେପରି ଅନ୍ୟ ପରିବାରବର୍ଗ ପାଇଥିଲେ।
Cross references
ପୁଣି ମାଶାେ ସମାନଙ୍କେୁ କହିଲେ, ଯଦି ଗାଦ ଗୋଷ୍ଠୀର ଓ ରୁବନେ ପରିବାରର ସୈନ୍ଯମାନେ ତୁମ୍ଭ ସହିତ ୟୁଦ୍ଧ କରିବା ପାଇଁ ଓ ଦେଶ ଅଧିକାର କରିବାକୁ ସଦାପ୍ରଭୁଙ୍କ ଆଗ ରେ ୟାଆନ୍ତି, ତବେେ ତୁମ୍ଭମାନେେ ଅଧିକାରାର୍ଥେ ସୁତ୍ର ରେ ସମାନଙ୍କେୁ ଗିଲିଯଦ ଦେଶ ଦବୋ ଉଚିତ୍।
ତେଣୁ ଆମ୍ଭମାନେେ ଅର୍ନୋନ ଉପତ୍ୟକା ନିକଟସ୍ଥ ଆରୋଯରଠାରକ୍ସ୍ଟ ସହେି ସମସ୍ତ ଦେଶ ନିଜର କରଗତ କଲକ୍ସ୍ଟ, ସେଥିରକ୍ସ୍ଟ ମୁ ଗିଲିଯଦର ପର୍ବତମଯ ଦେଶର ଅର୍ଦ୍ଧକେ ଓ ତାହାର ନଗରଗୁଡିକୁ ରକ୍ସ୍ଟବନେ ବଂଶକକ୍ସ୍ଟ ଓ ଗାଦ୍ ବଂଶକକ୍ସ୍ଟ ଦଲେି।
ସଦାପ୍ରଭୁଙ୍କର ଦାସ ମାଶାେ ଏବଂ ଇଶ୍ରାୟେଲର ଲୋକମାନେ ସେ ରାଜାଗଣଙ୍କର ଦେଶକକ୍ସ୍ଟ ପରାସ୍ତ କରିଥିଲେ। ମାଶାେ ସମାନଙ୍କେର ଦେଶଗକ୍ସ୍ଟଡିକ ଗାଦୀଯ ରକ୍ସ୍ଟବନେୀଯ ପରିବାରବର୍ଗଙ୍କକ୍ସ୍ଟ ଏବଂ ମନଃଶିର ଅର୍ଦ୍ଧ ପରିବାରବର୍ଗକକ୍ସ୍ଟ ଦେଲେ।
ରକ୍ସ୍ଟବନରେ ବଂଶ, ଗାଦ୍ ଏବଂ ମନଃଶିର ଅର୍ଦ୍ଧ ବଂଶଧରମାନେ ସମାନଙ୍କେର ଦେଶକକ୍ସ୍ଟ ନଇୟୋଇଛନ୍ତି। ସଦାପ୍ରଭୁଙ୍କର ସବେକ ମାଶାେ, ତାଙ୍କୁ ଏହି ଦେଶଗକ୍ସ୍ଟଡିକ ଦଇେଛନ୍ତି। ତାହା ୟର୍ଦ୍ଦନ ନଦୀର ପୂର୍ବ ଭାଗ ରେ।
କବଳେ ଲବେୀ ଏକ ବଂଶଧର ଯେ କି ଜମା ଭୂମି ପାଇନଥିଲେ। ଲବେୀୟମାନେ ଶସ୍ଯ ନବୈେଦ୍ଯ ଓ ହାମବେଳି ପାଇଲେ, ଯାହାକି ସଦାପ୍ରଭୁ ଇଶ୍ରାୟେଲର ପରମେଶଓରଙ୍କୁ ଉତ୍ସର୍ଗ କରାଯାଉଥିଲା। ଏହା ସଦାପ୍ରଭୁଙ୍କ ପ୍ରତିଜ୍ଞାନକ୍ସ୍ଟସା ରେ ଥିଲା।
ଅର୍ନୋନ ଉପତ୍ୟକା ନିକଟସ୍ଥ ଅରୋଯରଠାେରକ୍ସ୍ଟ ଉପତ୍ୟକା ମଧ୍ଯବର୍ତ୍ତୀ ନଗର ଓ ମଦବୋ ନିକଟସ୍ଥ ସମସ୍ତ ସମତଳ ଭୂମି ସମାନଙ୍କେର ସୀମା ଥିଲା।
ହିଷ୍ବୋନ୍ ଓ ସମତଳ ଭୂମିସ୍ଥିତ ଦୀବୋନ ଓ ବାମତ୍ବାଲ ଓ ବୈତ୍ବାଲ ମିଯୋନ।
ମାଶାେ ଏହି ଭକ୍ସ୍ଟମିଗକ୍ସ୍ଟଡିକ ଏହି ପରିବାରବର୍ଗକକ୍ସ୍ଟ ଦେଲେ। ଯେତବେେଳେ ଲୋକମାନେ ମାୟୋବଠା ରେ ଛାଉଣୀ କରିଥିଲେ, ମାଶାେ ଏପରି କଲେ। ଏହା ୟର୍ଦ୍ଦନ ନଦୀର ଆରପାରିର ଯିରୀହାରେ ପୂର୍ବ ରେ ଥିଲା।